ମହାପ୍ରଭୁଙ୍କ ପଖାଳ ସେବା, କେମିତି ତିଆରି ହୁଏ ଜଗା ପଖାଳ, ମହାପ୍ରଭୁ କେତେବେଳେ ଓ କେମିତି ଖାଆନ୍ତି ପଖାଳ – ଦେଖନ୍ତୁ

ବିଶେଷ

ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଜଗତ ର ଜଗନ୍ନାଥ ସେ ହେଉଛନ୍ତି ସମସ୍ତ ଙ୍କର ବଡ଼ ଠାକୁର । ସେ ଭାବର ଠାକୁର ସେ ଆମର ସମ୍ନାନ । ସେ ତାଙ୍କ ଚକା ଆଖିରେ ସମସ୍ତ ଙ୍କୁ ସବୁବେଳେ ବେଳେ ଦେଖି ରହିଥାନ୍ତି । ତେବେ ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଉପରେ ବହୁତ ଭରସା ସମସ୍ତ ଙ୍କ ର ଆଉ ସମସ୍ତ ଙ୍କ ଭରସା କୁ ସେ କାଳିଆ ଠାକୁର ରଖନ୍ତି ସେ ଭାବ ବୁଝି ସେ ଭାବ ରଖି ସେ ଭକ୍ତ ହାତ ରୁ ନଡ଼ିଆ ନିଅନ୍ତି । ତାଙ୍କ ବଡ଼ ଦାଣ୍ଡ ରେ ଥରେ ପାଦ ପଡିଲେ ସାତ ଜନ୍ମ ର ପାପ ଦୂର ହୋଇଥାଏ ।


ତେବେ ଏହି ପରି ଭାବ ରେ ଜଣେ କୁନି ପ୍ରବଚକ୍ ବହୁତ ସୁନ୍ଦର ଭାବରେ ପ୍ରବଚନ ଦେଇଛନ୍ତି ପଖାଳ ଦିବସ କୁ ନେଇ । ତେବେ କୁନି ପ୍ରବଚକ ଙ୍କ କହିବା ଅନୁସାରେ ପଖାଳ ଖାଇବା ସମସ୍ତେ ଭୁଲି ଯାଉଛନ୍ତି ତେବେ ପଖାଳ ଦିବସ କୁ ସମସ୍ତ ଙ୍କୁ ମାନେ ପକାଇ ଦେବା ପାଇଁ ଆଉ ପଖାଳ ର ସମସ୍ତ ଙ୍କୁ ଆନନ୍ଦ ଦେବା ପାଇଁ ଏହି ଦିବସ ଆଜି ର ଏକ ଦିନ ଯାହା କି ଆଜି ପଖାଳ ଦିବସ ।

ରାତି ରେ ବଡ଼ ଠାକୁର ଶୋଇଲା ବେଳେ ବଡ଼ ଠାକୁର ପଖାଳ ରେ ଘିଅ ଟିକେ ଦେଇ ଖାଇ ଶାନ୍ତି ରେ ଶୋଇ ଥାଆନ୍ତି । ଜେତେବେଳେ ବଡ଼ ଠାକୁର ପଖାଳ ଖାଇକି ଏତେ ଦୁଖୀ ଙ୍କ ର ଦୁଃଖ କୁ ଦୂର କରୁଛନ୍ତି ସେତେବେଳେ ଆମେ ମାନେ ଯଦି ପଖାଳ ମିଠେ ଖାଇ ଦେଲେ ମନରେ ସବୁ ଦୁଃଖ ଆପେ ଆପେ ଦୂର ହୋଇ ଯାଇଥାଏ ।

ଆଉ ମନ ପୁରା ହାଲୁକା ହେଇ ଯିବ । ତେବେ ଜଗନ୍ନାଥ ମହାପ୍ରଭୁ ଙ୍କ ର ବହୁତ ବ୍ୟସ୍ତ ରେ ଥାଆନ୍ତି ତାଙ୍କ ମୁଣ୍ଡ ଥଣ୍ଡା ହେବା ପାଇଁ ଏହା ମହା ପ୍ରଭୁ ଙ୍କ ର ପଖାଳ ଭୋଜନ ର ମହିମା ଅଟେ ।

ରାତି ରେ ମହାପ୍ରଭୁ ଶୋଇଲା ବେଳକୁ ପଖାଳ ଖାଇକି ଶୋଅନ୍ତି । ତେବେ ଆମ ସଂକୃତି ର ମୁଖ୍ୟ ହେଉଛି ପଖାଳ । ତେବେ ଜଗନ୍ନାଥ ମହାପ୍ରଭୁ ଆଜି ପ୍ରର୍ୟ୍ଯନ୍ତ ଓଡ଼ିଆ ଜାତି କୁ ଓଡ଼ିଆ ସଂକୃତି କୁ କେବେ ବୁ ଅଣଦେଖା କରି ନାହାନ୍ତି ଆଉ ସେ ଓଡ଼ିଆ କୁ ବହୁତ ଭଲ ପାଆନ୍ତି ଆଉ ଆମ ଓଡ଼ିଆ ବା ଓଡିଶା ବାସି ଙ୍କ ମୁଖ୍ୟ ହେଉଛି ପଖାଳ ଦିବସ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.