ଭାରତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେତେ ପାଠ ପଢିଛନ୍ତି ଜାଣନ୍ତୁ, ଆଗରୁ ଜାଣି ନଥିବେ

ଖବର ବିଶେଷ

ଆପଣ ମାନେ ଜାଣିଥିବେ କି ଆମ ଦେଶ ରେ ବହୁତ ଲୋକ ଅଛନ୍ତି ଡ଼ିଗ୍ରୀ ଧରି ଚାକିରୀ ନ ପାଇ ବୋଲୁଛନ୍ତି । କିନ୍ତୁ କମ ପାଠ ପଢି ରାଜ୍ୟ ଚଲାଉଛନ୍ତି ନେତା ମନ୍ତ୍ରୀ । ଜଣେ ଜନ ପ୍ରତିନିଧି ଙ୍କ ଶିକ୍ଷା ଗତ ଯୋଗ୍ୟତା ଦେଖା ଯାଇ ନାହିଁ । କିନ୍ତୁ ଏ ନେତା ମନ୍ତୀ ଙ୍କ ମଧ୍ୟରୁ କିଛି ପାଠୁଆ ନେତା ମଧ୍ୟ ଅଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ କେତେ ପାଠ ପାଠ ପଢ଼ିଛନ୍ତି । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଏବେ ଆପଣ ମାନେ ଜାଣନ୍ତୁ ବିଭିନ୍ନ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ମାନେ କେତେ ପାଠୁଆ ଆଉ ତାଙ୍କ ର ଶିକ୍ଷାଗାତ ଯୋଗ୍ୟତା କ’ଣ ରହିଛି । ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ୟୁନିଭର୍ସିଟି ରେ ବି ଏ ଗ୍ରାଜୁଏଟ୍ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏମ ଏ କରିଛନ୍ତି । ଆନ୍ଧ୍ର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କମର୍ସ ଗ୍ରାଜୁଏଟ୍ ଅଟନ୍ତି । ଅରୁଣାଚଳ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ବିଏ ଗ୍ରାଜୁଏଟ୍ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ୍ ବିଶ୍ୱଶର୍ମା ପିଏଚଡି କରିଛନ୍ତି ।

ବିହାର ର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିଏସସି ଗ୍ରାଜୁଏଟ୍ କରିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ୍ ପିଲି ବା ସ୍ନାତକୋତ୍ତର କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଇଆଇଟି ଖଡଗପୁର ରୁ ବି.ଟେକ କରିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବି ଏ ଏମ ଏସ ବା ବ୍ୟାଚଲର ଅଫ ଆୟୁର୍ବେଦିକ୍ ମେଡ଼ିସିନ ଆଣ୍ଡ୍ ସର୍ଜରୀ କରିଛନ୍ତି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ ଏମ ଏସଏସସି ପିଏଚଡ଼ି କରିଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗ୍ରାଜୁଏଟ୍ କରିଛନ୍ତି । ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗ୍ରାଜୁଏଟ୍ ଅଟନ୍ତି । ଝାଡଖଣ୍ଡ୍ ମୁଖ୍ୟମନ୍ତ୍ରୀ ହେମନ୍ଦ ସୋରେନ ଦ୍ବାଦାସ ପାସ ଅଟନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଗ୍ରାଜୁଏଟ୍ ଅଟନ୍ତି । କେରଳ ର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ ଦ୍ବାଦସ ପାସ । ମଧ୍ୟପ୍ରଦେଶର ର ମୁଖ୍ୟମନ୍ତ୍ରୀ ସିବରାଜ ସିଂ ଚୌହାନ୍ ଏମ ଏ । ମହରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦ୍ବାଦସ ପାସ ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଏମ ଏ । ମେଘାଳୟ୍ ମୁଖ୍ୟମନ୍ତ୍ରୀ ସି ସଙ୍ଗମା ଏମ ବି ଏ କରିଛନ୍ତି । ମିଜୋରମ୍ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ବି ଏ ଗ୍ରାଜୁଏଟ୍ କରିଛନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ ଗ୍ରାଜୁଏଟ୍ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦ୍ବାଦଶ ପାସ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏମ ଏ କରିଛନ୍ତି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ୍ ବି ଏ କରିଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବି ଏ କରିଛନ୍ତି ।

ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ବି ଏ କରିଛନ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ୍ ସାହା ଡାକ୍ତର ପାଠ ପଢ଼ିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବିଏସି ଗ୍ରାଜୁଏଟ୍ କରିଛନ୍ତି । ଉତ୍ତରା ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର୍ ସିଂ ଧାମି ପୋଷ୍ଟ୍ ଗ୍ରାଜୁଏଟ୍ କରିଛନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.