“ମୀରା ପରିଡା ଗୋଟେ ପୁରୁଷ ” ଚାକିରି ନାଁରେ ମୀରା ମତେ ଧନ୍ଦାରେ ଲଗାଉଥିଲା ! ,ଏମିତି ଅଭିଯୋଗ ଆଣିଲେ କିନ୍ନର ସଂଘ – ଦେଖନ୍ତୁ

ବିଶେଷ

ସମାଜରେ କିନ୍ନର ମାନଙ୍କର ରହିବା ସ୍ଥାନ ,ଚାଲି ଚଳଣି ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ବହୁତ ଅଲଗା ହୋଇଥାଏ। ସେମାନଙ୍କୁ ବହୁତ ଶୁଭ ମାନା ଯାଇଥାଏ। କୁହାଯାଏ କି ସେମାନେ ଯଦି କିଛି ମାଗିବା ଆସିଥାନ୍ତି ତେବେ ସେମାନଙ୍କୁ ଖାଲି ହାତରେ ଫେରାଇଲେ ଅଶୁଭ ହୋଇଥାଏ।

ତେଣୁ ସେମାନଙ୍କୁ ଯାହା ବି କିଛି ଦାନ କଲେ ଆପଣଙ୍କ ପରିବାର କିମ୍ବା ଆପଣଙ୍କ ପିଲା ଛୁଆ ର ଶୁଭ ହୋଇଥାଏ ବୋଲି ଲୋକେ ମାନିଥାନ୍ତି। କିନ୍ତୁ ଆଜି ସେହି କିନ୍ନର ମାନେ ବର୍ଷା ରେ ଓଦା ହୋଇ ସେମାନଙ୍କ ଦାବି ପୁରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି।

କିନ୍ନର ମୀରା ପରିଡାଙ୍କୁ ନେଇ କିନ୍ନରମାନଙ୍କ ମନରେ ଉଠିଛି ଏକ ଝଡ । ସମସ୍ତ କିନ୍ନର ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଆଉ ଏବେ ମୀରା ପରିଡାଙ୍କର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି । କିନ୍ନରମାନେ କହିଛନ୍ତି, ମୀରା ପରିଡ଼ା ହେଉଛନ୍ତି ଜଣେ ପୁରୁଷ ସେ କାହିଁକି କିନ୍ନରମାନଙ୍କ ମଝିରେ ଆଡ ହେଉଥିଲେ । ଆଜି ଶହ ଶହ କିନ୍ନର ବିଭିନ୍ନ ଦାବି ନେଇ ଆସିଛନ୍ତି । ଆଉ ବର୍ଷାରେ ଓଦା ହୋଇ କିନ୍ନରମାନେ ଷ୍ଟ୍ରାଇକରେ ବସିଛନ୍ତି ।

ଆହୁରି ମଧ୍ୟ ସେ UNDP ରୁ ବହୁତ ଟଙ୍କା ନେଇଛନ୍ତି ବୋଲି କହିଥିଲେ। ତେବେ ସେମାନଙ୍କ ଦାବି ଏହା ଯେ, ତାଙ୍କୁ କିନ୍ନର ମାନଙ୍କ ଗୋଷ୍ଠି ରୁ ବାହାର କରାଯାଉ ଆଉ ତାଙ୍କୁ ଗିରଫ କରାଯାଉ।କହିଛନ୍ତି କିନ୍ନର ସମାଜର ଖଳନାୟକ ହେଉଛି ମୀରା ପରିଡ଼ା, ଖଟିଖିଆ , ଗରିବ କିନ୍ନରଙ୍କୁ ଯୌ-ନ ବ୍ୟବସାୟରେ ଲି-ପ୍ତ- କ-ରି କୋଟି କୋଟି ଟଙ୍କା ହଡ଼ପ କରୁଛି ମୀରା ପରିଡ଼ା, ମୀରା ପରିଡ଼ାର ଦାଦାଗିରି ଚଳିବ ନାହିଁ

କେବଳ ସେତିକି ନୁହେଁ , ନେତ୍ରୀ ବନିଲା ପରେ, ଧମକ ଦେଉଛନ୍ତି ମୀରା, ତାଙ୍କ ସହ ସାଧନା, ମେଘନା ଓ କାଜଲଙ୍କ ବିରୋଧରେ ମଧ୍ୟ କିନ୍ନର ସଂଘ ସଦସ୍ୟ ଜୋରଦାର ପ୍ରତିବାଦ କରିଛନ୍ତି, ୧୮ଟି ଜିଲ୍ଲାରୁ ସେମାନଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଅତ୍ମସାତ୍ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି, ସମ୍ପୃକ୍ତ ଏନଜିଓକୁ ବି ସିବିଆଇ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ଶତାଧିକ କିନ୍ନର, ସୂଚନାଯୋଗ୍ୟ, ଏସମ୍ପର୍କରେ ମୀରା, ସାଧନା, ମେଘନା ଓ କାଜଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

 

ମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.