ବୟଫ୍ରେଣ୍ଡ ସହ ବାହାରକୁ ବୁଲିବାକୁ ଗଲେ ତାରାତାରିଣୀ ସିରିଅଲର ମୋହନା

ମନୋରଞ୍ଜନ

ଯଦି ଆପଣମାନେ ଓଡିଆ ସିରିଏଲ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣମାନେ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରାତାରେଣୀ ଧାରାବାହିକ ବିଷୟରେ ନିଶ୍ଚୟ ଜାଣିଥିବେ | ଆଜି ଏହି ଧାରାବାହିକ ପ୍ରାୟତଃ ଘରେ ଘରେ ଲୋକପ୍ରିୟ ହୋଇଛି |

ତେବେ ଏହି ଧାରାବାହିକରେ ଅଭିନୟ କରୁଥିବା ଅଭିନେତ୍ରୀ ମୋହନା ଙ୍କୁ ଆପଣମାନେ ନିଶ୍ଚୟ ଜାଣିଥିବେ | ସେ ତାଙ୍କର ଦମଦାର ଅଭିନୟ ବଳରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି | ଏବଂ ଦର୍ଶକ ମାନଙ୍କର ହୃଦୟକୁ ମଧ୍ୟ ଜିତି ପାରିଛନ୍ତି | ସେ ସାର୍ଥକ ଚ୍ଯାନେଲରେ “ ତୋ ଅଗଣାର ତୁଳସୀ ମୁଁ ” ଧାରାବାହିକ ରେ ଦେଖିବାକୁ ମିଳିଥିଲେ |

 
ହେଲେ ବର୍ତ୍ତମାନ ସମୟରେ ସେ ଏହି ତାରା ତାରେଣୀ ଧାରାବାହିକ ଜରିଆରେ ଆହୁରି ଅଧିକା ଲୋକପ୍ରିୟତା ହାସଲ କରିପାରିଛନ୍ତି | ବର୍ତ୍ତମାନ ଦେଖିବାକୁ ମିଳିଛି ଯେ ସେ ଆଉଟର ରେ ବୁଲି ବାକୁ ଯାଇଛନ୍ତି ଏବଂ ଏକ ହୋଟେଲ ମଧ୍ୟରେ ବହୁତ ସୁନ୍ଦର ସୁନ୍ଦର ଫୋଟୋ ଉଠାଇଛନ୍ତି | ସେ ବରଫରେ ଖେଳୁଥିବାର ଅନେକ ଫୋଟୋ ମଧ୍ୟ ଛାଡିଛନ୍ତି | ଏବଂ ଯାହା ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *