ମାତ୍ର ୧୭ ଦିନରେ ବଦଳିଲା ଭାଗ୍ୟ, ବନିଗଲେ IPS – ଦେଖନ୍ତୁ ଭିଡିଓ

ଖବର

ମାତ୍ର 17 ଦିନ ରେ ବଦଳି ଗଲା ଭାଗ୍ୟ । ମାଆ ଙ୍କ ର କଥା ମାନିଲେ ଆଉ ପରୀକ୍ଷା ଦେଲେ ଆଉ ତାପରେ ବନିଗଲେ ଆଇପିଏସ୍ । ୟୁପିଏସି ପରୀକ୍ଷା ରେ ଉର୍ତ୍ତିଣ୍ଣ ହେବା କେତେ ଯେ କଷ୍ଟ କର ଏହା ସମସ୍ତେ ଜାଣନ୍ତି । ସିଭିଲ୍ ସର୍ଭିସ୍ ପରିକ୍ଷା ରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ସାମିଲ ହୋଇ ଥାନ୍ତି । କିନ୍ତୁ ଖୁବ କମ ଛାତ୍ର ଛାତ୍ରୀ ଙ୍କୁ ଏହି ପରୀକ୍ଷା ରେ ସଫଳତା ମିଳିଥାଏ ।

ଯେଉଁ ମାନେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହୋଇ ଥାନ୍ତି ସେମାନେ ବିଫଳ ହେଲା ପରେ ବି ନିଜ ର ପ୍ରତିଷ୍ଠା ଜାରି ରଖିଥାନ୍ତି । କଥା ରେ ଅଛି ପରିଶ୍ରମ ର ଫଳ ଦିନେ ନା ଦିନେ ସେ ମିଳିଥାଏ । ଠିକ ଏହି ପରି ଜଣେ ଆଇପିଏସ୍ ଅଫିସର ଙ୍କ ର କାହାଣୀ ଆଜି ସାମ୍ନା କୁ ଆସିଛି । ବରମ୍ବାର ବିଫଳତା ପରେ ବି ହାର ନ ମାନି ପରିଶ୍ରମ କରିଥିଲେ ଆଉ ମାତ୍ର 17 ଦିନ ରେ ତାଙ୍କୁ ମିଳି ଥିଲା ବଡ଼ ସଫଳତା । ଫରିଦାବାଦ ର ଅକ୍ଷ୍ୟତ୍ କୌଶଲ୍ ଲଗାତାର 4 ଥର ୟୁପିଏସି ପରୀକ୍ଷା ରେ ବିଫଳ ହୋଇ ଥିଲେ ଏବଂ 5ମ ଥର ତାଙ୍କ ସଫଳତା ର ଚାବି କାଠି । ତେବେ ଏହି କାହାଣୀ ବିଷୟ ରେ ଆସନ୍ତୁ ଜାଣିବା ।

ଅକ୍ଷ୍ୟତ୍ କୌଶଲ୍ 2012 ରେ ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ 2013 ରେ ପ୍ରଥମ ଥର ସିଭିଲି ସର୍ଭିସ୍ ପରୀକ୍ଷା ଦେଇଥିଲେ । କିନ୍ତୁ ତାଙ୍କୁ ପ୍ରଥମ ଥର ବିଫଳତା ମିଳିଥିଲା । ବିଫଳତା ମିଳିଲା ପରେ ବି ଅକ୍ଷ୍ୟତ୍ କୌଶଲ୍ ନିଜ କୁ ନିରାଶ କେବେ ବି କରି ନଥିଲେ । ସେ 2ୟ ଥର ଫୁଣି ପରୀକ୍ଷା ଦେଲେ ଆଉ ଅତି ନିକଟ ରୁ ସେ ବିଫଳ ହୋଇ ଯାଇଥିଲେ ।

ତାପରେ ସେ 3ୟ ଥର ପରୀକ୍ଷା ଦେଲେ ଆଉ ଫୁଣି ଥରେ ପରୀକ୍ଷା ଦେଲେ । ତଥାପି ତାଙ୍କ ର ମନବଳ ଏତେ ଅଧିକ ଥିଲା ଯାହାକି ସେ 3ଥର ବିଫଳ ହେବା ସହିତ ବି 4ର୍ଥ ଥର ପରୀକ୍ଷା ଦେଇଥିଲେ । ଆଉ ତାପରେ ମଧ୍ୟ ସେ ଫୁଣି ଥରେ ବିଫଳ ହୋଇ ଥିଲେ । 4ର୍ଥ ଥର ବିଫଳ ହେଲା ପରେ ସେ ନିଷ୍ପତି ନେଇଥିଲେ ଆଉ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିବେ ନାହିଁ ।

ନିଜ ର ରାସ୍ତା କୁ ସେ ପରିବର୍ତ୍ତନ କରିଦେବେ କିନ୍ତୁ ତାଙ୍କୁ ତାଙ୍କ ସାଙ୍ଗ ମାନେ ଫୁଣି ଥରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଉତ୍ସାହିତ କରିଥିଲେ ତାଙ୍କ ପରିବାର ଲୋକ ଅକ୍ଷ୍ୟତ୍ କୌଶଲ୍ ଙ୍କୁ ଉତ୍ସାହିତ କରିଥିଲେ ଅକ୍ଷ୍ୟତ୍ କୌଶଲ ଙ୍କୁ ତାଙ୍କ ମାଆ ଉତ୍ସାହିତ କରି କହିଥିଲେ ଏହି ଶେଷ ଥର ପାଇଁ ଆଉ ଥରେ ଚେଷ୍ଟା କରି ଦେ ।

ମାଆ ଏବଂ ସାଙ୍ଗ ଙ୍କ କଥା ସୁଣି ଅକ୍ଷ୍ୟତ ଶେଷ ଥର ପାଇଁ ଚେଷ୍ଟା କରିବା ପାଇଁ ପ୍ରସ୍ତୁତି କରିଥିଲେ । ତାଙ୍କ ପାଠ ପଢା ଆହୁରି ମଝବୁତ୍ କରିଥିଲେ । କିନ୍ତୁ ସେତେବେଳେ ସିଭିଲି ସର୍ଭିସ୍ ପାଇଁ ମାତ୍ର 17 ଦିନ ଥିଲା ଏତେ କମ ସମୟ ହାତ ରେ ଥିଲେ ମଧ୍ୟ ସେ ନିରାଶ ହୋଇ ନଥିଲେ । ଆଉ ଏପରି ଭାବ ରେ ପ୍ରୟାସ କରି ପାଇଗଲେ ଆଇପିଏସ୍ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.