ମାଳି ସାହିର ଅକୁହା କଥା !! ଭୁବନେଶ୍ଵରରେ ମାଳିସାହି କିପରି ଆରମ୍ଭ ହୋଇଥିଲା ? କଣ ରହିଥିଲା ଉଦେଶ୍ୟ …. ଜାଣନ୍ତୁ

ବିଶେଷ

ଆପଣ ମାନେ ଆମର ଭୁବନେଶ୍ଵର ବିଷୟ ରେ ବହୁତ ଜାଣିଥିବେ ତେବେ ସମସ୍ତେ ଭୁବନେଶ୍ଵର ହେଉଛି ଆମ ରାଜ୍ୟ ରାଜଧାନୀ ଯାହାକୁ ଆମେ ମନ୍ଦିର ମାଳିନୀ କହୁ ଆଉ ସ୍ମାଟ୍ ସିଟି ଭାବରେ କହୁ । ତେବେ ଭୁବନେଶ୍ଵର ରେ ଥିବା ମାଳି ସହି ବାବଦ ରେ ବି ଆପଣ ମାନେ ଅଧିକ ଜାଣିଥିବେ । ତେବେ ସେହି ସାହିର କଥା ବ୍ୟଥା ଆଉ ଗାଥା କୁ ନେଇ ଆମେ ଆପଣ ମାନଂକୁ କିଛି କହିବାକୁ ଯାଉଛୁ । ଯାହାକି ମାଳି ସାହିର ଅକୁହା କଥା ।

ତେବେ ଏ ରାଜଧାନୀ ଭୁବନେଶ୍ୱର ରେ ଏ ମାଳି ସାହି କେବେ ଆରମ୍ଭ ହୋଇଥିଲା ଆଉ ସେହି ସାହି ରେ କେତେ ଜଣ ଦେ-ହ-ଜି-ବି ରହୁଥିଲେ । ଆଉ ବର୍ତ୍ତମାନ ସମୟ ରେ କେତେଜଣ ଦେ-ହ ଜୀବି ଅଛନ୍ତି ଆଉ ସେଠାରେ ନିଜ ପେଟ ପାଇଁ ପଡି ରହିଛନ୍ତି ତେବେ ଆସନ୍ତୁ ଜାଣିବା ଏ ସବୁ ବିଷୟ ରେ ଆଉ ସେଠାରେ ସବୁଠାରେ ଥିବା ପୁରାତନ ମହିଳା ଙ୍କ ପାଖରୁ କିଛି ।

ତେବେ ସେଠାରେ ସେ ପୁରାତନ ମହିଳା ଜଣକ କହିଲେ କି ଜାଣିବା ଭିତରୁ ହିଁ ସେ ଆରମ୍ଭ ହୋଇ ସାରିଛି । ଏଇଠି ପ୍ରଥମେ ଜଙ୍ଗଲ ଥିଲା ଆଉ ଆରମ୍ଭ ହୋଇଥିଲା ସେତେବେଳ କୁ ଗୋଟିଏ ହିଁ ଘର ଥିଲା ଆବୁଳି ବୁଢ଼ୀ ଓ ଅର୍ଜୁନ୍ ବୁଢା ଥିଲା ସେଇଠି 4 ରୁ 5 ଟା ଲେଡୀସ ଥିଲେ । ତାପରେ ସେଇଠୁ ହିଁ ବଢିବାକୁ ଲାଗିଲା ।

ତାପରେ ସେମାନେ ଆଗକୁ ବଢିବାକୁ ଲାଗିଲେ ଆଉ ତାପରେ ସେଠାରେ ଲୋକ ସଂଖ୍ୟା ବଢିଲା ଆଉ ତା ପାଖକୁ ଗୋଟିଏ ଘର ଆଉ ତା ପାଖ କୂଅ ଆଉ ଗୋଟିଏ ଘର ଏପରି ଭାବରେ ବଢିବାକୁ ଲାଗିଲା । ରହି ରହି ଏପରି ଭାବରେ ଜଙ୍ଗଲ ଟି ଟାଉନ ରେ ପରିଣତ ହୋଇ ଗଲା । ତେବେ ଏହି ଥରେ ସାପ ପ୍ରଥମେ ବଡ ବଡ଼ ହୁଙ୍କା ଏହି ଭୀତ ରେ ଥିଲା ଆଉ ଷ୍ଟେସନ୍ କୁ ଶ୍ରୀହୁଙ୍କାଆଗରୁ ଗୋଟିଏ ସରୁ ରାସ୍ତା ଥିଲା ଆଗରୁ ସେଇଠି ଶଗଡ଼ ଯିବା ଆସିବା କରୁଥିଲା ।

ଏହିଥରେ ଗୋଟିଏ ବି ଘର ନଥିଲା କେବଳ ସେ ବୁଢିର ଗୋଟିଏ ବୋଲି ଘର ଥିଲା । ଏହି ଥାରେ କୌଣସି ଶିକ୍ଷାଗତ ଯୋଗ୍ୟତା ନଥିଲା ଆଉ କିଛି ସୁବିଧା ମଧ୍ୟ ନଥିଲେ ତେବେ ସେହି ପରି ଭାବରେ ଯେପରି ତାଙ୍କ ମାଆ ମାନେ ମାଳି ସାହିରେ ଯାହା କାମ କରୁଥିଲେ ତାହା ତାଙ୍କ ଝିଅ ମାନେ ମଧ୍ଯ କରୁଛନ୍ତି ।

ବର୍ତ୍ତମାନ ସମୟ ରେ ଆଜିର ସବୁ ପିଲା ମାନେ ଏବେ ଏହି ଲାଇନ ରେ ଜମା ବି ନାହାନ୍ତି । ଏବେ ଶିକ୍ଷ୍ୟା ଅନୁଷ୍ଠାନ୍ ରେ ଶିକ୍ଷା ଗ୍ରହଣ କରୁଛନ୍ତି ଏବେ ସେମନେ ଏହି ଲାଇନ ରେ ଜମା ବି ନାହାନ୍ତି । ସେତେବେଳ ର ସମୟ ଆଉ ଏବେ ର ସମୟ ବହୁତ ବଦଳି ଯାଇଛି ସେତେବେଳେ 3 ରୁ 4 ଜଣ ମହିଳା ରହୁଥିଲେ ଆଉ ଏବେ ବହୁତ ଗୁଡାଏ ମହିଳା ରହିଛନ୍ତି ।

ତେବେ ଏହି ଥାରେ ଯ଼ଦି କୌଣସି ଝିଅ ନୂଆ ଆସେ ତେବେ ତାଙ୍କୁ ପଚରା ଯାଏ ସେ ଆସିଲା କେଉଁଠାରୁ ଆସିଲ ଆଉ ଆଣିଲା କିଏ ସେ କୁହେ ନା ମୋତେ କେହି ଆଣିନି ମୁଁ ଏକା ଆସିଛି ତେବେ ତାପରେ ପଚରାଯାଏ ତୁ ଏକଲା କେମିତି ଆସିଲୁ ନା ମୁଁ ମାଳି ସହି ପଚାରି ପଚାରି ଆସିଗଲି । ତାଙ୍କୁ ପଚରା ଯାଏ ଆଗରୁ ଏଇ କାମ କେଉଁଠି ବି କରିଚୁ କି ଯଦି ହଁ କହେ ତାହେଲେ ତାକୁ ରଖା ଯାଏ ।

ଯଦି କହେ କେଉଁଠି ବି କରି ନାହିଁ କିନ୍ତୁ ଏଇଠି କରିବି ତା ହେଲେ ତାକୁ ଖରାପ ନା ହେବା ପାଇଁ ତାଙ୍କୁ ଭଲ ବାଟ ଦେଖେଇ ତାକୁ ଫେରେଇ ଦିଆଯାଏ । ଏହି ତାକୁ ଯେଉଁ ସ୍ତ୍ରୀ ଲୋକ ମାନେ ଆସିଛନ୍ତି ସେମାନେ ବହୁତ କଷ୍ଟ ରେ ଆସିଛନ୍ତି କାହାକୁ କାହାର ସ୍ବାମି ଘରୁ ତାଡି ଦେଇଥିଲେ ଆଉ ସେ ଖାଇବାକୁ ନ ପାଇଥିବାରୁ ସେ ଏ ସବୁ କାମ ରେ ନିଜ କୁ ନିୟୋଜିତ କରିଛନ୍ତି ।

Leave a Reply

Your email address will not be published.