ମରିଗଲେ ବି ଏହି ମହିଳା ମାନେ ତୁଳସୀ ପୁଜା କେବେବି କରନ୍ତୁ ନାହିଁ…. ଲାଗିଥାଏ ମହାପାପ ହୋଇଥାଏ ସ୍ବାମୀଙ୍କ ମୃ-ତ୍ୟୁ

ଜୀବନଚର୍ଯ୍ୟା

ଏହି 3 ଜଣ ମହିଳା ଙ୍କୁ ତୁଳସୀ ପୂଜା କରିବା ଉଚିତ ନୁହେଁ । ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ଘରେ ଥାଏ । ପ୍ରାଚିନ ଗ୍ରନ୍ଥ ରେ ତୁଳସୀ ଗଛ ର ମହତ୍ବ ସବୁ କୁହା ଯାଇଛି । ତୁଳସୀ ଗଛ ପୃଥିବି ରେ ଥିବା ସବୁ ବନସ୍ପତି ଙ୍କ ଠାରୁ ଅନ୍ୟତମ । ତୁଳସୀ ଗଛ କେତେ ପ୍ରକାର ରୋଗ କୁ ନାଶ କରି ଥାଏ । ଏବଂ ସକରାତ୍ମକ ଉର୍ଜା କୁ ସଞ୍ଚାର କରି ଥାଏ । ତୁଳସୀ ଗଛ ଘରେ ରଖିବା ଦ୍ବାରା ସୁଖ ସମ୍ରୁଦ୍ଧି ଆସି ଥାଏ ।


ସବୁ ଦିନ ଯେଉଁ ବ୍ୟକ୍ତି ତୁଳସୀ ପତ୍ର ଖାଇ ଥାନ୍ତି ସେ ସବୁ ପ୍ରକାର ରୋଗ ଠାରୁ ଦୁରେଇ ରହି ଥାଏ । ଆଜି ର ବିଜ୍ଞାନ ବି ଏହି କଥା କୁ ମାନୁଛି । କିନ୍ତୁ ଶାସ୍ତ୍ର ରେ ତୁଳସୀ ଗଛ ସହିତ ଯୋଡି ରହି ଥିବା ମାନ୍ୟତା ଯାହାକୁ ତୁଳସୀ ଗଛ ପୂଜା କରିବା ସମୟ ରେ କିଛି ମାନ୍ୟତା ରହିଛି । ତୁଳସୀ ଗଛ କୁ ଲଗାଇବା ପାଇଁ କାର୍ତ୍ତିକ ମାସ ହିଁ ସବୁ ଠାରୁ ଭଲ ମାସ ଅଟେ ।

କାର୍ତ୍ତିକ ମାସ ରେ ପୂଜା କରିବା ଦ୍ବାରା ସବୁ ମାନକାମନା ପୁରା ହୋଇ ଥାଏ । ତୁଳସୀ ଗଛ କୁ ଅଗଣା ରେ ଲଗାଇବେ ବା ଆପଣ ସୋଇବା ଘର ର ବାଲକୋନି ରେ ମଧ୍ୟ ଲଗାଇ ପାରିବେ । ସକାଳୁ ତୁଳସୀ ଗଛ କୁ ପୂଜା କରିବା ଉଚିତ । ସନ୍ଧ୍ୟା ରେ ତୁଳସୀ କୁ ଘିଅ ଦୀପ ଦେବା ଦ୍ବାରା ଘରେ ସୁଖ ସମ୍ରୁଦ୍ଧି ବଢ଼ି ଥାଏ । ରବି ବାର ଦିନ ତୁଳସୀ ଗଛ ପାଖ ରେ ଦୀପ ଲଗାନ୍ତୁ ନାହିଁ ।

ତୁଳସୀ ଗଛ ଙ୍କ ର ବୁଧ ଙ୍କ ର ପ୍ରତିନିଧିତ୍ଵ କରି ଥାନ୍ତି । ଯାହା ଭଗବାନ କ୍ରିଷ୍ଣା ଙ୍କ ର ଏକ ସରୁପ୍ ଅଟେ । ଭଗବାନ କୃଷ୍ଣ ଙ୍କୁ ତୁଳସୀ ଅଧିକ ପ୍ରିୟ ଅଟେ । ଭଗବାନ କୃଷ୍ଣ ଙ୍କୁ ବିନା ତୁଳସୀ ରେ ପୂଜା କରାଜାଏ ନାହିଁ । ଯେଉଁ ପରିବାର ର ଲୋକ ମାନେ କୃଷ୍ଣ ଙ୍କୁ ମାନନ୍ତି ତାଙ୍କ ଘରେ ତୁଳସୀ ଘରେ ରହିବା ଦରକାର । ଏବଂ ଭଗବାନ୍ କୃଷ୍ଣ ଙ୍କ ସହ ତୁଳସୀ ଗଛ କୁ ପୂଜା କରିବା ଦରକାର ।


ତମସିକା କରୁଥିବା ବ୍ୟକ୍ତି ତୁଳସୀ ଗଛ ଲଗାଇବା ଉଚିତ ନୁହଁ । ହଠାତ ଯେଉଁ ଘରେ ମାଂସ ଖିଆ ଯାଏ ଆଉ ମାଂସ କୁ ଆନା ଯାଏ ସେଇଠି ତୁଳସୀ ଗଛ ଲଗାନ୍ତୁ ନାହିଁ । ଯେଉଁ ଘରେ ମଦ ପିଅନ୍ତି ସେହି ଘରେ ତୁଳସୀ ଗଛ କୁ ରଖନ୍ତୁ ନାହିଁ । ଯେଉଁ ସ୍ତ୍ରୀ ର ମାସିକ ଧର୍ମ ଚାଲୁ ଥିବ ତାହେଲେ ସେ କେବେ ବି ତୁଳସୀ ଗଛ କୁ ପୂଜା କରନ୍ତୁ ନାହିଁ ।

ତୁଳସୀ ଗଛ ଏକ ପବିତ୍ର ଅଟେ ତେଣୁ ତାଙ୍କୁ ଏକ ପବିତ୍ର ବା ପତିବ୍ରତା ନାରୀ ହିଁ ପୂଜା କରି ଥାନ୍ତି । ଯେଉଁ ସ୍ତ୍ରୀ ଦୁଷ୍ଟ୍ ଓ କପଟି ହୋଇ ଥାଏ ଓ ଅନ୍ୟର ଭୋଜନ ରେ ବିଷ ଦିଏ ସେହି ନାରୀ ଯଦି ତୁଳସୀ ଗଛ କୁ ପୂଜା କରେ ତାହାଲେ ତାହା ଖରାପ ପ୍ରଭାବ ପକାଇବ ।।

Leave a Reply

Your email address will not be published.