ଭାଇରାଲ ହେଲା ଭିଡିଓ ଅନ୍ଧାର ରାତିରେ ଭୁତ ମାରୁଛି ଟ୍ୟୁବୱେଲ – ଦେଖନ୍ତୁ

ମନୋରଞ୍ଜନ

ସୁନସାନ୍ ଅନ୍ଧାର ରାତି ସବୁ ଆଡ଼େ ଅନ୍ଧାର କେହିବି ନାହାନ୍ତି ସେଠାରେ ଏମିତି ଅନ୍ଧାର ରାତିରେ ଯିବାକୁ ବି ଡର ଲାଗେ । ସୁନସାନ୍ ରାତି ସହ ଘଞ୍ଚ ଜଙ୍ଗଲ ଭଳି ଦେଖା ଯାଉଛି ପଛ କୁ ପଛ ଗଛ ଲାଗି ରହିଛି । ଆଉ ସେଠାରେ ଘଞ୍ଚ ଜଙ୍ଗଲ ଦେଖା ଯାଉଥିବା ବେଳେ ସେଠାରେ କିଟିମିଟି ଅନ୍ଧାର। ।ଯୁଆଡେ ବି ଅନେଇବ ସେଆଡେ଼ ଅନ୍ଧାର । ଏମିତି ଏକ ଭୌତିକ ପରିବେଶ କୁ ଅନେକ ଭୟଙ୍କର ହେଲା ଭଳି ଶବ୍ଦ । ଗୋଟିଏ ନଡ଼ିଆ ଗଛ ପାଖ ରେ ଗୋଟିଏ ନଳ ରହିଛି ଯାହା କି ଦେଖିବାକୁ ବହୁତ ପୁରୁଣା ଲାଗୁଚି । ଯାହା ଏତେ ରାତି ରେ ଏତେ ଭୟଙ୍କର ଶବ୍ଦ କରୁଛି ।

ଆଉ ସବୁ ଠାରୁ ଆଶ୍ଚର୍ୟ୍ଯ ଲାଗୁଚି ଏହି ନଳ ହ୍ୟାଣ୍ଡେଲ୍ ଟି ଆପେ ଆପେ ଚାଲୁଛି ଯାହା ପାଇଁ ଏତେ ଜୋରେ ଶବ୍ଦ ହଉଚି । ଏହା ଦେଖି ସତ ରେ ବହୁତ ଭୟ ଲାଗୁଚି । ଏହା ଏକ ଭୂତ ଭିଡିଓ କହି ଅନେକ ଲୋକ ସୋସିଆଲ୍ ମିଡ଼ିଆ ରେ ସେୟାର କରିଛନ୍ତି । ଯଦିଓ ଆମେ ସମସ୍ତେ ଜାଣନ୍ତି କି ଭୂତ ଓ ପ୍ରେତ ଲୋକଙ୍କ ବିସ୍ବାସ ରେ ଅଛି ସିନା ଏହାକୁ କିନ୍ତୁ ବିଜ୍ଞାନ ବିଶ୍ୱାସ କରେ ନାହିଁ । ସେଇଠି ଅନେକ ଲୋକ ଏହାକୁ ଫେକ୍ ଭିଡିଓ କହି ସୋସିଆଲ୍ ମିଡିଆରେ କମେଣ୍ଟ କରିଛନ୍ତି ।

ସମସ୍ତେ ଯଦି ଭୂତ ଓ ପ୍ରେତ ନାଁ ଶୁଣିବେ ତାହେଲେ ସମସ୍ତେ ଭୟ କରନ୍ତି । ଆଉ ଭୟ ଆସିବା ମଧ୍ୟ ସ୍ବଭାବିକ୍ ଅଟେ । ଏମିତି ଭୟଙ୍କର ଦୃଶ୍ଯ ଦେଖିଲେ କିଏ ବା ନଡରିବ । ଆଜିକାର ଦିନ ରେ ଏ ଭୂତ ଓ ପ୍ରେତ ନାଁ ଶୁଣିଲେ ପ୍ରାୟ ଲୋକ ଏହାକୁ ଫେକ୍ ବୋଲି ହିଁ କହିବେ ତାହା ସହ କହନ୍ତି କି କୌଣସି ଆତ୍ମା ବୋଲି କିଛି ନାହିଁ ଏହା ଏକ କାଳ୍ପନିକ ଅଟେ । ମେଡିକାଲ ସାଇନ୍ସ ଏହାକୁ କେବେ ବି ମାନି ନାହିଁ କି ସ୍ବକାର ମଧ୍ୟ କରି ନାହିଁ ।

ତେବେ ତାହା ଆମେ କହି ପରିବା ନାହିଁ କି ଏହା ସବୁ ଆତ୍ମା କରୁଛି । ହେଇ ପାରେ ଏହ କୌଣସି ପ୍ରକାର ରେ କିଏ ଭିଡିଓ ବନେଇ ଥିବ ଏହା ସବୁ ଇନକ୍ୟୁଆରି କଲେ ଜଣା ଯିବ ଏହା କୌଣସି ଆତ୍ମା ର କାମ ଜମା ବି ନୁହଁ କାରଣ ଆତ୍ମା ହିଁ ନାହିଁ । ଏହା ଆମ କୁ ଆମ ମନ ଭୀତ ରୁ ଦୁର୍ବଳ କରିଦିଏ ଏହା କୌଣସି ସତ ନୁହଁ ଏହା ସବୁ କାଳ୍ପନିକ୍ ଅଟେ । ନଳ ର ହ୍ୟାଣ୍ଡେଲ୍ ଟି ଆପେ ଆପେ ପଦୁଚି ଆଉ ଉଥୁଚି କିନ୍ତୁ ଏ ନଳ ପାଣି ବାହାରୁନି ନଳ ମୁହଁ ରେ ଏକ ଲାଇଟ ଅଛି । କିଛି ଲୋକ ଏ ଭିଡିଓ କୁ ନେଇ କମେଣ୍ଟ ମଧ୍ୟ କରିଛନ୍ତି ଆଉ କହିଛନ୍ତି କି ଏହା ଲୋକ ମାନଂକୁ ବୋକା ବନେଇବା ପାଇଁ ବନା ହେଇଚି ମଣିଷ କୁ ।

ଲୁହା କୁ ଭୂତ ଭିଡିଓ ଓ ପ୍ରେତ ଡରନ୍ତି ତାହା ଏହାକୁ ସ୍ପଷ୍ଟ କରନ୍ତି ନାହିଁ ତାହେଲେ ଏହାକୁ କେମିତି ସ୍ପଷ୍ଟ୍ କରୁଛି ଭୂତ । ତେବେ କେହି କେହି ଅନ୍ଧାର ରେ ଭୂତ ଅଛି କହି ଡରି ଯାଉଛନ୍ତି ଆଉ କେହି ଦେଖି ଏହାକୁ ଭୁଲ କହୁଛନ୍ତି । ତେବେ ଏମିତି ନ ହେଇ ଯାଉ କି ଆମ ଉପରେ ଆମ ଅନ୍ଧ ବିଶ୍ବାସ ଭାରି ନହେଇ ଯାଉ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.