ଭାଇ ବାହାଘରରେ ଭିଣୋଇଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଲେ ଭୂମିକା (Bhoomika) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଚାଇଲ୍ଡି ଆକ୍ଟର୍ ଭାବରେ ପରିଚିତ ଥିଲେ ତେବେ ସେ ଚାଇଲ୍ଡି ଆକ୍ଟର୍ ମାନେ ଏବେ ବଡ଼ ହୋଇ ଧମାଲ୍ ବନାଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ । ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ବା ଓଡ଼ିଆ ସିନେ ଜଗତ ର ଚୁଲବୁଲି ନାୟିକା ଭୂମିକା କୁ ବହୁତ ଭଲ ଭାବରେ ଜଣିଥିବେ ତେବେ ସେ ଓଡ଼ିଆ ଚଳଚ୍ଚିତ୍ର ଏକ ଜଣା ଶୁଣା ଅଭିନେତ୍ରୀ ହେବା ସହ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।


ତେବେ ହିରୋଇନ ଭୂମିକା ଏବେ ସବୁ ଦର୍ଶକ ମାନଙ୍କ ଘରେ ଘରେ ପରିଚିତ ଅଛନ୍ତି ପ୍ରିୟ ଅଭିନେତ୍ରୀ ଭାବରେ । ପ୍ରାୟ ପ୍ରତିଟି ଚଳଚିତ୍ର ରେ ନିଜର ଭୂମିକା କୁ ବହୁତ ସୁନ୍ଦର ଭାବରେ କରି ସମସ୍ତ ଙ୍କ ହୃଦୟ ରେ ରାଜ କରୁଛନ୍ତି । ତେବେ ଏହି ଲୋକପ୍ରିୟ ଅଭିନେତ୍ରୀ ବହୁତ ଫେମୋସ୍ କହିଲେ କିଛି ଭୁଲ ହେବ ନାହିଁ ।

ତେବେ ଏହି ଅଭିନେତ୍ରୀ ଜଣକ ବହୁତ ଛୋଟ ବେଳୁ ଅଭିନୟ ଜଗତ ରେ ପାଦ ଦେଇଥିଲେ । ଯାହା କି ତାଙ୍କ ର ଅଭିନୟ ବହୁତ ଛୋଟ ବେଳୁ ସମସ୍ତ ଙ୍କୁ ବହୁତ ପସନ୍ଦ ଆସିଥିଲା ଆଉ ତାଙ୍କୁ ସମସ୍ତେ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ । ତେବେ ଭୂମିକା ଛୋଟ ବେଳୁ ଅଭିନୟ ର କଳା ରଖିଥିଲେ । ତେଣୁ ସେ ଚା ଚାଇଲ୍ଡି ଆକ୍ଟର୍ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି ଏବଂ ଲୋକ ମାନଙ୍କ ହୃଦୟ ରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଥିଲେ ।

ତେବେ ଅଭିନେତ୍ରୀ ଭୂମିକା ବହୁତ ଛୋଟ ବେଳୁ ଅଭିନୟ କରି କରି ଆଜି ସିନେମା ରେ ସେ ଲିଡ୍ ନାୟିକା ଭାବରେ ଅଭିନୟ କରୁଛନ୍ତି । ତେବେ ତାଙ୍କର ପ୍ରଥମ ସିନେମା ହେଉଛି ତୁ ମୋ ଲଭ ଷ୍ଟୋରି ଏହି ସିନେମା ରେ ସେ ଲିଡ୍ ନାୟିକା ଭାବରେ ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର ରେ ଦେଖା ଦେଇ ଥିଲେ । ତାପରେ ଏମିତି ବହୁତ ସିନେମା କରି ଚଲିଲେ ସୁପରଷ୍ଟାର ମାନଙ୍କ ସହ । ଭୂମିକା ର ଅଭିନୟ କୁ ସମସ୍ତେ ଭଲ ପାଅନ୍ତି ତା ସହ ତାଙ୍କ ଡ୍ୟାନ୍ସ ଆଉ ଷ୍ଟାଇଲିସ ଅନ୍ଦାଜ ରେ ଅଭିନୟ କରିବା ଓ ଡ୍ୟାନ୍ସ କରିବା ଅଧିକ ଦର୍ଶକ ମାନଂକୁ ଆକର୍ସିତ କରୁଛି ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ତାଙ୍କ ର ଆଉ ଗୋଟିଏ ଭିଡିଓ ଓ ଫୋଟ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ତାଙ୍କ ର ଡ୍ୟାନ୍ସ ଭିଡିଓ ବହୁତ ଭାଇରାଲ ହେଉଛି ସୋସିଆଲ୍ ମିଡିଅ ରେ ତାଙ୍କ ର ଜବରଦସ୍ତ ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ ମାନଙ୍କ ଠାରୁ ପ୍ରସଂସା ର ଛୁଅ ଫିଟିଛି । ତେବେ କେବଳ ଭୂମିକା ଙ୍କ ଡ୍ୟାନ୍ସ ଭାଇରାଲ ହେଇ ନାହିଁ ତାହା ସହ ତାଙ୍କର୍ କିଛି ମଡେଲିଙ୍ଗ୍ ଫୋଟ

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.