ସ୍ବାମୀଙ୍କୁ ଏମିତି ବରଣମାଳା ପିନ୍ଧାଇଲେ ଅଭିନେତ୍ରୀ ଗୂନଗୂନ,ଦେଖିଲେ ହସି ହସି ଗଡିବେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ନିଜ ଜବରଦସ୍ତ ଅଭିନୟ ପାଇଁ ଯେତିକି ଲୋକ ପ୍ରିୟ ହୋଇ ପରି ନାହାଁନ୍ତି ନିଜ ଆଙ୍କରିଙ୍ଗ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ହଁ ବନ୍ଧୁ ଏହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଗୁନଗୁନ , ହଁ ବନ୍ଧୁ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେସ ପରିଚିତ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ଓ ଧାରାବାହିକ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ , ନିଜ ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ମଧ୍ୟ ପରିଚିତ , ଆପଣ ମାନେ ଜାଣିଥିବେ ଗୁନଗୁନ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଭଲ ଆଙ୍କର ବି ମଧ୍ୟ ।

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ବହୁ ରିଆଲିଟି ସୋ ରେ ନିଜ ଜବରଦସ୍ତ ଆଙ୍କରିଙ୍ଗ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଙ୍କ ବିବାହ ଗତ ଦୁଇ ଦିନ ତଳେ ସରିଯାଇଛି । ତେବେ ବର୍ତ୍ତମାନ ସମୟ ରେ ବିବାହ ର କିଛି ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଗୁନଗୁନ ଙ୍କ ବରଣ ମାଳା ପକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *