ମା ହେବା ପରେ ପ୍ରଥମ ଥର ଝିଅ ସହ ଲାଇଭରେ ଆସିଲେ ଅଭିନେତ୍ରୀ ଆଶୁ (Saileja Rao) -ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ।


ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତ୍ରୀ ନେଗେଟିଭ ଚରିତ୍ର ରେ ଅଭିନୟ କରୁଛନ୍ତି ଓ ଅଭିନେତ୍ରୀ ମାନେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଥାନ୍ତି ନେଗେଟିଭ ଚରିତ୍ର ରେ ଅଭିନୟ କରି । ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କୁ ନେଇ ବର୍ତ୍ତମାନ ସମୟ ରେ ଏକ ଖୁସି ର ଖବର ଆସି ଯାଇଛି ।

ତେବେ ସବୁଠୁ ବଡ କଥା ହେଲା ଯେ ବର୍ତ୍ତମାନ ସମୟ ର ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନହିଁ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଆସୁ । ତେବେ ଆପଣ ମାନେ ଅଭିନେତ୍ରୀ ଆସୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ତେବେ ତରଙ୍ଗ ଟିଭି ରେ କିଛି ଦିନେ ପୂର୍ବେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ଆମ ଘର ଲକ୍ଷ୍ମୀ ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ । ତେବେ ସେ ଏହି ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ନଜର ଆସୁଥିଲେ , ତେବେ ବନ୍ଧୁଗଣ ଆପଣ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ।

ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଅଭିନୟ ଦୁନିଆ ଠାରୁ ସେ ଦୂରେଇ ରହିଛନ୍ତି ଓ ତାଙ୍କ ଅଭିନୟ ଆଉ ଦେଖିବାକୁ ନ ମିଳୁଥିଲେ ମଧ୍ୟ ଦର୍ଶକ ମାନେ ଆସୁ ଙ୍କୁ ମନେ ରଖିଛନ୍ତି ।

ତେବେ ଆସୁ ଙ୍କ ସ୍ଵାମୀ ଜଣେ ବ୍ୟବସାୟୀ ଓ ସେ ନିଜ ସ୍ଵାମୀ ଙ୍କ ବ୍ୟବସାୟ ରେ ସାହାର୍ଯ୍ୟ କରି ଥାନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କୁ ନେଇ ଏକ ବଡ ଖୁସି ଖବର ଆସି ଯାଇଛି ଯେ ଆସୁ ଏକ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ଓ ଏହି ଖବର ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।।

Leave a Reply

Your email address will not be published.