ବାହା ହେଇଯାଇଛନ୍ତି କି ରାଣୀ ପଣ୍ଡା ? ସ୍ୱାମୀଙ୍କ ବିଷୟରେ କଣ କହିଲେ ରାଣୀ ପଣ୍ଡା (Rani Panda) – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ସମସ୍ତେ ଜାଣିଥିବେ କି ବର୍ତ୍ତମାନ ସମୟରେ ମୃତ ରଶ୍ମିରେଖା ଙ୍କ ବାବଦ ରେ ତାଙ୍କ ର ସବୁ ଭିଡିଓ କେତେ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଚି । ଦିନ ଯେତେ ଗଡୁଛି ସେତେ କିଛି କିଛି କଥା ବାହାରକୁ ଆସୁଛି । ତେବେ ଅଭିନେତ୍ରୀ ରଶ୍ମିରେଖା ଏମିତି କି ସନ୍ତୋଷ ନାଁ ରେ ମଥା ରେ ସିନ୍ଦୁର ବେକ ରେ ମଙ୍ଗଳ ସୁତ୍ର୍ ହାତ ରେ ଚୁଡି ପିନ୍ଧୁ ଥିଲେ ଏ ସବୁ କଥା ଜାଣିଥିଲେ ଘର ମାଲିକ । ତେବେ ବହୁତ ନୂଆ ନୂଆ କଥା ସାମ୍ନା କୁ ଆସୁଛି ।

ଆପଣ ମାନେ ଜାଣିଥିବେ ରଶ୍ମିରେଖା ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । କେମିତି କହିବି କହ ଧାରାବହିକ ଟି ଯାହା କି ଜୀ ସାର୍ଥକ ରେ ପ୍ରସାରିତ୍ ହେଉଥିଲା ତେବେ ଏହି ଧାରାବାହିକ ତୋ ରଶ୍ମୀ ରେଖା ଙ୍କର ପ୍ରଥମ ପ୍ରୋଜେକ୍ଟ ଥିଲା । ତା ସହ ସମସ୍ତେ ଜାଣିଛନ୍ତି ଅଭିନେତା ରାଜା ତାଙ୍କ ର ପୂର୍ବତନ ପ୍ରେମିକ ଥିଲେ । କିନ୍ତୁ ସେ ରଶ୍ମିରେଖା ମାରିବାର 6 ମାସ ପୂର୍ବ ରୁ ତାଙ୍କ ସହ କିଛି କଥା ବାର୍ତ୍ତା ହେଉ ନଥିଲେ ।

ତେବେ ଭୁବନେଶ୍ଵର ର ନୟାପଲ୍ଲୀ ଗଡ଼ ସହି ରେ ଭଡା ଘରୁ ସଂନ୍ଦେହ ଜନକ ରଶ୍ମିରେଖା ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । କିନ୍ତୁ ତାଙ୍କ ର ମୃତ୍ଯୁ କୁ ନେଇ ବହୁତ ସନ୍ସପେନ୍ସ୍ ରହିଛି । ରଶ୍ମିରେଖା କୁ କିଏ ମା-ରି ଦେଇଛି ନା ସେ ନିଜେ ଜୀ-ବ-ନ ହାରି ଦେଇଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଘର ମାଲିକ ରଶ୍ମିରେଖା ଙ୍କ ମୃତ୍ଯୁ ଖବର ପୋଲିସ କୁ ଦେଇଥିଲେ । ପୋଲିସ୍ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ମୃ-ତ ଦେହ କୁ ଉଦ୍ଧାର କରିଛନ୍ତି ।

ତେବେ ଏ ନେଇ ବହୁତ ଲୋକ ବହୁତ କିଛୁ କଥା କହୁଛନ୍ତି ହେଲେ ଆସନ୍ତୁ ଜାଣିବା ଏ ଘଟଣା କୁ ନେଇ ରାନୀ ପଣ୍ଡା କ’ଣ କହିଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ରାନୀ ପଣ୍ଡା ଯାହା ବି କହନ୍ତି ସେ ସାମ୍ନା ରେ କହିବାକୁ ଭଲ ପାଆନ୍ତି । ତେବେ ରାନୀ ପଣ୍ଡା ଅଭିନେତ୍ରୀ ରଶ୍ମିରେଖା ଙ୍କ ବିଷୟ ରେ କହିଲେ କି ଆଜିକାଲି ଘର ମାଲିକ ଅବିବାହିତା ଝିଅ ମାନଙ୍କୁ ଘର ଭଡା ଦେଉ ନାହାନ୍ତି ।

ତେଣୁ ରାନୀ ପଣ୍ଡା ନିଜେ ମଧ୍ୟ ବାଧ୍ୟ ହୋଇ ମିଛ ସ୍ବାମି ଦେଖେଇ ଘର ଭଡା ନେଇ ରହିଛନ୍ତି । ଯଦି ରଶ୍ମିରେଖା ବାହା ହୋଇ ଥାନ୍ତେ ତେବେ ତାଙ୍କ ଘର ଲୋକ ବା ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ମାନେ ସମସ୍ତେ ଜାଣିବେ । ହେଲେ କେହି ଜାଣି ନଥିଲେ । ତେବେ ସେ ବାଧ୍ୟ ହୋଇ ଭଡା ଘର ନେବା ପାଇଁ ସେ ଏମିତି ନାଟକ କରିଥିବେ ।

ଯେହେତୁ ରଶ୍ମିରେଖା ଗୋଟିଏ ଝିଅ ଟିଏ ଏ କଳା କ୍ଷେତ୍ର କୁ ଆସିଛି କଳା ପ୍ରତି ତାର ବହୁତ ଦୁର୍ବଳତା ଅଭିନୟ କ୍ଷେତ୍ର୍ ରେ ନାଁ କମେଇବ । ନିଜ ର ଅଭିନୟ ରେ ଦର୍ଶକ ମାନଙ୍କ ନଜର ରେ ଆସିବ ଏମିତି ତାର ବହୁତ ସ୍ବପ୍ନ୍ ଥିବା ଆଉ ଏକୁଟିଆ ଝିଅ ଟିଏ ସେ ବାହାରେ ଘର ଭଡା ଖୋଜୁ ଥିବେ ଘର ମାଲିକ କହିଥିବେ ମ୍ୟାରେଜ ଯୋଡି ଙ୍କୁ ଘର ଭଡା ଦେବ ବୋଲି ତେଣୁ ସେ ବାହାଘର ର ମିଛ ନାଟକ କରି ରହୁଥିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.