ମିଆଁମାର ଦେଶ ବିଷୟରେ ଏମିତି କିଛି ତଥ୍ୟ ଯାହା କୁ ଶୁଣିଲେ ତାଜୁବ ହୋଇଯିବେ, କାହିଁକି ଏହାକୁ ଅଳସୁଆଙ୍କ ଦେଶ ବୋଲି କୁହାଯାଏ – ଦେଖନ୍ତୁ Video

ବିଶେଷ

ବନ୍ଧୁଗଣ ଆଜି ଆମେ ଏପରି ଏକ ଦେଶ ବିଷୟ ରେ କହିବୁ ଯାହା ସବୁ ବେଳେ ଚର୍ଚ୍ଚା ରେ ରହି ଆସିଛି । କେତେବେଳେ ନିଜର ଭଲ କାମ ପାଇଁ ଆଉ କେତେବେଳେ ଲୋକ ତନ୍ତ୍ର୍ ର ହ-ତ୍ୟା କୁ ନେଇ । ଏହା ଏପରି ଏକ ଦେଶ ଯେଉଁ ଥାରେ ଲୋକମାନେ ଲୁଙ୍ଗି ପିନ୍ଧିବାକୁ ବହୁତ ଭଲ ପାଇ ଥାଆନ୍ତି ।

କେବଳ ପୁରୁଷ ମାନେ ନୁହଁ ତାଙ୍କ ସହ ମହିଳା ମାନେ ମଧ୍ୟ ଲୁଙ୍ଗି ପିନ୍ଧି ବାକୁ ଭଲ ପାଆନ୍ତି । ତେବେ ଏହି ଦେଶର ଲୋକ ମାନେ ସମସ୍ତେ ବହୁତ ସ୍ବର୍ଥପର ଅଟନ୍ତି କେବଳ ନିଜ ବିଷୟ ରେ ହିଁ ଚିନ୍ତା କରନ୍ତି । ସେମାନଙ୍କ ର ନିଜ ଦେଶ ପ୍ରତି ଭଲ ପାଇବା ନାହିଁ । କେବଳ ନିଜର ଜୀବନ ବିଷୟ ରେ ହିଁ ଭାବନ୍ତି ଆଉ କେମିତି ନିଜେ ଭଲ ରେ ରହିବେ ।

ଏଥିରେ ପ୍ରସିଦ୍ଧ ପର୍ବ ଯାହା କି ପୁରା ଜଗତ ରେ ପ୍ରସିଦ୍ଧ ଅଛି । ତେବେ ଏହି ପର୍ବ ରେ ମିଆଁମାର ବାସି ନିଜର ଜ୍ଞାନ କୌଶଳ ବଦଳ ରେ ପାଣି ରେ ନିଆଁ ଲଗାଇ ଥାନ୍ତି । ତେବେ ଏଥିରୁ ଆପଣ ମାନେ ଜାଣି ସାରିଥିବେ କି ଆମେ ମାନେ କାହା ବିଷୟ ରେ କଥା ହେବାକୁ ଯାଉଛି । ତେବେ ଭାରତ ର ପଡୋଶୀ ଦେଶ ସମ୍ପର୍କ ରେ ଜାଣି ବାକୁ ଯାଉଛୁ ।

ତେବେ ସର୍ବ ପ୍ରଥମେ ଜାଣିବା ଏହାର ନାମ ଥିଲା ଡରିପ୍ରବ୍ଲିକ୍ ଡ୍ରେମକେସି ମିଆଁମାର ତେବେ ମିଆଁମାର କୁ ବର୍ମା ମଧ୍ୟ କୁହାଜାଏ । ଜନସଂଖ୍ୟା ଅନୁସାରେ ମିଆଁମାର 26 ନମ୍ବର ରେ ରହିଛି । ମିଆଁମାର ସାଉଥ ଏସିଆ ର ଏକ ଛୋଟିଆ ଦେଶ । ଯାହାର ଉତ୍ତର ପଶ୍ଚିମ ଦିଗରେ ଭାରତ ଓ ବାଙ୍ଗାଲାଦେଶ ରହିଛି । ଉତ୍ତର ପୂର୍ବ ଦିଗରେ ଚିନ୍ ଏବଂ ଦକ୍ଷିଣ ପୂର୍ବ ରେ ଲଉଜ୍ ଓ ଥାଇଲାଣ୍ଡ ରହିଛି ।

ଏହି ଦେଶ କୁ ଯୁବକ ମାନଙ୍କ ଦେଶ ବୋଲି କୁହାଯାଏ । କାରଣ ଏ ଦେଶ ର ଅଧିକ ଲୋକ ମାନଙ୍କ ର ବୟସ 29 ବର୍ଷ ଥାଏ । ଯେତେବେଳେ ଏହି ଦେଶ ରେ ଇଂରେଜୀ ମାନଙ୍କ ର ଶାସନ ଥିଲା ସେତେବେଳେ ଏହି ରାଜ୍ୟ କୁ ବର୍ମା ବୋଲି କୁହାଯାଉଥିଲା । ବ୍ରିଟିଶ ଶାସନ ପରେ ପରେ ଏହା ନାମ ମିଆଁମାର କୁହାଯାଉଅଛି ।

ତେବେ 1989 ମସିହା ରେ ବର୍ମା ନାମ ବଦଳା ଦିଆ ଗଲା ମିଆଁମାର ରାଜଧାନୀ ନାମକ ନାମ ମଧ୍ୟ ବଦଳା ଦିଆ ଯାଇଥିଲା । ଏହି ଦେଶ ରେ ଯବାନ ମାନଙ୍କ ସଂଖ୍ୟା ଅଧିକ ଅଟେ । ତେବେ ମିଆଁମାର ଦେଶ ର ଲୋକ ଙ୍କୁ କାମ ଚୋର ମଧ୍ୟ କୁହାଯାଏ ।

ଏହି ଦେଶ ର ଲୋକ ମାନେ ବହୁତ ଅଳସୁଆ ଅଟନ୍ତି ତେବେ ମିଆଁମାର ଦେଶ କୁ ଅଳସୁଆ ଦେଶ ବୋଲି କୁହାଯାଏ । କାମ ନାଁ ରେ ଏଠି ସମସ୍ତେ ବଡ଼ ବଡ଼ କଥା କୁହନ୍ତି ଏଠାରେ ଯୁବକ ମାନେ ଖାଲି ବଡ ବଡ଼ କଥା କୁହନ୍ତି କିନ୍ତୁ ସେ କଥା କୁ ସେ ସଫଳ କରି ପାରନ୍ତି ନାହିଁ । ଲୁଙ୍ଗି ଏହି ଦେଶ ର ସଂସ୍କୃତି ଅଟେ ।

ଏହି ଦେଶ ର ଲୋକ ମାନଙ୍କ ର ଚିନ୍ତା ଧାରା ଅଛି କି ଲୁଙ୍ଗି ପିନ୍ଧିଲେ ସବୁ କାମ ସହଜ ହୋଇ ଯାଏ । ଏହି ଦେଶ ର ଲୋକ ମାନେ ଅଫିସ କୁ ଗଲା ବେଳେ ମଧ୍ୟ ଲୁଙ୍ଗି ପିନ୍ଧି ଜାଆନ୍ତି । ତେବେ ଦୁନିଆ ରେ ସବୁ ଜାଗା ରେ ଚା କୁ ପିଇ ଥାଆନ୍ତି କିନ୍ତୁ ଏହି ଦେଶ ର ଲୋକ ମାନେ ଚା କୁ ଖାଦ୍ୟ ଭାବରେ ଗ୍ରହଣ କରିଥାଆନ୍ତି । ଏଠି ରେ ଜାତୀୟ ଖାଦ୍ୟ ହିଁ ଚାହାପତି ରେ ତିଆରି ହୁଏ ।

ଆମ ଦେଶ ରେ ମହିଳା ମାନେ ହାତ ରେ ଚୁଡି ପିନ୍ଧନ୍ତି କିନ୍ତୁ ଏହି ଦେଶ ର ମହିଳା ମାନେ ତାଙ୍କ ବେକ ରେ ଚୁଡି ପିନ୍ଧନ୍ତି । ଯେଉଁ ମହିଳା ର ବେକ ଲମ୍ବା ସେହି ମହିଳା ଦେଖି ବାକୁ ସେତେ ସୁନ୍ଦର ଅଟେ । ଏହି ଦେଶ ରେ 5 ବର୍ଷ ରୁ ବେକ ରେ ଚୁଡି ପିନ୍ଧିବା ଆରମ୍ଭ କରି ଦେଇ ଥାନ୍ତି । ମିଆଁମାର ଦେଶ ରେ ଅଧିକ ଦୁର୍ନିତ୍ ଦେଖା ଯାଏ । ତେବେ 2012 ମସିହା ରେ ସବୁଠାରୁ ଭ୍ରଷ୍ଟାଚର ଦେଶ ଭାବରେ ଗଣନା କରା ଯାଇଥିଲା । ଏହା ର ଭୌଗଳିକ ବାତାବରଣ ଖୁବ ସୁନ୍ଦର ଅଟେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.