ବୋରୱେଲ ରୁ ଉଦ୍ଧାର ହେବା ପରେ ରାହୁଲ ଏବେ ହସ୍ପିଟାଲରେ କେମିତି ଅଛନ୍ତି ଦେଖନ୍ତୁ Video

ରାଜ୍ୟ

ଦର୍ଶକ ବନ୍ଧୁ ଯାହା ପାଇଁ ସାରା ଭାରତ ବାସୀ ଦୁଃଖ ରେ ଥିଲେ ଓ ସେ କିପରି ବୋରୱେଲ ରୁ ଉଦ୍ଧାର ହେବେ ସେଥିପାଇଁ ସମସ୍ତେ ଠାକୁର ଙ୍କୁ ପ୍ରାର୍ଥନା କରିଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ସମସ୍ତେ ବେସ୍ ଖୁସି ଅଛନ୍ତି କାରଣ ବର୍ତ୍ତମାନ୍ ସମୟ ରେ ରାହୁଲ ଉଦ୍ଧାର ହୋଇ ଯାଇଛନ୍ତି । ତେବେ ଦୀର୍ଘ ୧୦୫ ଘଣ୍ଟା ଅଧିକ ସମୟ ଅପରେସନ ପରେ ଉଦ୍ଧାର ହୋଇଛି ରାହୁଲ୍ ।


ହଁ ବନ୍ଧୁ ଯେଉଁଥି ପାଇଁ ସାରା ଭାରତ ଲୋକ ଅପେକ୍ଷା କରିଥିଲେ ତାହାର ଅନ୍ତ୍ ଘଟିଛି , ତେବେ ଛତିଶଗଡ ଜାଞ୍ଜଗିରି – ଚାମ୍ପା ରେ ଫସିଥିବା ରାହୁଲ୍ ଉଦ୍ଧାର ହୋଇଛି । ତେବେ ଆମ ଦେଶ ର ଯବାନ ମାନ ଙ୍କ ପାଇଁ ଆଜି ଏହା ସମ୍ଭବ ହୋଇଛି । ତେବେ ଆଜି ଯଦି ରାହୁଲ ଉଦ୍ଧାର ହୋଇ ନୂଆ ଜୀବନ ପାଇଛି ତେବେ ତାହା କେବଳ ଯବାନ ମାନ ଙ୍କ ପାଇଁ ।


ଆପଣ ମାନେ ଦେଖିଥିବେ ଯବାନ ମାନେ କେମିତି ନିଜ ଜୀବନ କୁ ବାଜି ରେ ଲଗାଇ ଦିନ ରାତି ଏକ କରି ରାହୁଲ୍ କୁ ଉଦ୍ଧାର କରିଛନ୍ତି । ତେବେ ରାହୁଲ୍ କୁ ବୋରୱେଲ୍ ଟାନେଲ ଙ୍କୁ ଅଣାଯିବା ପରେ ବାହାରକୁ ଅଣା ଯାଇଥିଲା ଓ ସଙ୍ଗେ ସଙ୍ଗେ ମେଡିକାଲ ସହାୟତା ପାଇଁ ମେଡିକାଲ୍ ଟିମ୍ ମଧ୍ୟ ସେଠାର ଉପସ୍ଥିତ ଥିଲେ । ତେବେ ୧୦ ବର୍ଷୀୟ ରାହୁଲ୍ ଗତ ୪ ଦିନ ଧରି ବୋରୱେଲ ଫସି ରହିଥିଲା ।

ତେବେ ଉଦ୍ଧାର ସମୟ ରେ ବାଧକ ସାଜିଥିବା ପଥର କାଟିବା ପାଇଁ ଅନେକ ସମସ୍ୟା ଥିଲା ତେବେ ଏହାକୁ କାଟିବା ପରେ ରାହୁଲ ଉଦ୍ଧାର ହୋଇଥିଲା । ତେବେ ବହୁ ସମୟ ପରେ ରାହୁଲ କୁ ଉଦ୍ଧାର କରା ଯାଇଛି । ମିଶନ ଟି କୁ ଜୋରଦାର କରା ଯାଇଥିଲା ।ତେବେ ଉଦ୍ଧାର କରିବା ପାଇଁ ଭାରତୀୟ ସେନା, NDRF ଟିମ , ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ ।

ତେବେ ବନ୍ଧୁଗଣ ରାହୁଲ କୁ ଅନେକ ସମୟ ଅପରେସନ ପରେ ତାକୁ ଉଦ୍ଧାର କରା ଯାଇଥିଲା ଓ ସଙ୍ଗେ ସଙ୍ଗେ ନିୟୋଜିତ ଥିବା ମେଡିକାଲ୍ ଷ୍ଟାଫ୍ ତାର ଚିକିତ୍ସା କରାଇ ସ୍ଥାନୀୟ ଆପୋଲୋ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ରାହୁଲ ର ସାହସ ମଧ୍ୟ ମାନିବାକୁ ପଡିବ ।

ତେବେ ନିଜ ସାହସ ପାଇଁ ସେ ଆଜି ନୂଆ ଜୀବନ ପାଇଛି , ମୃତ୍ୟୁ କୁ ଜୟ କରିଛି । ତେବେ ବର୍ତ୍ତମାନ୍ ସମୟ ରେ ରାହୁଲ୍ ମେଡିକାଲ୍ ରେ ଚିକିତ୍ସାଧୀନ ଅଛି , ତେବେ ରାହୁଲ ଖେଳୁ ଖେଳୁ ସେହି ବୋରୱେଳ ପଡ଼ି ଯାଇଥିଲା ତେବେ ସମସ୍ତ ଙ୍କ ପ୍ରାର୍ଥନା ପାଇଁ ରାହୁଲ ନୂଆ ଜୀବନ ପାଇ ଯାଇଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.