ମାଙ୍କଡର ବେଳା ଖରାପ ପଡିଲା, ଗଛ ଉପରେ ରହି ଲାମ୍ବା ଲମ୍ପ ମାରି ଶି-କା-ର କୁ ଧରିଲା – ଦେଖନ୍ତୁ Video

VIRAL

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଏକ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ଖବର ଶୁଣିବାକୁ ପାଇବେ ।ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ସୋସିଆଲ ମିଡ଼ିଆ ରେ ଅନେକ ଖବର ଶୁଣିବାକୁ ମିଳିଥାଏ ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଲାଗିଥାଏ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହବା ରେ ଲାଗିଛି ଯେଉଁ ଭିଡିଓ ରେ


ଗୋଟିଏ ଜଙ୍ଗଲ ରେ ମାଙ୍କଡ ଏବଂ ବାଘ୍ କୁ ଦେଖିବାକୁ ମିଳିଛି । ତେବେ ମାଙ୍କଡ କୁ ଧରିବା ପାଇଁ ବାଘ ର ଲମ୍ବା ଲମ୍ଫ । ତେବେ ମାଙ୍କଡ ଟି କୁ ମଧ୍ୟ ଧରି ପକାଇଛି । ତେବେ ଆପଣ ମାନେ ଜାଣିଥିବେ ଯେ ଜଙ୍ଗଲ ରେ ପଶୁ ମାନେ ବାଘ କୁ ଡରି ଥାଆନ୍ତି ଓ ତାର ମୂଖ ରୁ ଉଦ୍ଧାର ହେବା ପାଇଁ ସମସ୍ତେ ଚେଷ୍ଟା କରି ଥାଆନ୍ତି କିନ୍ତୁ ବାଘ ଠାରୁ ଉଦ୍ଧାର ହେବା ବହୁତ କଷ୍ଟ କର ।

ତେବେ ସେମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଳ ହେବା ରେ ଲାଗିଛି । ତେବେ ଜଙ୍ଗଲି ଜନ୍ତୁ ଙ୍କ ଭିଡିଓ ବେଳେ ବେଳେ ସୋସିଆଲ ମିଡ଼ିଆରେ ଭାଇରାଳ ହୋଇଥାଏ । ତେବେ କିଛି ଭିଡିଓ ମଜେଦାର ଥିବା ସମୟ ରେ ଆଉ କିଛି ଶିକାର କରୁଥିବା ର ଦୃଶ୍ୟ । ତେବେ ବର୍ତ୍ତମାନ୍ ସମୟ ରେ

ଏକ କଳରାପତିଆ ବାଘ ଏକ ମାଙ୍କଡ ଛୁଆ କୁ ଶି-କା-ର କରୁଛି , ତେବେ ଏହା କଲରାପତିଆ ବାଘ ପାଇଁ କିଛି ବଡ କଥା ନୁହେଁ କିନ୍ତୁ ଶି-କା-ର ଟି ସେ ଯେମିତି କରିଛି ତାହା ଆଶ୍ଚର୍ଯ୍ୟ କର । ତେବେ ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଏକ ମାଙ୍କଡ କୁ ଶି-କା-ର କରିବା ପାଇଁ ଗଛ ରେ ଚଢ଼ୁଛି କଳରାପତିଆ ବାଘ ।

ତେବେ ଭିଡିଓ ଟି ହେଉଛି ମଧ୍ୟ ପ୍ରଦେଶ ର ତେବେ ଏହି ଭିଡିଓ ରେ। କଳରାପତିଆ ବାଘ ମାଙ୍କଡ ଛୁଆ କୁ ଶିକାର କରିବା ପାଇଁ ଗଛ ରୁ ଆଉ ଏକ ଗଛ କୁ ଡିଆଁ ମାରୁଛି । ତେବେ ଏହାରି ବାଘ ଟି ଗଛ ରୁ ତଳ କୁ ଖସି ଯାଉଛି କିନ୍ତୁ ତାର କିଛି ହେଉ ନାହିଁ ସେ ଆରାମ ରେ ଚାଲିବାକୁ ଲାଗୁଛି ।

ତେବେ ବଡ ଦୁଃଖ ର ଖବର ହେଲା ଯେ ମାଙ୍କଡ ଛୁଆ ଟି ତାର ଶିକାର ହୋଇଛି । ତେବେ ମାଙ୍କଡ ଛୁଆ କୁ ଶିକାର କରିବାକୁ ଯାଇ ବାଘ ସଫଲ ହୋଇଛି ଓ ଗଛ ରୁ ତଳ କୁ ଖସି ଯାଇଛି । ତେବେ ଏହି ଭିଡିଓ ଟି ଭାଇରାଳ ହେଇଥିବା ସମୟ ରେ ଏହାକୁ ନେଇ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।।

Leave a Reply

Your email address will not be published. Required fields are marked *