ମୁଁ ସ୍ଵାମୀର ସୁଖ ପାଇନି, କାମ କରୁଥିଲୁ ବାହାରେ ସେଠି ଆମର ଦେଖା ତାପରେ କଥାବାର୍ତ୍ତା ସେଠୁ ହେଇଗଲା ପ୍ରେମ ଏବେ ଧୋକା ପ୍ରେମିକା ଏବେ ପହଁଚିଲେ ପ୍ରେମିକ ଘରେ – ଦେଖନ୍ତୁ Video

ରାଜ୍ୟ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଆପଣ ମାନେ ସବୁ ନ୍ୟୁଜରେ ବା ସୋସିଆଲ୍ ମିଡ଼ିଆ ରେ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ । ତେବେ ବର୍ତ୍ତମାନ ସମୟ ରେ ଏମିତି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ।

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏମିତି କିଛି ନ୍ୟୁଜ ଟି ଭାଇରାଲ ହେବାକୁ ଲାଗୁଚି ଯାହା ସମସ୍ତ ଚକିତ୍ କରି ରଖି ଦେଇଛି । ତେବେ ଏପରି ଏକ ଭିଡିଓ ସାମ୍ନା ଆଣିବାକୁ ଯାଉଛୁ ଯାହା ବିଷୟ ରେ ଆମେ ମାନେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେ ସଂମ୍ପର୍କ ରେ ।

ଜଣେ ମହିଳା ତାଙ୍କ ସ୍ବାମି ଙ୍କ ନାଁ ରେ ଅଭିଯୋଗ କରିଛନ୍ତି କହୁଛନ୍ତି ତାଙ୍କ ସ୍ବାମି ଏବେ ତାଙ୍କ ପାଖରେ ରହୁ ନାହାନ୍ତି । ତାଙ୍କ ସ୍ବାମି ଙ୍କ ନାଁ ନରେନ୍ଦ୍ର ବିଧନ୍ତ୍ , ଘର ବଲେଶ୍ବର୍ ଖଇରା ଓଲଟାପୁରା, ରାୟଗଡା ମନ୍ଦିର ରେ ବିବାହ କରିଥିଲେ । 2021 ଅଗଷ୍ଟ 2 ତାରିଖ ରେ ତାଙ୍କର ବିବାହ ହେଇଥିଲା । ବାହାଘରେ ତାଙ୍କ ସ୍ବାମି ଘର କୁ ଆସିଥିଲେ ଆଉ ସେ ବମ୍ବେ ଯାଇଥିଲେ । ମାଝୀ ରେ ମାଝୀ ରେ ଦେଖା କରିବାକୁ ଆସନ୍ତି । ତାପରେ ଦୁହେଁ ଦୁହିଁ ଙ୍କ କାମ ରେ ବ୍ୟସ୍ତ ରହୁଛନ୍ତି । ମହିଳା ଜଣକ ନିଜର ଗର୍ଭ କୁ ନଷ୍ଟ୍ କରିଥିଲେ ଆଉ ଏବେ 3 ମାସ ରେ ଗର୍ଭବତି ଅଛନ୍ତି ।

ସ୍ବାମି ଓ ସ୍ତ୍ରୀ ଦୁଇ ଜଣଙ୍କ ର ବମ୍ବେ ବେଳେବେଳେ ଦେଖା ହେଉଥିଲା । ଦୁଇ ଜଣ ଯାକ ବମ୍ବେ ରେ ଚାକିରୀ କରୁଥିଲେ ଆଉ ସେଇଠି ହିଁ ସେଠାରେ ଦେଖା ହେଉଥିଲା । ତାଙ୍କର ପ୍ରଥମ ଦେଖା 2018 ରେ ହୋଇ ଥିଲା । 4 ବର୍ଷ ର ଭଲ ପାଇବା ହୋଇ ଥିଲା ଆଉ ତାଙ୍କ ର ପରେ ଲଭ ମ୍ୟାରେଜ ହୋଇ ଥିଲା । ଏହି ମହିଳା ଜଣଙ୍କୁ ବିବାହ କରିବା ସହ ସେ ଆଉ ଜଣକୁ ମଧ୍ୟ ବିବାହ କରିଥିଲେ । ତାହା ସହ ତାଙ୍କ ର ଗୋଟିଏ 8 ବର୍ଷ ର ପୁଅ ମଧ୍ୟ ଅଛି ।

ଏ ସବୁ ଘଟଣା ଜାଣିଲା ପରେ ତାଙ୍କ ସ୍ବାମି କହିଲେ କି ମୋ ସ୍ତ୍ରୀ ର ଟ୍ୟୁମର୍ ଅପରେସନ ହେଉଛି ଏହା ଜାଣିଲା ପରେ ସେ ହଁ ମଧ୍ୟ କରିଥିଲେ କିନ୍ତୁ ଗାଁ କୁ ଗଲା ପରେ ସେ ଆଉ କଥା ହେଉ ନାହାନ୍ତି ଏହି ମହିଳା ଜଣକ ସହ । ସେଇଠି ପାଇଁ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହି ମହିଳା ଜଣକ ନ୍ୟାୟ ମାଗୁଛନ୍ତି ସେଇଠି ପାଇଁ ସେ ବାଲେଶ୍ବର ରେ ଖଇରା ପୋଲିସ ଥାନା ରେ ଅଭିଯୋଗ କରିଛନ୍ତି ।

ଥାନା ରେ କହିଲେ କି କେସ ଦେବା ପୂର୍ବ ରୁ ଥରେ ସ୍ବାମି ଙ୍କ ସହ କଥା ହୁଅ ମିସ ଯଦି କିଛି ସେଇଥିରୁ ସମାଧାନ ନହୁଏ ତାହେଲେ କେସ ଦିଅ । ଏମିତି କଲେ ଏହି ମହିଳା ଜଣକ ତା ସ୍ବାମି ର ପରିଚୟ୍ ମିଳିବ ଆଉ ପିଲା କୁ ବାପା ର ନାଁ ମିଳିବ କିନ୍ତୁ ଆଉ ତାଙ୍କୁ ସ୍ବାମି ର ସୁଖ କେବେ ବି ମିଳିବ ନାହିଁ ବୋଲୁ ତାଙ୍କ ସ୍ବାମି କହିଲେ ଏହି ମହିଳା ଜଣକୁ । ସେ ତାଙ୍କ ଆଗ ସ୍ତ୍ରୀ ସହ ରହିବେ ବୋଲି କହିଲେ ଆଉ ଏବେ ତାଙ୍କ ପଛ ସ୍ତ୍ରୀ ସହ ରହିବେନି ବୋଲି ମନ କରିଦେଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.