ମା ଲକ୍ଷ୍ମୀଙ୍କ ସ୍ୱରୂପ କନ୍ୟା କେଉଁ ମାସରେ ଜନ୍ମ ଗ୍ରହଣ କରନ୍ତି, ଏହି କନ୍ୟା ଘରକୁ ଆସିଲେ ସବୁ ଦୁଃଖ ଦୂର ହୋଇଥାଏ

ଜୀବନଚର୍ଯ୍ୟା

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ କେଉଁ ମାସ ରେ ଜନ୍ମ ହୋଇଥିବା କନ୍ୟା ମାଆ ଲକ୍ଷ୍ମୀ ସ୍ୱରୂପ ହୋଇ ଥାଆନ୍ତି । ଦୁନିଆ ରେ ୫ ଟି ଦାନ ହେଉଛି ମହାନ୍ ଦାନ । ଅନ୍ନ ଦାନ , ଭୂମି ଦାନ , କନ୍ୟା ଦାନ , ବିଦ୍ୟା ଦାନ , ଗୋ ଦାନ । ଏହି ୫ ଟି ଦାନ ସବୁ ଦାନ ଅପେକ୍ଷା ମହାନ୍ ଅଟେ । ସଂସାର ରେ ଅନେକ କନ୍ୟା ରହିଛନ୍ତି ।

ଯେଉଁ ମାନେ ଜନ୍ମ ହେବା ପରେ ଘରେ ଧନ ସମ୍ପତ୍ତି ରେ ପରିପୂର୍ଣ ହୋଇ ଥାଏ । ଏହି ଘର ଉପରେ ମାଆ ଲକ୍ଷ୍ମୀ ଙ୍କ ଆର୍ଶୀବାଦ ଥାଏ , ଆଜି ଆମେ ଜାଣିବା ଯେ କେଉଁ ମାସ ରେ କନ୍ୟା ହେଲେ ମାଆ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇ ଥାଆନ୍ତି , ଆମ ହିନ୍ଦୁ ଧର୍ମ ଅନୁଯାୟୀ ନାରୀ ମାନେ ହେଉଛନ୍ତି ଦେବୀ ସ୍ୱରୂପ ନବରତ୍ନ ସମୟ ରେ ନାରୀ ମାନ ଙ୍କ ପୂଜାର୍ଚ୍ଚନା କରିବା ର ନିୟମ ରହିଛି ।

କନ୍ୟା କହିଲେ ଦୁହିତା ଦୁଇ କୂଳ କୁ ହୀତା , ସବୁ କନ୍ୟା ଖରାପ ହୋଇ ନ ଥାଆନ୍ତି । ଓଡ଼ିଆ ମାସ ମକର ମାସ ୧୫ ଦିନ ଠାରୁ ମାଘ୍ ମାସ ର ଶୁକ୍ଳ ପକ୍ଷ ଠାରୁ ଫାଲଗୁନ କୃଷ୍ଣ ପକ୍ଷ ପର୍ଯ୍ୟନ୍ତ ଏହି ସମୟ ମଧ୍ୟ ରେ ଯେଉଁ କନ୍ୟା ଜନ୍ମ ହୋଇ ଥାଆନ୍ତି ସେମାନେ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇ ଥାଆନ୍ତି । ଇଂରାଜୀ ମାସ ରେ ଫେବୃୟାରି ରେ ଜନ୍ମ ହୋଇଥିବା କନ୍ୟା ମାଆ ଲକ୍ଷ୍ମୀ ଙ୍କ ସ୍ୱରୂପ ।

ଏହା ର ମୁଖ୍ୟ କାରଣ ଏହି ମାସ ଗ୍ରହ ନକ୍ଷତ୍ର ମାନ ଙ୍କ ର ସ୍ଥିତି ଶୁଭ ସ୍ଥାନ ରେ ହୋଇଥାଏ । ଏହି ମାସ ରେ ଜନ୍ମ କରିଥିବା କନ୍ୟା ମାନେ ରାଜଭୋଗ ଓ ସୁଖ ଭୋଗ କରି ଥାଆନ୍ତି । ଶାନ୍ତ ସ୍ଵଭାବ ର ଅଧିକାରିଣୀ ହୋଇ ଥାଆନ୍ତି । ଫେବୃଆରୀ ମାସରେ ଜନ୍ମ ଗ୍ରହଣ କରି କନ୍ୟା ମାନେ ମାଆ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇ ଥାଆନ୍ତି । ଚୈତ୍ର ମାସ ର ଶୁକ୍ଳ ପକ୍ଷ ବୈଶାଖ କୃଷ୍ଣ ପକ୍ଷ ପର୍ଯ୍ୟନ୍ତ ।

ଏହି ସମୟ ରେ ଯେଉଁ କନ୍ୟା ମାନେ ଜନ୍ମ ଗ୍ରହଣ କରି ଥାଆନ୍ତି ସେ ମାଆ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇ ଥାଆନ୍ତି । ଇଂରାଜୀ ମାସ କହିଲେ ଏପ୍ରିଲ ମାସ , ଏହି ମାସ ରେ ଯେଉଁ କନ୍ୟା ମାନେ ଜନ୍ମ ହୋଇ ଥାଆନ୍ତି ସେମାନ ଙ୍କ କୁଣ୍ଡଳୀ ରେ ମାଆ ଲକ୍ଷ୍ମୀ ଥାଆନ୍ତି । ଧନ ର ଅଭାବ ରହି ନ ଥାଏ , ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସବୁ ଗୁଣ ରେ ପରିପୂର୍ଣ ହୋଇ ଥାଆନ୍ତି ।

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଠାରୁ ଆସଡ କୃଷ୍ଣ ପକ୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଜୁନ ମାସ । ଏହି ମାସ ରେ ଜନ୍ମ ହୋଇଥିବା କନ୍ୟା ଧନୀ ହୋଇ ଥାଆନ୍ତି । ଯେଉଁ ଘରେ ଏହି କନ୍ୟା ମାନେ ଜନ୍ମ ଗ୍ରହଣ କରି ଥାଆନ୍ତି ସେହି ଘରେ ମାଆ ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ରହିଥାଏ । ମାଆ ଲକ୍ଷ୍ମୀ ଆର୍ଶୀବାଦ ଥାଏ ଏହି କନ୍ୟା ଙ୍କ ଉପରେ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଠାରୁ ଆଶ୍ୱିନ ମାସ କୃଷ୍ଣ ପକ୍ଷ ପର୍ଯ୍ୟନ୍ତ ଅର୍ଥାତ୍ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ସମୟ ରେ ଜନ୍ମ ହୋଇଥିବ କନ୍ୟା ମାଆ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇ ଥାଆନ୍ତି । ଗ୍ରହ ସ୍ଥିତି ଶୁଭ ଥାଏ ।

 

Leave a Reply

Your email address will not be published.