ବିବାହ ବନ୍ଧନରେ ବାନ୍ଧି ହେଲେ ସିରିଏଲ ହିରୋଇନ ମୋନାଲିସା (Monalisa) – ଦେଖନ୍ତୁ Video

ମନୋରଞ୍ଜନ

ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଡ଼ିଆ ହିରୋଇନ ମୋନାଲିସା । ତେବେ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଓଡ଼ିଆ ଅଭିନେତ୍ରୀ ମୋନାଲିସା ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଓଡ଼ିଆ ଅଭିନେତ୍ରୀ ମୋନାଲିସା ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଜଣାଶୁଣା ଅଭିନେତ୍ରୀ ହେବା ସହ ବହୁତ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି । ତେବେ ପୂର୍ବ ରୁ ନୂଆ ବୋହୁ ସିରିଏଲ ସୁମି ଭୂମିକା ରେ ବହୁତ ଭଲ ଅଭିନୟ କରୁଥିଲେ ମୋନାଲିସା ।

କିନ୍ତୁ କୌଣସି ବ୍ୟକ୍ତିଗତ କାରଣ ରୁ ସେ ଏହି ନୂଆ ବୋହୁ ସିରିଏଲ ଟିକୁ ଅଧାରୁ ହିଁ ଛାଡି ଦେଇଥିଲେ । ଆଉ ଏହି ସିରିଏଲ ଛାଡିଲା ପରେ ସେ ଦୀର୍ଘ ଦିନ ଧରି ଓଲିଓଡ୍ ଇଣ୍ଡଷ୍ଟ୍ରୀ ଠାରୁ ଦୂର ରେ ଥିଲେ । ହେଲେ ବର୍ତ୍ତମାନ ସମୟ ରେ ମୋନଲିସା ପୁଣି ଥରେ ଗୋଟିଏ ନୂଆ ସିରିଏଲ ରେ ନଜର ରେ ଆସିଛନ୍ତି । ଆଉ ଟିଭି ପରଦା ରେ ବହୁତ ସୁନ୍ଦର ଅଭିନୟ କରୁଥିବାର ଜଣା ପଡିଛି ।

ଏହାର ଅଳ୍ପ ଦିନ ମଧ୍ୟ ରେ ଅଭିନେତ୍ରୀ ମୋନାଲିସା ଙ୍କ ର ବାହାଘର ହୋଇ ଯାଇଛି । ତେବେ ସେ ଜଣେ ଓଡ଼ିଆ ହିରୋ ଙ୍କ ସହ ବିବାହ ବନ୍ଧନ ରେ ହୋଇ ଥିଲେ ଆଉ ଧୁମଧାମ୍ ରେ ମଧ୍ୟ ତାଙ୍କ ବାହାଘର ହୋଇ ଥିଲା । ତେବେ ତାଙ୍କ ବାହାଘର ରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ବହୁତ କଳାକାର ମାନେ ମଧ୍ୟ ଯୋଗ ଦେଇ ଥିବାର ନଜର ରେ ଆସିଥିଲେ ।

ତେବେ ବନ୍ଧୁଗଣ ଏହି ବାହାଘର ଟି ତାଙ୍କ ର ରିଲ୍ ଲାଇଫ ରେ ହୋଇଥିଲା ରିୟଲ୍ ଲାଇଫ ରେ ନୁହଁ । ତେବେ ତାଙ୍କ ଏକ ନୂଆ ସିରିଏଲ ରେ ଆଶା ରେ ଅଭିନୟ କରୁଛନ୍ତି ମୋନାଲିସା । ଆଉ ଏକ ସିରିଏଲ ରେ ସୁଟିଂ ସେଟ୍ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ମୋନାଲିସା । ତେବେ ଏହି ସିରିଏଲ ରେ ହିରୋ ଙ୍କ ସହ ବିବାହ କରିଛନ୍ତି ମୋନାଲିସା ।

ତାହେଲେ ବାହାଘର କୁ ଓଲିଓଡ୍ ଇଣ୍ଡଷ୍ଟ୍ରୀ ର ବହୁତ ସାରା ସେଲିବ୍ରିଟି ମାନେ ନଜର ରେ ଆସିଥିଲେ । ତେବେ ଏହି ସିରିଏଲ୍ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହି ସିରିଏଲ ର ସୁଟିଂ ସେଟ୍ ରେ ଉପସ୍ଥିତି ରହି ଆଉ ଏହି ବାହାଘର କୁ ବହୁତ ଏଞ୍ଜୟ୍ କରି ଥିବାର ନଜର ରେ ଆସିଥିଲେ ।

ତାହେଲେ ମୋନାଲିସା ଙ୍କ ର ଅଭିନୟ କୁ ଆପଣ ମାନେ ଦେଖିଥିବେ । ତେବେ ତାଙ୍କ ପୂର୍ବ ସିରିଏଲ ର ନାଁ ତ ଆପଣ ମାନେ ଜାଣିଛନ୍ତି ତେବେ ସେହି ସିରିଏଲ ନାଁ ନୂଆ ବୋହୁ ସିରିଏଲ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଅଭିନେତ୍ରୀ ମୋନାଲିସା ଓଡ଼ିଆ ସିରିଏଲ ଆଶା ରେ ଅଭିନୟ କରିବାର ନଜର ରେ ଆସିଛନ୍ତି ଆଉ ଏହି ସିରିଏଲ ରେ ସେ ତାଙ୍କ ଦମଦାର ଅଭିନୟ କୁ ନେଇ ବହୁତ ଚର୍ଚ୍ଚା ରେ ଅଛନ୍ତି ।

ତେବେ ଅଭିନେତ୍ରୀ ମୋନାଲିସା ବର୍ତ୍ତମାନ ସମୟ ରେ ତାଙ୍କୁ ମାତ୍ର 23 ବର୍ଷ ହୋଇଛି । ତେବେ ରିୟଲ୍ ଲାଇଫ ରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାନ୍ତି । ତେବେ ମୋନାଲିସା କହିଛନ୍ତି କି ପ୍ରଥମେ ନିଜର କ୍ୟାରିୟର ଗଢିବେ ଓ ସେ ତାଙ୍କ ର କ୍ୟାରିୟର ଗଢି ସରିବା ପରେ ବିବାହ ବିଷୟ ରେ ଚିନ୍ତା କରିବେ । ତ ବର୍ତ୍ତନ ସମୟ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାନ୍ତି ସେ ବାସ୍ ତାଙ୍କ ରିଲ୍ ଲାଇଫ ରେ ଆଶା ସିରିଏଲ ର ସୁଟିଂ ସେଟ୍ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.