ବିବାହ ପରେ ଶାଶୂ ଘରେ କେମିତି ଅଛନ୍ତି ହିରୋଇନ ଶ୍ରଦ୍ଧା (Sradha) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଥିବା ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନକୁ । ବହୁତ ଅଭିନେତ୍ରୀ ମାନେ ଅଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଯାହକି ସେମାନେ ତାଙ୍କ କ୍ୟାରିୟର ଆଲବମ୍ ରୁ ଆରମ୍ଭ କରିଥାନ୍ତି ଏବଂ ଫିଲ୍ମ ବା ଧାରାବାହିକରେ ଅଭିନୟ କରି ଅଭିନେତ୍ରୀ ମାନେ ବହୁତ ଚର୍ଚ୍ଚା ରହି ଆସୁଥାନ୍ତି ତାଙ୍କ ସୁନ୍ଦର ଅଭିନୟ ପାଇଁ ଆଉ ସବୁ ବେଳେ ଲୋକପ୍ରିୟ ହୋଇ ରହି ଆସୁଛନ୍ତି ।

ଧାରବାହିକ ହେଉ ବା ଫିଲ୍ମ ହେଉ ବା ଆଲବମ୍ ହେଉ ସବୁ କ୍ଷେତ୍ରରେ ବିନା ଅଭିନେତ୍ରୀ ରେ କୌଣସି ଭୂମିକା ଭଲ ଲାଗି ନଥାଏ ଦେଖିବାକୁ । ବିବାହ ପରେ କେମିତି ଅଛନ୍ତି ଆପଣା ମାନଙ୍କ ପ୍ରିୟ ଅଭିନେତ୍ରୀ ବା ପ୍ରିୟ ସିରିଏଲ ହିରୋଇନି କିମ୍ବା ଫିଲ୍ମ ଦୁନିଆ ର ହିରୋଇନି ଶ୍ରଦ୍ଧା ପାଣିଗ୍ରାହି ଙ୍କୁ । ସୋସିଆଲ୍ ମିଡ଼ିଆ ରେ ତାଙ୍କର ଏମିତି କିଛି ଫଟୋ ବା ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାକୁ ଲାଗିଛି ।

ତେବେ ସେ ବିବାହ ପରେ କେମିତି ଅଛନ୍ତି ଶ୍ରଦ୍ଧା ପାଣିଗ୍ରାହି ବା ଏବେ ଶ୍ରଦ୍ଧା ପାଣିଗ୍ରାହି କାହାକୁ ବିବାହ କରିଛନ୍ତି । ତେବେ କ’ଣ ରହିଛି ଏହି ଫଟୋ ଗୁଡିକ ବା ଭିଡିଓ ଗୁଡିକ ଆସନ୍ତୁ ଜାଣିବା ଏହାର କାରଣ କ’ଣ । ବର୍ତ୍ତମାନ ସମୟରେ ଏହି ଫଟୋ ଗୁଡିକ ସୋସିଆଲ୍ ମିଡିଆ ରେ କାହିଁକି ଭାଇରାଲ୍ ହେଉଅଛି ଏହାରି ପଛର କାରଣ କ’ଣ ଆସନ୍ତୁ ଆପଣ ମାନେ ଜାଣିବା ।

ଏହାରି ପଛର କାରଣ କ’ଣ ଏହି ଛୋଟ ଭିଡିଓ ରୁ ଜାଣି ପାରିବେ ଓ ଏହାକୁ ଶେଷ ପର୍ଯ୍ୟନ୍ତ ମଧ୍ୟ ଦେଖନ୍ତୁ । ଆପଣ ମାନଙ୍କ ମଧ୍ୟରୁ ଶ୍ରଦ୍ଧା ପାଣିଗ୍ରାହି ଙ୍କର ଅଭିନୟ କୁ ପସନ୍ଦ କରନ୍ତି ତାଙ୍କର ସିରିଏଲ ହେଉ ବା ଆଲବମ୍ ହେଉ କିମ୍ବା ସିନେମା କୁ ଯଦି ଆପଣ ମାନେ ପସନ୍ଦ ହୋଇଥାଏ ତାହାହେଲେ ଏହି ଭିଡିଓ ଟିକୁ ସେୟାର କରିବେ ଏହି ଭିଡିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚାହୁଁ ଥିବେ ।

ଦର୍ଶକ ବନ୍ଧୁଗଣ ମାନେ ଶ୍ରଦ୍ଧା ଙ୍କର କିଛି ଫଟୋ ଗୁଡିକ ସୋସିଆଲ୍ ମିଡିଆ ମାଧ୍ୟମରେ ଭାଇରଲ୍ ହେବାକୁ ଲାଗିଛି । ତେବେ ଆମେ ଆପଣ ମାନଂକୁ କହି ଦେବାକୁ ଚହୁଛୁ କି ଏ ସବୁ ଫୋଟ ହେଉଛି ତାଙ୍କ ଆଗାମୀ ଧାରାବାହିକ ର ଫୋଟ ସବୁ ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ୍ ହେଉଛି ଆଉ ତାଙ୍କ ର ଫ୍ୟାନ୍ ମାନେ ଅଧିକ ପସନ୍ଦ କରୁଛନ୍ତି ଅଭିନେତ୍ରି ଶ୍ରଦ୍ଧା କୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.