” ବାବୁସାନ କିଏ ମୁଁ ଜାଣିନି ! ପ୍ରକୃତି ମିଶ୍ର ଜଣେ ଭଲ ଅଭିନେତ୍ରୀ ” , ପ୍ରସିଦ୍ଧ ଓଡିଆ ନିର୍ଦେଶକ କହିଲେ ଏମିତି – ଦେଖନ୍ତୁ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିବା ସହିତ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି କିଛି ଦୃଶ୍ୟ କୁ ନେଇ । ତାହେଲେ ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ କୁ ନେଇ ।

ତିନି ଦିନର ସସପେନ୍ସ ପରେ ଓଡ଼ିଶା ଫେରିଛନ୍ତି ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି । ବାବୁସାନ ପ୍ରାୟ ୮ଟା ୨୫ ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ବାବୁସାନ ଆସୁଛନ୍ତି ବୋଲି ସକାଳୁ ଚର୍ଚ୍ଚା ହୋଇଥିଲା । ତେଣୁ ମିଡିଆ ସାମ୍ବାଦିକ ଓ କ୍ୟାେ ମରାମ୍ୟାନମାନେ ବିମାନବନ୍ଦରରେ ସକାଳୁ ଭିଡ଼ ଜମାଇଥିଲେ ।

ବାବୁସାନ ପହଞ୍ଚିବା ମାତ୍ରେ ତାଙ୍କୁ ସାମ୍ବାଦିକମାନେ ଘେରିଯାଇଥିଲେ ଓ ପ୍ରଶ୍ନ ପଚାରିଥିଲେ । ବାବୁସାନ ପ୍ରଥମେ କ’ଣ କହିବେ ଓ ପ୍ରଥମେ କେଉଁଠିକି ଯିବେ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା । ଉଭୟ ବାବୁଶାନ ଓ ପ୍ରକୃତି ଙ୍କୁ ନେଇ ଅନେକ ଖବର ଆସୁଛି ଓ ଯାହାକି ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ ।

ତେବ ଏହି ଖବର କୁ ନେଇ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ କହିଲେ ଯେ ବାବୁଶାନ୍ କିଆ ମୁଁ ଜାଣେନି କିନ୍ତୁ ପ୍ରକୃତି ମିଶ୍ର ଜଣେ ସୁନାମ ଧନ୍ୟ କଳାକାର । ସେ ଜାତୀୟ ସ୍ତରରେ ବହୁତ୍ ସାରା ପୁରସ୍କାର ପାଇଛନ୍ତି ।ଯେ ହେତୁ ତାଙ୍କ ବାପା ମନ୍ମଥ ମିଶ୍ର ଜଣେ ଓଡ଼ିଶା ର ସୁନାମଧନ୍ୟ ଗୀତିକାର ଓ ନୂତନ ଶୈଳୀ ର ଗୀତ ନିର୍ମାଣ କରନ୍ତି ସେହିଭଳି ପ୍ରକୃତି ଜଣେ ସାହାଯ୍ୟ କରି ଓ ପରୋପକାରୀ । ମୋ ବ୍ୟକ୍ତିଗତ ହିସାବରେ ମୁଁ ତାଙ୍କୁ ୧୫ – ୨୦ ବର୍ଷ ହେଲା ଜାଣିଚି । ମିଡ଼ିଆ ରେ ଆସି ଏମିତି ରୋକ୍ ଠିକ୍ ଶୁଣାଇଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.