ମହିଳାଙ୍କ ଏହି କାମ ସ୍ଵାମୀଙ୍କୁ କରିଥାଏ କୋଟିପତି, ଜୀବନରେ ଧନର ଅଭାବ ରୁହେ ନାହିଁ – ଦେଖନ୍ତୁ

ଜୀବନଚର୍ଯ୍ୟା

ସ୍ତ୍ରୀ ଙ୍କ ର ଏହି 3 ଟି ଅଭ୍ୟାସ କରିଥାଏ ସ୍ବାମି କୁ କରାଇ ଥାଏ କୋଟିପତି । ପ୍ରତ୍ୟେକ ଝିଅ ର କିଛି ନା କିଛି ଭଲ ଗୁଣ ଥାଏ । କିନ୍ତୁ ଏହି 3 ଟି ଅଭ୍ୟାସ ଥିବା ସ୍ତ୍ରୀ ତାଙ୍କ ସ୍ବାମି ଙ୍କୁ କରି ଥାନ୍ତି କୋଟିପତି । ଯେତେବେଳେ ଗୋଟିଏ ଝିଅ ବାହା ହୋଇ କାହା ଘର କୁ ଯାଇଥାଏ ତେବେ ସେ ସେହି ଘର କୁ ସ୍ବର୍ଗ୍ କରି ଦେଇ ଥାଏ ।

ଯଦି ଆପଣ ମାନେ ସୁଖ ସୌଭାଗ୍ୟ ପାଇବାକୁ ଚାହୁଁ ଛନ୍ତି ତେବେ ପୁରୁଷ ମାନେ ଭଲ ଗୁଣ ଥିବା ଝିଅ କୁ ବାହା ହେବା ଉଚିତ । ଏହି ଭଳି ଝିଅ ମାନଙ୍କ ପାଖ ରେ ସ୍ବୟ୍ମ୍ ମାତା ଲକ୍ଷ୍ମୀ ଙ୍କ ର ଆର୍ସିବାଦ ଥାଏ । ଏମାନେ ଯେଉଁ ଘର କୁ ଯାଇ ଥାନ୍ତି ସେ ଘରେ ହସ ଖୁସି ଲାଗି ରହି ଥାଏ ।

ତେବେ ଆଜି ଆମେ ଜାଣିବା କି କେଉଁ 3 ତା ଅଭ୍ୟାସ ଥିଲେ ତାଙ୍କ ସ୍ବାମି ମାନେ ଭାଗ୍ୟଵାନ ହୋଇ ଥାନ୍ତି । ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଯେଉଁ ସ୍ତ୍ରୀ ମାନେ ଧର୍ମ ର ପଥ୍ ରେ ଚାଲି ଥାନ୍ତି ଏବଂ ନିଜ ର ଜୀବନ କୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରି ଥାନ୍ତି । ଏବଂ ଇଶ୍ବର୍ ଙ୍କ ଉପରେ ଭରସା ରଖି ଥାନ୍ତି ସେହି ଭଳି ସ୍ତ୍ରୀ ମାନେ ବହୁତ ଭଲ ଗୁଣ ର ହୋଇ ଥାନ୍ତି । ଏମାନଙ୍କ ର ଏହି ଗୁଣ ପାଇଁ ତାଙ୍କ ଘରେ ହସ ଖୁସି ଲାଗି ରହି ଥାଏ ।

ତାହା ସହ ସ୍ବାମି ସହ ମଧ୍ୟ ଘର ର ଅନ୍ୟ ଲୋକ ଙ୍କୁ ମଧ୍ୟ ବହୁତ ଖୁସି ରେ ରଖି ଥାନ୍ତି । ଏହି ଭଳି ସ୍ତ୍ରୀ ଲୋକ ମାନେ ଲକ୍ଷ୍ମୀ ମା ଙ୍କ ର ପ୍ରଥମ ପସନ୍ଦ । ଆଉ ଯେଉଁ ସ୍ତ୍ରୀ ମାନଙ୍କ ର ଇଚ୍ଛା ସୀମିତ ରହି ଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର ଅର୍ସିବାଦ ଦେଇ ଥାନ୍ତି ।


ସ୍ତ୍ରୀ ର କଥା ଆଉ ଭାଷା ଯଦି ଭଲ ରହି ଥାଏ ତାହେଲେ ତାଙ୍କ ଉପରେ ମାଆ ଙ୍କ ର ଲକ୍ଷ୍ମୀ ଙ୍କ ର ଅର୍ସିବାଦ ରହି ଥାଏ । ଆଉ କୌଣସି ସ୍ତ୍ରୀ ଲୋକ ମାନେ ଯଦି ଖରାପ ଭାଷା ବା ବିବାଦ ରେ ରହି ଥାନ୍ତି ସେହି ଥାରେ ମାତା ଲକ୍ଷ୍ମୀ ରହନ୍ତି ନାହିଁ । ସେଥି ପାଇଁ ଘରେ ସବୁ ସ୍ତ୍ରୀ ମାନେ ଶାନ୍ତ ସରଳ ରହିବା ଦରକାର ।।

Leave a Reply

Your email address will not be published.