ମହାଭାରତରେ ଭଗବାନ ଶ୍ରୀକୃଷ୍ଣ କାହିଁକି ଗଧ ପାଦ ଧରିଥିଲେ – ଦେଖନ୍ତୁ

ବିଶେଷ

ଆପଣ ମାନେ ଆମେ ସମସ୍ତେ ମହାଭାରତ ବିଷୟ ରେ ଜାଣିଛେ । ତେବେ ଶାସ୍ତ୍ର ବିଷୟ ରେ ଯେତେ ଜାଣିଲେ ମଧ୍ୟ ତା ଭୀତ ରେ ଆଉ କିଛି ରହସ୍ୟ ରହି ଥାଏ । ଯାହା କି ବର୍ତ୍ତମାନ ସମୟ ରେ ବି ଲୋକ କଥା ଭାବରେ ପ୍ରଚଳିତ ହେଉଛି । ଯେମିତି କଥା ରେ ସମସ୍ତେ କୁହନ୍ତି କି ଭଗବାନ ମଧ୍ୟ ଗଧ ପାଦ କୁ ଧରି ଥିଲେ ।

ଆଜ୍ଞା ଯେଉଁ ଭଗବାନ କ୍ଷଣକେ ସବୁ କିଛି ପରିବର୍ତ୍ତନ କରି ପାରନ୍ତି ଆଉ ଯିଏ ବିଶ୍ବ ର ସର୍ବେସର୍ବା ଆଉ ଯିଏ ସୃଷ୍ଟି କୁ ତିଆରି କରିଛନ୍ତି ସିଏ ବି ଦିନେ ଗଧ ପାଦ କୁ ଧରି ଥିଲେ । ଯାହାକି ସମସ୍ତ ଙ୍କ ମନ ରେ ପ୍ରଶ୍ନ ବାଚ ହୁଏ କି ସେ ନୀଳାମୟ ଶ୍ରୀ କୃଷ୍ଣ ହିଁ ଗଧ ପାଦ ଧରି ଥିଲେ । ତେବେ ସେ କାହିଁକି ଗଧ ପାଦ ଧରି ଥିଲେ ।

ତେବେ ଥରେ ମହାରାଜା ଜୁଧିଷ୍ଠିର୍ ଥରେ ରାଜସ୍ୟ ଯଂଜ୍ଞ ର ଆୟୋଜନ କଲେ ଏବଂ ଯେଉଁ ଯଂଜ୍ଞ ରେ ହାରାହାରି 1 ଲକ୍ଷ୍ୟ ରାଜା ଙ୍କୁ ଆମନ୍ତ୍ରଣ କରିବାର ବ୍ୟବସ୍ଥା ଥିଲା । କିନ୍ତୁ ଭଗବାନ ଜାଣି ପାରିଲେ ଯେ ଜରାସନ୍ଧ ନାମକ ଏକ ଏକ ରାକ୍ଷସ 1 ଲକ୍ଷ୍ୟ ରାଜା ଙ୍କ ଭିତ ରୁ 2 ଜଣ ଙ୍କୁ ବନ୍ଧି କରିକି ରଖିଛି । ସେ ମଧ୍ୟ ଯଂଜ୍ଞ କରୁଛି ଯେଉଁ ଥିରେ ସେ ବଳି ଦେବାକୁ ଚାହୁଁଛି ।

ଆଉ ସେଇଠି ପାଇଁ ଶ୍ରୀ କୃଷ୍ଣ ଭୀମ ଓ ଅର୍ଜୁନ ଙ୍କୁ ନେଇ ଜରାସନ୍ଧ ରାଜ୍ୟ କୁ ନେଇକି ଯାଇଥିଲେ । ଜରାସନ୍ଧ ପାଖ କୁ ଯିବାକୁ ହେଲେ 4 ଟି ଦ୍ବାର କୁ ପାର କରିବାକୁ ପଡିବ । ପ୍ରଥମ ଦ୍ବାର ରେ ଜରାସନ୍ଧ ନିଜ ପୁଅ ସହଦେବ କୁ ରଖି ଥିଲେ ଯିଏ କି ବହୁତ ଜ୍ଞାନୀ 2ୟ ଦ୍ବାର ରେ ଶିମିଳି ବ୍ରୁକ୍ଷ 3ୟ ଦ୍ବାର ରେ ତୁରି । ଆଉ 4ର୍ଥ ଦ୍ବାର ରେ ଗଧ ।


ପ୍ରଥମ ଦ୍ବାର କୁ ଅତିକ୍ରମ କରିବା ପାଇଁ ଭଗବାନ କୃଷ୍ଣ ସୁମଧୁର ସ୍ବର ରେ ବେଦ କୁ ଉଚ୍ଚାରଣ କରିଥିଲେ । ଏହା ଶୁଣିବା ପରେ ସେ ଦ୍ବାର ଛାଡି ଦେଲେ । ପରେ 2ୟ ଦ୍ବାର କି ଯିଏ ଯେତେବେଳେ ଆସିବ ତାହେଲେ ଥୁଣ୍ଟା ଶିମିଳି ଗଛ ଟି ପୁଷ୍ପ ମୟ ହୋଇ ଯିବ । ଏମିତି ହେଲେ ଜରାସନ୍ଧ ଜାଣି ପାରିବ କି ତାଙ୍କ ରାଜ୍ୟ କୁ କିଏ ଶତ୍ରୁ ଆସିଲା ।

କିନ୍ତୁ ଯେଉଁ ସମୟ ରେ ସେ ଗଛ ଟି ପୁଷ୍ପ ମୟ ହୋଇ ଥିଲେ ସେତେବେଳେ ଅର୍ଜୁନ ତାଙ୍କ ବାଣ ରେ ସେ ପୁଷ୍ପ କୁ ପବନ ରେ ଉଡାଇ ଦେଇଥିଲେ ଯାହା ଦ୍ବାରା ସେ ପ୍ଜୁଲ୍ ର ସୁଗନ୍ଧ୍ ଜରାସନ୍ଧ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା । 3ୟ ଦ୍ବାର ରେ ଭେରୀ ବା ତୁରି ଯାହା କି ଏକ ବାଦ୍ୟ ଯନ୍ତ୍ର । କିନ୍ତୁ ଏହା ଯେତେବେଳେ ବାଜିବାକୁ ଲାଗୁଥିଲା ସେତେବେଳେ ଶ୍ରୀ କୃଷ୍ଣ ତାଙ୍କ ପଞ୍ଚଜନ୍ୟ ଶଙ୍ଖ ଭେରୀ ମୁହଁ ରେ ଭର୍ତ୍ତି କରି ଦେଇ ଥିଲେ ।

4ର୍ଥ ଦ୍ବାର ରେ ଥିଲା ଗଧ । ଯିଏ କି ଶତ୍ରୁ କୁ ଦେଖିଲେ ବୁବେଇବ ଆଉ ତାର ଦୁଇଟି ଗୋଡ଼ କୁ ଉପରକୁ ଟେକିବ । ଆଉ ଠିକ ସେମିତି ଯେତେବେଳେ କୃଷ୍ଣ ଆଉ ଅର୍ଜୁନ ଭୀମ ଆସିଲେ ସେତେବେଳେ ଗଧ ବୁବେଇବା କୁ ଲାଗିଲା ବେଳେ ତା ପାଟି ରେ ପଞ୍ଚଜନ୍ୟ ଶଙ୍ଖ କୁ ପୁରେଇ ଦେଲେ ଆଉ ଡାହାଣ ହାତ ରେ ତାର ଗୋଡ଼ କୁ ଧରି ପକେଇଲେ । ସେହି ଦିନ ରୁ ଆଜିର ଲୋକ ମାନେ କହୁଛନ୍ତି କି ଭଗବାନ କୃଷ୍ଣ ତ ଦିନେ ଗଧ ପାଦ ଧରି ଥିଲେ ତେବେ ଆମେ ତ ଛାଡ ତୁଚ୍ଛ ମଣିଷ ।।

Leave a Reply

Your email address will not be published.