ଭିଡିଓ ଦେଖନ୍ତୁ ରାତି ଅଧରେ ଅର୍ଚ୍ଚିତା ସବ୍ୟସଚୀଙ୍କୁ ଏମିତି କିଛି କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ମନୋରଞ୍ଜନ

ଆପଣ ଜାଣିଛନ୍ତି କି ସବ୍ୟସାଚୀ ଙ୍କୁ ଅର୍ଚ୍ଚିତା ରାତି ରେ କଣ କହିଲେ। ଆସନ୍ତୁ ଜାଣିବା । ଅଲିଉଡ୍ ର ସୁପର ହିଟ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ରାଜସ୍ଥାନ ରେ ହୋଇଥିଲା ଓ ସେଠାରେ ସେ ରିଶିପେଶନ୍ ପାଟି ର ଆୟୋଜନ କରିଥିଲେ । ରିଶିପେଷନ ପାଟି ରେ ଏକାଠି ହୋଇ ନାଚିଥିଲେ । ତା ପରେ ସେ ରାଜସ୍ଥାନ ରୁ ଓଡ଼ିଶା କୁ ଫେରିଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା । ଓଡ଼ିଶା ଫେରିବା ପରେ ଓଡ଼ିଶା ର ରୀତି ନୀତି ଓ ପରମ୍ପରା ଅନୁସାରେ ସବ୍ୟ ଙ୍କ ଘରେ ଗୃହ ପ୍ରବେଶ କରିଥିଲେ ।

ଗୃହ ପ୍ରବେଶ ପରେ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ବଧୂ ରାଣୀ ସାଜି ଥିଲେ । ସବ୍ୟସାଚୀ କେବଳ ରିଲ୍ ହିରୋ ନୁହଁ ବରଂ ସେ ହଉଛନ୍ତି ରିଅଲ ହିରୋ । ମହାମାରୀ ସମୟ ରେ ସେ ଅନେକ ଆସୁଭିଦା ରେ ପଡ଼ିଥିବା ଓଡ଼ିଆ ଙ୍କୁ ସହାୟତା କରିଥିଲେ । ସେ ଅନେକ ଦୁଃଖ ଦୂର୍ଦ୍ଧାଷ୍ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଥିଲେ ।

ଆପଣ ମାନେ ଜାଣିଥିବେ ଅନେକ ହିରୋ ଓ ହିରୋଇନ୍ ବିବାହ ପରେ ଆଉ ଫିଲ୍ମ୍ କରନ୍ତି ନାହିଁ ଯେମିତି କି ଅନୁଭବ, ବର୍ଷା ସିଦ୍ଧାନ୍ତ ଓ ମାମା ମିଶ୍ର ହବା ପରେ ଆଉ ଏକାଠି ସିନେମା କରୁନାହାନ୍ତି ଝିଳିକ୍ ମଧ୍ୟ ବିବାହ ପରେ ଆଉ ଫିଲ୍ମ୍ କରୁ ନାହାନ୍ତି ଓ ସିନେମା ଦୁନିଆ ରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି । ହଁ ବନ୍ଧୁ ଖାଲି ସେତିକି ନୁହଁ ଯେଉଁ ଭଳି ସବ୍ୟସାଚୀ ସମାଜ ସେବା କରୁଥିଲେ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି ଓ ତାଙ୍କ ସହିତ ଅର୍ଚ୍ଚିତା ମଧ୍ୟ ସମାଜ ସେବା କରିବେ ବୋଲି କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *