ଭାବର ଠାକୁର କାଳିଆକୁ ଦର୍ଶନ ପାଇଁ ସୁଦୂର ବାଂଲାଦେଶରୁ ଆଶାବାଡି ଧରି ଆସିଛି ଦଉଡି – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ରଥଯାତ୍ରା ପାଇଁ ବଡ ଦାଣ୍ଡ ରେ ଭକ୍ତ ଙ୍କ ଗହଳି , ରଥାରୂଢ଼ ଶ୍ରୀ ଜିଉ ଙ୍କୁ ଦେଖିବା ପାଇଁ ଦେଶ ବିଦେଶ ରୁ ଭକ୍ତ ଆସୁଛନ୍ତି ପୁରୀ କୁ , ତେବେ ରଥ ଯାତ୍ରା ଅଣହିନ୍ଦୁ ଙ୍କ ଗହଳି ଦେଖିବାକୁ ମିଳିଛି । ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ରଥଯାତ୍ରା ସରି ଯାଇଛି ଓ ମହା ପ୍ରଭୁ ତାଙ୍କ ମାଉସୀ ଘରେ ଅଛନ୍ତି ।


ତେବେ ବନ୍ଧୁଗଣ ଆଉ କିଛି ଦିନ ଗଲେ ମହାପ୍ରଭୁ ମାଉସୀ ଘର୍ ଛାଡ଼ି ଶ୍ରୀକ୍ଷେତ୍ର କୁ ବାହୁଡ଼ିବେ । ତେବେ ଆପଣ ମାନେ ଗୁଣ୍ଡିଚା ଦିନ ନିଶ୍ଚୟ ଦେଖିଥିବେ ରଥ ଟଣା ହେଉଥିବା ର । ତେବେ ରଥ ଭିତରେ କାଲିଆ ସାଆନ୍ତ ଓ ବାହାରେ ଭକ୍ତ । ତେବେ ଯିଏ ଦୁନିଆ କୁ ଚଳାଉଛି ତାକୁ ଭକ୍ତ ମାନେ ନିଜ ହାତ ରେ ଦୌଡ଼ି ସାହାର୍ଯ୍ୟ ରେ ଟାଣି ଟାଣି ନେବେ ।


ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସହ ବଡ ଭାଇ ବଳରାମ ଓ ଭଉଣୀ ସୁଭଦ୍ରା ନିଜ ମାଉସୀ ମା ଙ୍କ ଘର୍ କୁ ଯିବେ । ତେବେ ଏହି ରଥ ଟଣା କୁ ଦେଖିବା ପାଇଁ ଦେଶ ବିଦେଶ ରୁ ଅନେକ ଭକ୍ତ ପୁରୀ ଆସି ଥାଆନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ଆମେ ଏମିତି ଜଣେ ଭକ୍ତ ଙ୍କ ବିଷୟ ରେ ଜାଣିବା

ଯିଏ ବାଂଲାଦେଶ ରୁ ଆସିଛନ୍ତି ତାଙ୍କ ଭଗବାନ୍ ଙ୍କୁ ଦେଖା କରିବା ପାଇଁ , ତେବେ ବନ୍ଧୁଗଣ ଏହି ଭକ୍ତ ଜଣକ ଏକଲା ଆସିଛନ୍ତି ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ କରିବା ସହ ରଥ ଟାଣିବା ପାଇଁ । ତେବେ ସବୁଠୁ ବଡ କଥା ବ୍ୟକ୍ତି ଙ୍କ ଏକ ଗୋଡ଼ ନାହିଁ ସେ ବାଂଲାଦେଶ ରୁ ଆଶା ବାଡି ଧରି ଚାଲି ଆସିଛନ୍ତି ।

ତେବେ ଜଗନ୍ନାଥ୍ ତାଙ୍କ ପ୍ରାଣ ସେ ତାକୁ ଦେଖିବା ପାଇଁ ଏତେ ବାଟ ରୁ ଆସିଛନ୍ତି ବୋଲି ସେ କହିଛନ୍ତି । ତେବେ ଆପଣ ମାନେ ଏହି ଦୃଷ୍ଟି ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।ତେବେ ଭକ୍ତ ଙ୍କ ହସ ଖୁସି ରେ ଗୁଣ୍ଡିଚା ସରି ଯାଇଛି । ତେବେ ଅଧିକ ବିଦେଶ ଭକ୍ତ ଙ୍କ ଦେଖିବାକୁ ମିଳିଛି ।

ତେବେ ଏହା ବର୍ଷ କୁ ଥରେ ଆସିଥାଏ ଓ ଅନେକ ଭକ୍ତ ଏହି ଦିନ କୁ ଅପେକ୍ଷା କରି ଥାଆନ୍ତି । ତେବେ ବିଦେଶ ରେ ମଧ୍ୟ ଗଡୁଛି ଶ୍ରୀ ଜଗନ୍ନାଥ ରଥ ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *