ମାଆ ଚରାନ୍ତି ଛେଳି, ସିଭିଲ୍ ସର୍ଭିସ୍ ପାଇଲେ ପୁଅ; ସତ ହେଲା ଭଙ୍ଗା ଘରେ ଦେଖୁଥିବା ସ୍ୱପ୍ନ – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ନିସ୍ଚୟ ଶୁଣିଥିବେ ଯେ ପରିଶ୍ରମ କଲେ ଫଳ ସୁନିଶ୍ଚିତ ମିଳିଥାଏ । ତେବେ କିଏ ପରିଶ୍ରମ କରି ବହୁ ଶୀଘ୍ର ଫଳ ପାଇଥାଏ ତ ଆଉ କିଏ ବିଳମ୍ବ ରେ ତେବେ ଫଳ ନିଶ୍ଚିନ୍ତ ମିଳିବ । ତେବେ ପରିଶ୍ରମ କରି ଚାଲ ଫଳ କୁ ଆଶା କର ନାହିଁ ପରିଶ୍ରମ କଲେ ଫଳ ସୁନିଶ୍ଚିତ । ତେବେ ବର୍ତ୍ତମାନ୍ ସମୟ ରେ

ଜଣେ ବିଧବା ମା ଛେଳି ଚରାନ୍ତି କିନ୍ତୁ ତାଙ୍କ ପୁଅ ସିଭିଲ ସର୍ଭିସ ପାଇଲେ । ହଁ ବନ୍ଧୁ ଭଙ୍ଗା ଘରେ ରହି ଦେଖୁଥିଲେ ବଡ ସ୍ବପ୍ନ ଶିକ୍ଷକ କରିଥଲେ ଆର୍ଥିକ ସହାୟତ , ତେବେ ସ୍ବପ୍ନ ଦେଖ ଓ ତାକୁ ନିଷ୍ଠା ର ସହ ପାଲନ କର ସଫଳତା ନିସ୍ଚୟ ପାଇବ । ତେବେ ଏହାର ଏକ ବଡ ଉଦାହରଣ ହେଉଛନ୍ତି ବିଶାଳ କୁମାର । ତେବେ ବିଶାଳ କୁମାର ଙ୍କ ବଡ ସଫଳତା ହେଉଛି ସେ ଏଥର ପାଇଛନ୍ତି ସିଭିଲ ସର୍ଭିସ ।

ତେବେ ବିଶାଳ କୁମାର ହେଉଛନ୍ତି ବିହାର ର ବାସିନ୍ଦା , ତେବେ ବାପା ଛେଉଣ୍ଡ ଗରିବ ତେବେ ଅଭାବ ରେ ରହୁଥିଲେ ମଧ୍ୟ ବିଶାଳ କୁମାର ଦେଖୁଥିଲେ ବଡ ସ୍ଵପ୍ନ । ତେବେ ବିଶାଳ କୁମାର ସିଭିଲ ସର୍ଭିସ ୨୦୨୧ ରେ ୪୪୪ ରାଙ୍କ ରଖିଛନ୍ତି ବିଶାଳ କୁମାର । ତେବେ ବିଶାଳ କୁମାର ୧୩ ବର୍ଷ ତଳେ ନିଜ ବାପା ଙ୍କୁ ହରାଇ ଥିଲେ ।

ତେବେ ମା ଭାଇ ଓ ଜଣେ ଭଉଣୀ ଙ୍କୁ ନେଇ ବିଶାଳ ଙ୍କ ପରିବାର । ତେବେ ଛେଳି ଚରାଇ ମା ଯାହା ବି କିଛି ପଇସା ରୋଜଗାର କରନ୍ତି ତାହା ପରିବାର ଚାଲିଯାଇ ଥାଏ । ତେବେ ବିଶାଳ କୁମାର ଙ୍କ ବାସଗୃହ ଦେଖିଲେ ଜଣା ପଡିଯିବ ବିଶାଳ ଙ୍କ ସଙ୍ଘର୍ଷ ମୟ ଜୀବନ । ତେବେ ବାସ ଭବନ କହିଲେ ମାତ୍ର ଗୋଟିଏ ଘର । ତେବେ ସେଇଠି ରୋଷେଇ ହୁଏ ଓ ସେହିଠାରେ ସୋଇଥାନ୍ତି ପୁରା ପରିବାର ।

ତେବେ ବିଶାଳ କୁମାର ପିଲା ଟି ଦିନ ରୁ ମେଧାବୀ ଛାତ୍ର ,ସେ ମାଟ୍ରିକ ଟପ୍ କରିଥଲେ । ତେବେ ୨୦୧୩ ରେ ଆଇଆଇଟି କାନପୁର ଶିକ୍ଷାଲାଭ କଲେ ଓ ପରେ ଏକ ବେସରକାରୀ କଂପାନୀ ରେ ଚାକିରି କଲେ । ତେବେ ଚାକିରି କରି upsc ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ତାଙ୍କୁ ଆର୍ଥିକ ସହଯୋଗ କରିଥଲେ ତାଙ୍କ। ଶିକ୍ଷକ ଗୌରୀ ଶଙ୍କର । ତେବେ ବର୍ତ୍ତମାନ୍ ସମୟ ରେ ବିଶାଳ କୁମାର ଙ୍କୁ ବଡ ସଫଳତା ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.