ଆପଣ ମାନେ ଜାଣିଥିବେ ବହୁତ କମ ଲୋକ ଥାଆନ୍ତି ଯେଉଁ ମାନେ ଭଲ କାମ କରିଥାନ୍ତି ତେବେ ବର୍ତ୍ତମାନ ସମୟରେ ରେ ବହୁତ ସହଜ ହୋଇ ଗଲାଣି ଦେଶ ବିଦେଶ କଥା ଜାଣିବା ପାଇଁ କିଏ କେଉଁ କାମ ପାଇଁ ଅଧିକ ରୁ ଅଧିକ ଭାଇରାଲ ହେଉଛି ତାହା ସବୁ ଜଣା ପଡି ଯାଉଛି । ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ସାହାଯ୍ୟ ରେ ସବୁ କଥା ଆମ ମାନଙ୍କୁ କ୍ଷଣକେ ସବୁ ଜଣା ପଡୁଛି ।
ତେବେ ବର୍ତ୍ତମାନ ସମୟରେ ଏକ ଜିଲ୍ଲା ପାଳ ଙ୍କ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ଯାହା ଏବେ ସମସ୍ତ ଙ୍କ ମୁଖ ପ୍ରସଂସା ର ଛୁଅ ଫିଟିଛି । ତେବେ ଆସନ୍ତୁ ଜାଣିବା ସେ ସମ୍ବନ୍ଧ ରେ ତେବେ ଆପଣ ମାନେ ଯଦି ଏହି ବିବରଣୀ ବିଷୟ୍ ରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ ।
ଜଣେ ଜିଲ୍ଲା ପାଳ ହେଇ କି ପିଲା ମାନଂକୁ ପାଠ ପଢଉଛନ୍ତି କିଏ ଏ କଥା କୁ ବିଶ୍ବାସ କରିବ । ହୁଏତ ଆମ ସମାଜ ରେ ଏମିତି ବହୁତ କମ ଦେଖା ଦେଇଥାଏ । ଜଣେ ଜିଲ୍ଲା ପାଳ ହୋଇ ମଧ୍ୟ ଆଉ ତାଙ୍କ ବ୍ୟସ୍ତ ବହୁଳ ଜୀବନ ହୋଇ ମଧ୍ୟ ସେ ପିଲା ମାନଙ୍କ ପାଇଁ ସମୟ ବାହାର କରିଛନ୍ତି । ଆଉ ସମୟ ବାହାର କରି ପିଲା ମାନଂକୁ ପାଠ ପଢାଉଛନ୍ତି । ହାତ ରେ ଚକ୍ ଖଡ଼ି ଧରି ଶିକ୍ଷକ ପରି ପାଠ ପଢାଉ ଛନ୍ତି । ଆଉ ଦରକାର ପଡିଲେ ସେ ଗୁଡିକୁ ସବୁ ଗୋଟି ଗୋଟି କରି ପାଠ କୁ ଭଲ ରେ ବୁଝାଉଅ ଦେଉଛନ୍ତି ଛୋଟ ପିଲା ମାନକୁ ।
ତେବେ ଏ ହେଉଛି ଖପରାଖୋର୍ ବ୍ଲକ ର ମଲପଡା ବ୍ଲକ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର କିଛି ନଜର ରେ ଆସୁଥିବା ଦୃଶ୍ୟ । ଯେଉଁଠି ନିଜେ ବଲାଙ୍ଗୀରି ଜିଲ୍ଲପାଳ ଚଞ୍ଚଳ ରଣା ଖପରାଖୋଲ୍ ବ୍ଲକ ଗ୍ରସ୍ଥକ୍ ରେ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ । ତେବେ ଅପରାହ୍ନ ସମୟ ରେ ମାଲପଡା ସ୍କୁଲ କୁ ଯାଇ 5 କ୍ଲାସ ର ତଦାରଖ କରିଥିଲେ ନିଜେ ଜିଲ୍ଲପାଳ ।
ଏହା ସହ ନିଜେ ପିଲା ମାନଙ୍କ ସହ ବହୁତ ସମୟ ମଧ୍ୟ ବିତେଇଥିଲେ ଆଉ ବିଜ୍ଞାନ ବିଷୟ ରେ ଗଛ କିପରି ଖାଦ୍ୟ ପ୍ରସ୍ତୁତ କରେ ସେ ଗୁଡିକୁ ବୁଝାଉ ଥିଲେ ଯାହାକୁ ନେଇ ଛାତ୍ର ଛାତ୍ରୀ ମାନେ ବହୁତ ଖୁସି ଅନୁଭବ କରିବା ସହ ଜିଲ୍ଲା ପାଳ ଙ୍କ ଏହି କାର୍ଯ୍ୟ କୁ ଅଞ୍ଚଳ ବାସି ବେସ ପ୍ରସଂସା କରିବାର ମଧ୍ୟ ନଜର ରେ ଆସିଥିଲା ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ