ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ମାନେ ଅଛନ୍ତି ଓ ଏହି କଳାକାର ମାନେ ନିଜ ଜବରଦସ୍ତ କଳା ପାଇଁ ବେଶ୍ ଲୋକ ପରିଚିତ ଓ ଏହି କଳାକାର ମାନେ ସଦା ସର୍ବଦା ନିଜ କଳା ମାଧ୍ୟମ ରେ ଦର୍ଶକ ମାନ ଙ୍କ ବେଶ୍ ମନୋରଂଜନ କରାଇ ଥାଆନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି କଳାକାର ମାନ ଙ୍କ ମଧ୍ଯ ରୁ କିଏ ଅଭିନୟ କରି ବେଶ୍ ଲୋକ ପରିଚିତ ତ ଆଉ କିଏ ଗୀତ ଓ ନାଚ କରି ତ ଆଉ କିଏ ଜବରଦସ୍ତ ଆଙ୍କରିଂ କରି । ତେବେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରିବା ସହ ଭଲ ଆଙ୍କରିଂ କରନ୍ତି । ତେବେ ଆଜି ଆମେ ଜଣେ ଏମିତି ଅଭିନେତ୍ରୀ ଜଣକ ବିଷୟ ରେ ଜାଣିବା ଯିଏ କି ଆଙ୍କରିଙ୍ଗ କରି ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।
ତେବେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ସୋଭନା ମିଶ୍ର ।ତେବେ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ଆଜି ଆମେ ଜାଣିବା ଅଭିନେତ୍ରୀ ସୋଭାନା ମିଷ୍ର ତାଙ୍କ ଶାଶୂ ଘରେ କିପରି ଅଛନ୍ତି । ଆସନ୍ତୁ ଜାଣିବା
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶୋଭନା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ବହୁତ ସାରା ରିଆଲିଟ ସୋ ରେ ଜବରଦସ୍ତ ଆଙ୍କରୀଙ୍ଗ କରି ଥିବାର ଆପଣ ମାନେ ଦେଖିଥିବେ ।ତେବେ ନିଜ ଆଙ୍କରୀଙ୍ଗ ପାଇଁ ସେ ବେଶ୍ ଲୋକ ପରିଚିତ ଓ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଆଙ୍କର ।
ତେବେ ନିଜ ଆଙ୍କରିଙ୍ଗ ପାଇଁ ସେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ନିଜ ଶାଶୂ ଘର ଗାଆଁ ରେ ଅଛନ୍ତି କାରଣ ତାଙ୍କୁ ଗାଆଁ ବହୁତ୍ ପଶନ୍ଦ ଅଛନ୍ତି । ତେବେ ନିଜ ଶଶୁର ଘର ଗାଆଁ ବହୁତ୍ ଖୁସି ରେ ଅଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।