ମହାବୀର ହନୁମାନଙ୍କ ସହ ସୁଦର୍ଶନ ଚକ୍ର ଓ ଗରୁଡଙ୍କ ସହ ଲଢେଇ କଣ ପାଇଁ ଲାଗିଥିଲା – ଦେଖନ୍ତୁ

ଜୀବନଚର୍ଯ୍ୟା

ଆଜି ଆମେ ଆପଣ ମାନଂକୁ କହିବାକୁ ଯାଉଛୁ କି ଶ୍ରୀ ରାମ ଭକ୍ତ ହନୁମାନ ଙ୍କ ର ପରାକ୍ରମ ବିଷୟ ରେ । ମହାବୀର ହନୁମାନ କିପରି ଭଗବାନ ଶ୍ରୀ କୃଷ୍ଣ ଙ୍କ ର ସୁଦର୍ଶନ ଚକ୍ର ଏବଂ ଭକ୍ତ ପକ୍ଷୀ ରାଜ ଗରୁଡ଼ ଙ୍କୁ ଯୁଦ୍ଧ ରେ ପରାସ୍ତ କରିଥିଲେ । ଏବଂ ତାଙ୍କ ର ଗର୍ବ ଅହଙ୍କାର କୁ ଭଙ୍ଗ କରିଥିଲେ ।

ଥରେ ଶ୍ରୀ କୃଷ୍ଣ ଙ୍କୁ ଗରୁଡ଼ କହିଲେ ଭଗବାନ ମୋ ଠାରୁ ଏ ଦୁନିଆ ରେ କେହି ଶ୍ରେଷ୍ଠ ବୀର କେହି ନାହାନ୍ତି । ତାହା ସହ କହିଲେ ସେ ଆକାଶ ମାର୍ଗ ରେ ଯେଉଁ ଭଳି ତୀବ୍ର ଗତି ଜାଆନ୍ତି ସେମିତି ତିବ୍ରତା ଆଉ କାହା ପାଖ ରେ ବି ନାହିଁ । କେବଳ ଏତିକି ନୁହଁ ସେ ବ୍ରହ୍ମାଣ୍ତପତି ବିଷ୍ଣୁ ଙ୍କ ର ବାହାନ ମଧ୍ୟ ସେ ଅଟନ୍ତି ।

ଭଗବାନ ବିଷ୍ଣୁ ଗରୁଡ଼ ପିଠି ରେ ବସି ସାରା ବ୍ରହ୍ମାଣ୍ତ କୁ ପରି ଭ୍ରମଣ କରି ଥାନ୍ତି । ତାଙ୍କ୍ ପରେ ପରେ ଫୁଣି ସୁଦର୍ଶନ ଚକ୍ର କହିଲେ ହେ ପ୍ରଭୁ ମୋ ଠାରୁ ଶ୍ରେଷ୍ଠ ଅସ୍ତ୍ର୍ ଦୁନିଆ ରେ ମିଳିବ ନାହିଁ । ମହାଭାରତ ଯୁଦ୍ଧ ରେ ସମସ୍ତ ବୀର ଯୁଦ୍ଧା ଗଣ କୁ ମୁଁ ଏକ ସଂହାର କରିଛି । କେତେ କେତେ ଅସୁର ଓ ରାକ୍ଷସ ଗଣ ଙ୍କୁ କ୍ଷଣ କ ମଧ୍ୟ ରେ ପରାସ୍ତ କରି ଦେଇ ଛନ୍ତି ।


ଏହି ସବୁ କଥା ଶୁଣି ମହା ପ୍ରଭୁ ଶ୍ରୀ କୃଷ୍ଣ ମୁରୁକି କରି ହସିଲେ ।ତା ପରେ ପରେ ମନେ ମନେ ଚିନ୍ତା କଲେ ଏମାନଂକୁ ଉଚିତ ଶିକ୍ଷା ନଦେଲେ ଏମାନଙ୍କ ଗର୍ବ ଅହଙ୍କାର ଓ ଅଭିମାନ ଭାଙ୍ଗିବ ନାହିଁ । ସେଇଠି ପାଇଁ ସେ ଏକ ଉପାୟ କଲେ । ଆଉ ସେହି ଦିନ ହନୁମାନ ଜୟନ୍ତୀ ଥିଲା । ତେଣୁ ସେହି ଦିନ ପ୍ରଭୁ କୃଷ୍ଣ ଗରୁଡ଼ କୁ କହିଲେ କି ଆଜି ହେଉଛି ହନୁମାନ ଜୟନ୍ତୀ ତେଣୁ ଏହି ଦିନ ରେ ଭକ୍ତ ହନୁମାନ ଙ୍କ ର କଥା ବହୁତ ମନେ ।

ଆଉ ତାଙ୍କୁ ଦେଖିବାକୁ ବହୁତ ଇଚ୍ଛା ହେଉଛି ତେଣୁ ତୁମେ ତୀବ୍ର ଗତି ରେ ଯାଇ ହନୁମାନ ଙ୍କୁ ନେଇ ଆସି ପାରିବ । ଯେଉଁଥି ରାମ ରାମ ଶବ୍ଦ ହେବ ସେଇଠି ହନୁମାନ୍ ଥିବେ ଏହା ଶୁଣି ଗରୁଡ଼ ବାହାରି ଗଲେ । ଆଉ ହନୁମାନ୍ ଙ୍କ ପାଖ ରେ ପହଞ୍ଚିଲା ପରେ କହିଲେ ଭଗବାନ କୃଷ୍ଣ ଡାକୁଛନ୍ତି ହନୁମାନ୍ କହିଲେ ସେ କେବଳ ଶ୍ରୀ ରାମ ଙ୍କୁ ଦେଖା କରିବେ ।


ତେଣୁ ଗରୁଡ଼ ରାଗି କି ହନୁମାନ୍ ଙ୍କୁ ବାନ୍ଧି ଦେଲେ ତା ପରେ ପରେ ହନୁ ମନ ରାମ ରାମ ଡାକି କି ସେ ବନ୍ଧନ କୁ ଭାଙ୍ଗି ଦେଲେ । ତା ପରେ ହନୁମାନ ଗରୁଡ଼ କୁ ବାନ୍ଧି ଦେଲେ ତାଙ୍କ ଲାଞ୍ଜ ରେ ଫିଙ୍ଗି ଦେଲେ ଗରୁଡ଼ କୁ ଦ୍ବାରିକା ପାଖ କୁ ତା ପରେ ନିଜେ କୃଷ୍ଣ କହିଲେ ତୁମେ ତାଙ୍କୁ ବାନ୍ଧି କି ଆଣ ତାଙ୍କ କଥା ଶୁଣି ଫୁଣି ଥରେ ଗରୁଡ଼ ଗଲେ ।

ଏପଟେ ଫୁଣି ସୁଦର୍ଶନ ଚକ୍ର କୁ କହିଲେ ତୁମେ ରାଜ ଦରବାର ରେ ପ୍ରହାର ଦିଅ । ବିନା ଅନୁମତି ରେ କାହାକୁ ବି ଭୀତ ରକୁ ପ୍ରବେଶ କରେଇ ଦେବ ନାହିଁ । ଏପଟେ ଗରୁଡ଼ ଡରି କି ଅନୁରୋଧ କରି କହିଲେ ଏ ହନୁମାନ୍ ଆପଣ ଙ୍କୁ ଦ୍ବାରକା ପୁର ରେ ଶ୍ରୀ ରାମ ସ୍ମରଣ କରୁଛନ୍ତି । ଏତିକି ଶୁଣିବା ପରେ ସେ ଉଡି ଆସିଲେ ଆକାଶ ମାର୍ଗ ରେ ରେ ଯାଇ ପହ୍ଞ୍ଚିଗଲେ ଦ୍ବାରିକା ର ରାଜ ଦରବାର ରେ । ଏମିତି କରି ସେ ଗରୁଡ଼ ଆଉ ସୁଦର୍ଶନ ଚକ୍ର ଙ୍କ ର ଗର୍ବ ଅହଙ୍କାର ଓ ଅଭିମାନ ଙ୍କୁ ଭାଙ୍ଗି ଥିଲେ ମହାବୀର ହନୁମାନ ।।

ହନୁମାନ ଙ୍କ ର ଆଗମନ ଦେଖି ସୁଦର୍ଶନ ଚକ୍ର ଭୀତର କୁ ଯିବା ପାଇଁ ମନା କଲେ । ଆଉ ହନୁମାନ ପ୍ରମାଣ କରି ଅନୁରୋଧ କଲେ ଭିତରକୁ ଯିବା ପାଇଁ । ଆଉ କହିଲେ ତାଙ୍କୁ ଶ୍ରୀ ରାମ ଡକାଇଛନ୍ତି । ଏହା ଶୁଣି ସୁଦର୍ଶନ କହିଲେ ଏହା ଶ୍ରୀ କୃଷ୍ଣ ଙ୍କ ର ବାସ ଭବନ ଅଟେ । କିନ୍ତୁ ହନୁମାନ୍ କହିଲେ ସେ ଯାହା ବି ହେଉ ପଛେ ସେ ତାଙ୍କ ଭଗବାନ ଙ୍କ ଆଦେଶ ପୁରା କରିବା ପାଇଁ ତାଙ୍କୁ ଭୀତ ରକୁ ଯିବାକୁ ପଡିବ ।

ଏହା ଶୁଣି ସୁଦର୍ଶନ ଚକ୍ର ଯୁଦ୍ଧ ଆରମ୍ଭ କଲେ ଏହା ଦେଖି ହନୁମାନ କହିଲେ ଏମିତି କଲେ ତାଙ୍କୁ ସମୟ ଲାଗିବ ସେଥି ପାଇଁ ସେ ଶ୍ରୀ ରାମ ରାମ କହି ନିଜକୁ ବିସ୍ତାର୍ କରି ସୁଦର୍ଶନ ଚକ୍ର କୁ 2 ଆଙ୍ଗୁଠି ରେ ଧରି ଗିଳି ଦେଲେ । ତା ପରେ ଭୀତ ର କୁ ପ୍ରବେଶ କଲେ ।

Leave a Reply

Your email address will not be published.