ଅଭିନେତା ପପୁ ପମପମଙ୍କୁ କ୍ଲିନଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷ୍ ପ୍ରମାଣିତ ହୋଇଛନ୍ତି ପପୁ । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ତାଙ୍କୁ ଦୋଷମୁକ୍ତ କରାଯାଇଛି । ନିର୍ଦ୍ଦୋଶ ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍ । କହିଛନ୍ତି ଛୋଟ କଥାକୁ ମିଡିଆରେ ବଡ କରି ଦେଖାଯାଇଥିଲା । ଅଭିଯୋଗ ପରେ ସେ କିଛି ଭୁଲ ନକରି ୪୩ ଦିନ ଜେଲରେ ରହିଥିଲେ । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିବା ସହ ତାଙ୍କ ଚ-ରି-ତ୍ର ସଂ-ହା-ର କରିଥିଲେ ।
ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍ ଅ-ସ-ଦା-ଚ-ର-ଣ କରିବା ଅଭିଯୋଗ ହୋଇଥିଲା। ଏନେଇ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।
ଏନେଇ ପପୁ ପମପମ୍ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ମୁଁ ପୁରା ନିର୍ଦ୍ଦୋଷ ଥିଲି। ଶେଷରେ ନ୍ୟାୟର ବିଜୟ ହୋଇଛି। ଓକିଲଙ୍କ ସହ ପରାମର୍ଶ ପରେ ମାନହାନି ମକଦ୍ଦମା କରିବି।
ତେବେ ପପୁ ପମ ପମ ବାବୁଶାନ୍ ଓ ପ୍ରକୃତି ଙ୍କ ବିବାଦ ଭିତରେ ମିଡ଼ିଆ ଙ୍କୁ ଟାରଗେଟ୍ କରିଛନ୍ତି । ଯୌଭଳି ଭାବରେ ମିଡ଼ିଆ ଭାଇ ମାନେ ତାଙ୍କ ଘର ଆଗରେ ୬ ଦିନ ହେବ ରାତିଦିନ ପଡ଼ି ରହିଥିଲେ ସେଥି ଯୋଗୁଁ ଉତ୍ତମ ଭାଇଙ୍କ , ଅପରାଜିତା ଙ୍କ ପରିବାର ଙ୍କ ଅବସ୍ଥା , ମାନସିକ ରେ ଥିଲେ ।ମିଡ଼ିଆ ର ଆ-କ୍ରୋ-ଶ ମାନଭବ ଯୋଗୁଁ ଘରୁ ବାହାରିବା ବି ମୁସ୍କିଲ ଥିଲା ।
ଶେଷରେ ଅପରାଜିତା ମାଡାମ ସୋସିଆଲ ମିଡ଼ିଆ ରେ ହାତ ଯୋଡ଼ିବାକୁ ପଡ଼ିଲା । ମିଡ଼ିଆ ଭାଇ ଙ୍କୁ ପରାମର୍ଶ ଦେଇ କହିଛନ୍ତି ଲୋକଙ୍କୁ ଭଲ ନିଉଜ୍ ଦେଖାନ୍ତୁ ନାଁ କି ବାବୁଶାନ୍ ଘର ଆଗରେ ରହି ବାବୁଶାନ୍ ହଗିଲା ପାଡ଼ିଲା ଏହି ନିଉଜ ଦେଖାଇବା କେତେଦୂର ଠିକ୍ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।