ଭାଉଜ ସହ ସ୍ଵାମୀ ଗପିପାରିବେ, ମୁଁ ଯଦି ଦିଅର ସହ ଗପିଲି ତାହାଲେ କଣ ପାପ ହୋଇଗଲା – ଦେଖନ୍ତୁ ଭିଡିଓ

ରାଜ୍ୟ

ସ୍ବାମି ସ୍ତ୍ରୀ ଙ୍କ ବନ୍ଧନ ବହୁତ ପବିତ୍ର ବନ୍ଧନ ଅଟେ । ଏହି ବନ୍ଧନ ରେ ଯଦି ଟିକେ ବି ସଂନ୍ଦେହ ଜନ୍ମ ନିଏ ତାହାଲେ ଭାଙ୍ଗି ଯାଏ ଏହି ପବିତ୍ର ସମ୍ପର୍କ ଟି । ଆଉ ସଂସାର ଟି ପୁରା ଭାଙ୍ଗି ଯାଏ । ଆଉ ଏହି ସନ୍ଧେହ କାରଣ ରୁ ପୁରା ପରିବାର ଟି ବରବାଦ ହେଇ ଯାଏ ବା ସଂସାର ଟି ପୁରା ଭାଙ୍ଗି ଯାଏ । ସନ୍ଧେହ ରୁ ପରିବାର ପୁରା ଦୁଃଖ ରେ ଆଉ ସ୍ତ୍ରୀ ଏବେ ରାଜ ରାସ୍ତା ରେ । ଏହି ମହିଳା ଙ୍କ ନାଁ ହେଉଛି ଚିନ୍ମୟ ମହାନ୍ତ ।

ଏହି ମହିଳା ଜଣଙ୍କ ର ସ୍ବାମି ବହୁତ ମ-ଦ ପିଅନ୍ତି । ଆଉ ମଦ ଏମିତି ପିଅନ୍ତି ଯାହା କି ସେ ନିଜ କୁ ଠିକ ରେ ଛିଡା ବି କରି ପାରନ୍ତି ନାହିଁ ଆଉ ମ-ଦ ପି ବହୁତ ମାଡ଼ ଦିଅନ୍ତି ନିଜ ସ୍ତ୍ରୀ ଙ୍କୁ । କେବଳ ନିଜ ସ୍ତ୍ରୀ କଥା ନୁହଁ ସେ ଘର ର କେଉଁ ସଦସ୍ୟ ଙ୍କ କଥା ବି ଶୁଣନ୍ତି ନାହିଁ ଏମିତି କି ତାଙ୍କ ନିଜ ବାପା ମାଆ ଙ୍କ ର ପୁଅ ହେଇକି ବି ତାଙ୍କୁ ଭୁଲି ଜାଆନ୍ତି ମ-ଦ ପିଇଲା ପରେ ।

ବିବାହିତା ହେଲା ପରେ ମଧ୍ୟ ସେ ଅନ୍ୟ ସ୍ତ୍ରୀ ଙ୍କ ସହ ମଧ୍ୟ ସମ୍ପର୍କ ରଖିଛନ୍ତି । ଅନ୍ୟ ସ୍ତ୍ରୀ ଙ୍କ କଥା ରେ ପଡି ସେ ଘରେ ମାଡ଼ ପିଟା କରିଥାନ୍ତି । ତାଙ୍କ ବାହାଘର କୁ 5 ବର୍ଷ ହୋଇ ଗଲାଣି । ବର୍ତ୍ତମାନ ସମୟରେ ତାଙ୍କ ର ଗୋଟିଏ ପୁଅ ଟିଏ ବି ଅଛି ଆଉ ଗୋଟିଏ ପିଲା ର ମାଆ ହେବାକୁ ଯାଉଛନ୍ତି ମଧ୍ୟ । ଆଉ ତାଙ୍କ ସ୍ବାମି ଆଉ ଜଣଙ୍କ ସହ ସ-ମ୍ପ-ର୍କ ରଖିବାର ଜାଣିଥିଲେ ଆଉ ଏହି ସବୁ କୁ ନେଇ ସେ ବିରୋଦ୍ଧ ବି କରିଥିଲେ ।

ବିରୋଦ୍ଧ କରିଲା ପରେ ମଧ୍ୟ ସେ ବହୁତ ମା-ଡ଼ ପିଟା କରିଥିଲେ । ସେ ବାହାର ସ୍ତ୍ରୀ ଜଣକ ରାତି ରେ କଲ କଲା ବେଳେ ତାଙ୍କ ସ୍ତ୍ରୀ ଜାଣି ଦେଇଥିଲା ଆଉ ରାତିରେ ସଂ-ନ୍ଦେ-ହ ଜଣକ ମେସେଜ ବି କରିଥିଲେ ବାହାର ସ୍ତ୍ରୀ ଲୋକ ଯାହା ତାଙ୍କ ସ୍ତ୍ରୀ ଜାଣି ଦେଇଥିଲେ । ଏ ବିଷୟ ରେ ତାଙ୍କ ସ୍ବାମି ଙ୍କୁ ପଚାରିଲା ବେଳେ ତାଙ୍କ ସ୍ବାମି କହିଥିଲେ କି ସେ କାହାକୁ ଜାଣି ନାହାନ୍ତି ଆଉ କିଏ ମେସେଜ କରିଛି ତାଙ୍କୁ ସେ ଜାଣି ନାହାନ୍ତି କି ଚିହ୍ନି ନାହାନ୍ତି । ଆଉ ଏ ସବୁ ବିଷୟ ରେ ପଚାରିବାରୁ ତାଙ୍କ ସ୍ବାମି ତାଙ୍କୁ ଧମକ ଦେଉଥିଲେ ଆଉ ମାଡ଼ ମଧ୍ୟ ଦେଉଥିଲେ ।

ତାଙ୍କୁ ତାଙ୍କ ସ୍ବାମି ମାଡ଼ ପିଟା କରିବାରୁ ସେ ଘର ଛାଡି ଚାଲି ଆସିଲେ ଆଉ ଆସିଲା ବେଳେ ସେ ପେଗ୍ନେଟ୍ ମଧ୍ୟ ଅଛନ୍ତି । ଯେଉଁ ସମୟ ରେ ନିଜ ସ୍ବାମି ତାଙ୍କ ର ଯତ୍ନ ନେବାର ଥିଲା ସେହି ସମୟ ରେ ତାଙ୍କ ସ୍ବାମି ତାଙ୍କ ମାଡ଼ ପିଟା କରୁଛନ୍ତି । ଏମିତି ଯଦି ଆଉ ବେସି ଦିନ ଚାଲି ଥାଆନ୍ତା ତାହେଲେ ସେ ଆଉ ତାଙ୍କ ପିଲା ର ଜୀବନ ପ୍ରତି ବିପଦ ଥାଆନ୍ତା ଭାବି ସେ ଘର ଛାଡି ଚାଲି ଆସିଲେ ।

Leave a Reply

Your email address will not be published.