ବାବୁଶାନ (Babushan) ଙ୍କ ଫ୍ୟାନ ଏମିତି କଥା କହିଲେ ପ୍ରକୃତି (Prakruti) ମିଶ୍ର ଶୁଣିଲେ ଚକିତ ହୋଇଯିବେ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତା ବାବୁଶାନ୍ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବେଶ୍ ଚର୍ଚ୍ଚା ରେ ଅଛନ୍ତି ଉଭୟ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଭାଇରାଲ ହେଉଛି ଓ ଉଭୟ ଙ୍କ ସଂପର୍କ କୁ ନେଇ ଅନେକ ଲୋକ ଅନେକ ପ୍ରତିକ୍ରିୟା ରଖିଛନ୍ତି ।


ତାହେଲେ ବନ୍ଧୁଗଣ ଏହାରି ଭିତରେ ଯାତ୍ରା ଜଗତ ର ଅଭିନେତ୍ରୀ ରାଗିଣୀ ମଧ୍ୟ ନିଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଆମେ ହେଉଛି ପ୍ରକୃତି ମିଶ୍ର ଓ ବାବୁଶାନ୍ ଙ୍କ ଭଲ ପ୍ରଶଂସକ । ବର୍ତ୍ତମାନ୍ ସମୟ ରେ ଉଭୟ ସଂପର୍କ କୁ ନେଇ ଯେଉଁ ଭିଡିଓ ଭାଇରାଲ ହେଉଛି ଏହା କୁ ଶୁଣିବା ପରେ ଲାଜ ଲାଗୁଛି ।

ଏତେ ସବୁକିଛି ଘଟିବା ପରେ ପ୍ରକୃତି ମିଶ୍ର ଏତେ ବେହିଆଣି ତାକୁ ଲାଜ କିଛି ନାହିଁ । ସୋସିଆଲ ମିଡ଼ିଆ ରେ କହୁଛି ମୁଁ ଏମିତି ସେମିତି ମୁଁ ୪ ଜଣ ଙ୍କୁ ପୋଷି ପାରିବି , ଯଦି ୪ ଜଣ ଙ୍କୁ ପୋଷି ପାରିବି ତାହେଲେ କଣ ପାଇଁ ଛୋଟ ଛୋଟ ଡ୍ରେସ୍ ପିନ୍ଧି ହଲେଇ ହଉଛୁ । ଜଣକ ଙ୍କ ର ପରିବାର ଅଛି ପିଲା ଅଛି ପତ୍ନୀ ଅଛି , ତାର ଘର୍ ଭାଙ୍ଗିବା କଣ ଦରକାର୍ ।

ଏହି ଅଭିନେତ୍ରୀ ଜନକ ନିଜ ବିଷୟ ରେ କହିଛନ୍ତି ଯେ ଆମେ ବି ବିବାହିତ ନାରୀ ଆମେ ବି ଛୋଟ ଛୋଟ ଡ୍ରେସ୍ ପୀନ୍ଧୁ କିନ୍ତୁ କେବେ ଆମ ଇଜ୍ଜତ କୁ ଏମାନେ ବଦନାମ କରୁ ନାହିଁ । ଭୁଲ କରିଦେଲେ ହାତ ରେ ବାଡେଇ ଝାଡୁ କିମ୍ବା ଚପଳ ରେ ବାଡେଇ ଥିଲେ ଠିକ୍ ହୋଇ ଥାନ୍ତା । ତାଙ୍କ୍ ବାପା ମା ଙ୍କ ମୁହଁ ରେ ବି ଟିକେ ଲଜ୍ୟା ନାହିଁ ସେମାନେ ଯାଉଛନ୍ତି ଅଭିଯୋଗ ଦେବା ପାଇଁ ।

ସର୍ଵ ପ୍ରଥମେ ନିଜ ପିଲା କୁ ଠିକ୍ କର ପରେ ଆଉ ଯାହାକୁ ଦୋଷ ଦେବ , ସେ ପର ସଂସାର ଭାଙ୍ଗି ଦେଉଛି । ତାହେଲେ ବନ୍ଧୁଗଣ ଏହି ଭଳି ଭାବେ ଅଭିନେତ୍ରୀ ଜନକ ନିଜ ପ୍ରତିକ୍ରିୟା ରଖି ଥିଲେ । ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କୁ ସବୁ ବେଳେ କିଛି ନା କିଛି ଖବର ବହୁ ପରିମାଣ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଉଭୟ ଙ୍କୁ ନେଇ ଅନେକ କଳାକାର ଅନେକ ବ୍ୟକ୍ତି ମୁହଁ ଖୋଲି ସାରିଛନ୍ତି ।

ତାହେଲେ ବନ୍ଧୁଗଣ ଦେଖା ଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହେଉଛି ତାହା ଜଣା ପଡି ଯିବ । ଯେହେତୁ ବର୍ତ୍ତମାନ୍ ସମୟ ରେ ଉଭୟ ଚେନ୍ନାଇ ରେ ଅଛନ୍ତି ଓ ସେ ଓଡ଼ିଶା ଆସିବା ପରେ ଆଉ କିଛି ନୂଆ ତଥ୍ୟ ମିଳି ପାରେ

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.