ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ସଂସାର କୁ ଭଗବାନ ଚଳାଉ ଛନ୍ତି । ସମସ୍ତେ କହୁଛନ୍ତି ଯେ ଭଗବାନ୍ ନାହାଁନ୍ତି କିନ୍ତୁ ଭଗବାନ୍ ଅଛନ୍ତି , ଓ ସମସ୍ତ ଙ୍କ ଉପରେ ତାଙ୍କ ଆର୍ଶୀବାଦ ମଧ୍ୟ ରହିଛି । ହଁ ବନ୍ଧୁ କାରଣ ଏଠି ଭଗବାନ୍ ନ ଚାହିଁଲେ ପତ୍ର ଟିଏ ବି ହଲେ ନାହିଁ ତାହେଲେ ମଣିଷ ତ କିଛି ନୁହେଁ । ଆଜି ଆମେ ଶିବ ଠାକୁର ଙ୍କ ଏକ ଅଲୌକିକ କଥା ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ
ତାହେଲେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଆମେ ଅନେକ ଭିଡିଓ ଦେଖିଥାଉ ଓ କିନ୍ତୁ ସବୁଠୁ କମ ଭିଡିଓ ଦେଖିବା ମିଳିଥାଏ ମିଳିଥାଏ ସୋସିଆଲ ମିଡ଼ିଆ ରେ ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ତାହାଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଭଗବାନ୍ ଙ୍କ ଏକ ଚମତ୍କାର ଘଟଣା ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପ୍ରତ୍ୟେକ ଗ୍ରାମ ରେ ଶିବ ଠାକୁର ଅଛନ୍ତି , ଶିବ ଠାକୁର୍ ଲିଙ୍ଗ ରୂପ ରେ ମନ୍ଦିର ପୂଜା ପାଉଛନ୍ତି ଓ ସେ ଅନେକ ନାମ ରେ ପରିଚିତ ଯେମିତିକି କପିଳେଶ୍ୱର, ଧବଳେଶ୍ଵର,ଅଷ୍ଟଶମ୍ଭୁ, ଇସାନେଶ୍ୱର୍, ଲୋକନାଥ ଭଳି ଅନେକ ନାମ ରେ ବେଶ୍ ପରିଚିତ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ବଲାଙ୍ଗୀର ରେ ଶିବ ଲିଙ୍ଗ ରୁ କ୍ଷୀର ବାହାରୁଛି । ହଁ ବନ୍ଧୁ ଏହି ମନ୍ଦିର ରେ ଅନେକ। ଚମତ୍କାର ଜିନିଷ ଘଟିଥାଏ ବୋଲି ପୂଜାରୀ ଜନକ କହିଛନ୍ତି । ବର୍ତ୍ତମାନ୍ ଶିବ ଲିଙ୍ଗ ରୁ କ୍ଷୀର ବାହାର୍ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହାକୁ ନେଇ ପୂଜାରୀ କହିଛନ୍ତି
ସେ ଭଗବାନ୍ ଙ୍କ ପୂଜା କରିବା ପରେ ବର୍ଷା ହୋଇଥିଲା ଓ ଏହି ସମୟ ରେ ସେ ଦେଖିଲେ ଯେ ଲିଙ୍ଗ ରୁ କ୍ଷୀର ବାହାରୁଛି ବୋଲି । ହଁ ବନ୍ଧୁ।ଶିବ ଲିଙ୍ଗ ରୁ ସତ୍ ରେ କ୍ଷୀର ବାହାରୁଛି ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ । ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ କୁ ଦେଖିବା ଭକ୍ତ କାହିଁ କେତେ ବାଟ ରୁ ଚାଲି ଆସୁଛନ୍ତି ଏହି ଅଲୌକିକ ଶକ୍ତି କୁ ଦେଖିବା ପାଇଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।