ବିଦ୍ୟାଶ୍ରୀ କଲେ ବଡ ଖୁଲସା : କହିଲେ ଆଶ୍ରମ ଆଦିତ୍ୟଙ୍କ ର ,ମୁଁ ପ୍ରକୃତ ଉତ୍ତରାଧିକାରୀ – ଦେଖନ୍ତୁ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଦୁନିଆ ରେ ସବୁଠୁ ଭଲ ବ୍ୟକ୍ତି ଯିଏ ସମାଜ ପାଇଁ କାମ କରିଥାଏ , ସେ ଏହି ଦୁନିଆ ରେ କମ୍ ଦିନ ପର୍ଯ୍ୟନ୍ତ ବଞ୍ଚି ଥାଏ । ତେବେ ବନ୍ଧୁଗଣ ଆପଣ ମାନେ ସ୍ୱର୍ଗତ ଆଦିତ୍ୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ସେ ଆଉ ଆମ ଗହଣ ରେ ନ ଥିଲେ ମଧ୍ୟ

ସେ କରାଯାଇଥିବା କାର୍ଯ୍ୟ ପାଇଁ ସେ ସଦା ସର୍ବଦା ଅମର ରହିବେ ଓ ସମସ୍ତ ଙ୍କ ହୃଦୟ ରେ ମଧ୍ୟ ରହିଛନ୍ତି । ତେବେ ସ୍ୱର୍ଗତ ଆଦିତ୍ୟ ଯିଏ ସଦା ସର୍ବଦା ଧର୍ମ କଥା କହି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହୁଥିଲେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଆଦିତ୍ୟ ନିଜେ ଏକ ବୃଦ୍ଧାଶ୍ରମ କରିଥିଲେ ।

ତେବେ ଏହି ଆଶ୍ରମ ଟି ଆଦିତ୍ୟ ନିଜେ ଖୋଲିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ସେ ଆଉ ନାହାଁନ୍ତି ଓ ବର୍ତ୍ତମାନ୍ ସମୟ ରେ ଏହି ଆଶ୍ରମ ଟି ଦାୟିତ୍ବ ନେଉଛନ୍ତି ଆଦିତ୍ୟ ଙ୍କ ସାଙ୍ଗ ବିକାଶ । ତେବେ ଏହି ଆଶ୍ରମ କୁ ବିଦ୍ୟାଶ୍ରି ଆସିବାକୁ ମନା ବୋଲି ବିକାଶ କହିଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ଏହି ଆଶ୍ରମ କୁ ନେଇ ସ୍ୱର୍ଗତ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ କିଛି କହିଛନ୍ତି , ତେବେ ଆସନ୍ତୁ ଜାଣିବା

ତେବେ ସେ କହିଛନ୍ତି ଯେ ମୁଁ ଯେହେତୁ ଆଦିତ୍ୟ, ଙ୍କ ପ୍ରଥମ ଲିଗାଲ ହେୟାର । ତେବେ ତାଙ୍କର ସମସ୍ତ ଜିନିଷ ଉପରେ ମୋର ଅଧିକାର ରହିଛି କିନ୍ତୁ ମୁଁ କେବେ ଜାହିର କରେ ନାହିଁ । ତେବେ କିଛି ଲୋକ କହୁଛନ୍ତି ଯେ ସେଇଟା କଣ ପୈତୃକ ସମ୍ପତ୍ତି ଯେ ବାପା ଚାଲି ଗଲେ ପୁଅ ହେବ ନ ହେଲେ ସ୍ୱାମୀ ମରିଗଲେ ସ୍ତ୍ରୀ ହେବ ।

ତେବେ ବନ୍ଧୁଗଣ ଏହି ପ୍ରଶ୍ନ ର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଜଣେ ନିଜ ଲୋକ ଯଦି ମରିଯାଏ ତେବେ ତାର ସ୍ବପ୍ନ କୁ ନିଜ ପରିବାର ଲୋକ ଭଲ ଭାବରେ କରି ପାରିବେ , ବାହାର୍ ଲୋକ ନୁହେଁ , ତେବେ ଏହି ଭଳି ଭାବେ ଅନେକ କଥା କହିଛନ୍ତି ବିଦ୍ୟାଶ୍ରି ।।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.