ଦର୍ଶକ ବନ୍ଧୁ ଆପଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁସାନ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତେବେ ବର୍ତ୍ତମାନ୍ ସମୟ ରେ ବାବୁସାନ୍ ଙ୍କ ଏକ ଚଳଚ୍ଚିତ୍ର ରିଲିଜ୍ ହୋଇଛି ଯାହାର ନାମ ବିଦ୍ୟାରଣ । ତେବେ ଏହାରି ଭିତରେ ଅଭିନେତା ବାବୁସାନ୍ ଙ୍କ ଏକ ଅଡିଓ କଲ୍ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ଜାଣିବା
ତେବେ ଭାଇ ଭଲ ଅଛି , ମୁଁ କଣ ଶୁଣିଲି ତମେ କଣ ବ୍ରହ୍ମପୁର ଆସୁଛ , ତେବେ ଆସ ମୁଁ ବି ୫୦ ପିଲା ଙ୍କୁ ଠିକ କରିଛି , ରାକା ବି ଅଛି, ସିନେମା ହଲ ଭା-ଙ୍ଗି ଦେବା । ତେବେ ଏହି ଅଡିଓ କଲ ରେ ବାବୁସାନ୍ ମଧ୍ୟ କହୁଛନ୍ତି ତମେ ମାଡି ଚାଲ ମୁଁ ତମ ପଛ ରେ ଅଛି । ଚାଲ ତା ସିନେମା ହଲ ଭାଙ୍ଗି ଦେବା
ତେବେ ଜଣେ ବ୍ୟକ୍ତି ବାବୁସାନ୍ ଙ୍କ ପାଖ କୁ ଫୋନ କରି ପ୍ରଣାମ ଜଣାଇବା ପରେ ବାବୁସାନ୍ କହୁଛନ୍ତି କେମିତି ଅଛୁ , ବ୍ୟକ୍ତି ଜଣକ କହିଛନ୍ତି ଭାଇ ଭଲ ଅଛି । ତେବେ ପରେ ବ୍ୟକ୍ତି ଜନକ କହୁଛନ୍ତି ଭାଇ ବ୍ରହ୍ମପୁର ରେ ଆପଣ ଙ୍କ ଫିଲ୍ମ ନାହିଁ ବିଦ୍ୟାରାଣ ନାହିଁ । ତେବେ ବାବୁସାନ୍ କହୁଛନ୍ତି ଷ୍ଟ୍ରାଇକ୍ କରିବା , ତେବେ ଆଗେଇ ଚାଲ ।
ସବୁ ପିଲା ଚାଲ ମୁଁ ଅଛି , ତେବେ ବାବୁସାନ୍ ବ୍ୟକ୍ତି ଙ୍କୁ ପଚାରୁ ଛନ୍ତି କେତେ ପିଲା ଯୋଗାଡ କରି ପାରିବୁ । ତେବେ ଆପଣ ଆସିଲେ ଆମେ ୫୦ , ୧୦୦ ପିଲା ଯୋଗାଡ କରିଦେବୁ । ତେବେ ଫିଲ୍ମ ହଲ୍ ମାଲିକ ସହ କଥା ହେଉଥିଲି ସେ କହୁଥିଲେ ଏକ ହିନ୍ଦୀ ଫିଲ୍ମ ପଡିଛି ଓଡିଆ କଣ ପାଇଁ ପକାଇବି । ତେବେ ଏହା ବାବୁସାନ୍ କହୁଛନ୍ତି ଭାଙ୍ଗି ଦେବା ହଲ ଭାଙ୍ଗି ଦେବା ।
ତେବେ ଏହି ଭଳି ଭାବେ ଅନେକ କିଛି କଥା ହୋଇଛନ୍ତି , ତେବେ ୩ ବର୍ଷ ହେବ ଗୌତମ ହଲ ରେ ବାବୁ ଙ୍କ ସିନେମା ପଡି ନାହିଁ ଓ ସେଥିପାଇଁ ପ୍ରଶଂସକ ମାନ ଙ୍କ ମନ୍ ରେ ଅନେକ କଷ୍ଟ । ତେବେ ବାବୁ ରାକା ଙ୍କ ସହ କଥା ହୋଇ ଛନ୍ତି ଓ ଫୋନ ରେ କଥା ହେଉଥିବା ଯୁବକ ଜଣକ ମଧ୍ୟ ୧୦୦ ପିଲା ଯୋଗାଡ କରିଛନ୍ତି ଗୌତମ ହଲ ଭାଙ୍ଗିବା ପାଇଁ । ତେବେ ଖାଲି ବାବୁସାନ୍ ବ୍ରହ୍ମପୁର ରେ ପହଞ୍ଚିବା ର ଅଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।