ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଧାରାବାହିକ ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକ ପ୍ରିୟ ହୋଇ ପାରି ଥାଆନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ଓ ବର୍ତ୍ତମାନ ସମୟ ରେ ଠିକ୍ ସେହି ଭଳି ଜଣେ ଲୋକ।ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଶ୍ରଦ୍ଧା ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ ବିବାହ ର ଖବର କୁ ନେଇ । ତାହେଲେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ଆଜି ଆମେ ଏହି ଦୃଶ୍ୟ ପଛ ରେ ଥିବା ସତ୍ୟାସତ୍ୟ କୁ ଜାଣିବା ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ସାରା ଧାରାବାହିକ ରେ । ଏହି ଜବରଦସ୍ତ ଅଭିନୟ ତାଙ୍କୁ ଆଜି ବେସ ଲୋକ ପରିଚିତ କରାଇ ପାରିଛି ଓ ଏହି ଅଭିନୟ ପାଇଁ ସେ ଅନେକ ନାମ ଅର୍ଜନ କରିଛନ୍ତି ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ କେବଳ ଧାରାବାହିକ ରେ ନୁହଁନ୍ତି ସେ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର, ଧାରାବାହିକ ଓ ଅନେକ ଆଲବମ୍ କରି ସାରିଛନ୍ତି । ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ବିବାହ ଖବର କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଶ୍ରଦ୍ଧା ଙ୍କ ଯେଉଁ ବିବାହ ର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ସେହି ଭିଡିଓ ଟି ହେଉଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ସୁଟିଂ ସେଟ ର ଦୃଶ୍ୟ ଓ ଏହି ଦୃଶ୍ୟ ରେ ଶ୍ରଦ୍ଧା କନ୍ୟା ବେସ ରେ ନଜର ଆସୁଛନ୍ତି । ତାହାଲେ ବନ୍ଧୁଗଣ ଆଗାମୀ ଦିନ ରେ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ଆଉ ଏକ ଆଲବମ୍ ଆସିବାକୁ ଯାଉଛି ।
ଏହି ଆଲବମ୍ ରେ ଆପଣ ମାନେ ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ଆପଣ ମାନେ ବଧୂ ବେଶ୍ ରେ ଦେଖିବାକୁ ପାଉଥିବେ । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏ ପର୍ଯ୍ୟନ୍ତ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।