ଭଉଣୀ ବାହାଘରରେ ସ୍ଵାମୀଙ୍କ ସହ କିପରି ମସ୍ତି କରୁଛନ୍ତି ହିରୋଇନ ଜିନା (Zeena) – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତେବେ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଲୋକ ପ୍ରିୟ ଅଭିନେତ୍ରୀ ଜିନା ସାମଲ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜିନା ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତେବେ ବନ୍ଧୁଗଣ ସେ କିଛି ଧାରାବାହିକ ରେ ନଜର ଆସିଛନ୍ତି । ତେବେ ବନ୍ଧୁଗଣ ତାଙ୍କ କ୍ଯାରିୟର କିନ୍ତୁ ଆଲବମ ଦୁନିଆ ରୁ ଆରମ୍ଭ ହୋଇଛି । ସେ ଆଲବମ କୁଇନି ଭାବେ ବେଶ୍ ପରିଚିତ । ତେବେ ଆପଣ ମାନେ ଜାଣିଥିବେ ଜିନା ଙ୍କ ବିବାହ ଘର ଏକ ନିଆରା ବିବାହ ଘର । ହଁ ବନ୍ଧୁ ତାଙ୍କ ବିବାହ ଘର ଏକ ରିଆଲିଟି ସୋ ମାଧ୍ୟମ ରେ ହୋଇଥିଲା ।

ତେବେ ସେ ରୁଦ୍ର ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଉଭୟ ବେସ ଖୁସି ରେ ଅଛନ୍ତି ଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜିନା ତାଙ୍କ ଭଉଣୀ ହଳଦୀ ରେଶମ କୁ ଯାଇଛନ୍ତି ଓ ନିଜ ସ୍ଵାମୀ ଙ୍କ ସହିତ ସେଠାରେ ବହୁତ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ବନ୍ଧୁଗଣ ଜିନା ଙ୍କ ଭଉଣୀ ଜଣେ ଓଡିଆ ଅଭିନେତା ଙ୍କୁ ଆଗାମୀ ଦିନ ମାନ ଙ୍କଭିତରେ ବିବାହ କରିବାକୁ ଯାଉଛନ୍ତି । ତେବେ ନିଜ ଭଉଣୀ ହଳଦୀ ରେଶମ ରେ ଜିନା ଏବଂ ତାଙ୍କ ସ୍ଵାମୀ ରୁଦ୍ର ବହୁତ୍ ସାରା ମଜାମସ୍ତି ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବା କୁ ମିଳିଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.