ବାବୁଶାନ୍ ଙ୍କ ସିନେମା ଦେଖିବା ପାଇଁ ଗଲେ ସବ୍ୟସାଚୀ (Sabya) ଓ ଅର୍ଚ୍ଚିତା (Archita) – ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଦୁଇ ବର୍ଷ ମଧ୍ୟ ରେ କୌଣସି ଚଳଚ୍ଚିତ୍ର ଆସି ନ ଥିଲା କି ସିନେମା ହଲ ରେ ଗହଳି ମଧ୍ୟ ଦେଖିବାକୁ ମିଳି ନ ଥିଲା । ତେବେ ଦୀର୍ଘ ଦୁଇ ବର୍ଷ ପରେ ପଡିଛି ନୂଆ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ପ୍ରେମମ୍ । ତେବେ ବନ୍ଧୁଗଣ ଏହି ଚଳଚ୍ଚିତ୍ର ଟି କୁ ଦେଖିବା ପାଇଁ ଆସିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡ଼ି ସବ୍ୟ ଓ ଅର୍ଚ୍ଚିତା ।

 

 

 

 

ହଁ ବନ୍ଧୁ ଏହି ଯୋଡି ଙ୍କ ସହ ନଜର ଆସିଛନ୍ତି ଆଉ ଏକ ଯୋଡି ଓ ଏହି ଯୋଡ଼ି ହେଉଛନ୍ତି ପ୍ରେମମ ର ମୁଖ୍ୟ ଅଭିନେତା ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ସମସ୍ତେ ଏକାଠି ଚଳଚ୍ଚିତ୍ର ଦେଖିବା ପାଇଁ ଯାଇଛନ୍ତି ଓ ସେଠାରେ କିପରି ମଜା ମସ୍ତି କରିଛନ୍ତି ତାହା ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।

 

 

 

 

 

ତେବେ ବନ୍ଧୁଗଣ କରୋନା କାରଣ ରୁ ନା କୌଣଷି ଚଳଚ୍ଚିତ୍ର ସୁଟିଂ ହେଉ ପାରୁ ନ ଥିଲା , ତେବେ ବର୍ତ୍ତମାନ୍ ସମୟ ରେ କିଛି ଚଳଚ୍ଚିତ୍ର ସୁଟିଂ ଚାଲିଥିବା ସମୟ ରେ ସିନେମା ହଲ ରେ ରିଲିଜ୍ ହୋଇଛି ପ୍ରେମମ , ତେବେ ଦର୍ଶକ ମାନେ ଏହି ଚଳଚ୍ଚିତ୍ର ଟି କୁ ବହୁତ୍ ସାରା ଭଲ ପାଇବା ଦେଉଛନ୍ତି ।

 


 

ତେବେ ବନ୍ଧୁଗଣ ଏହି ଚଳଚ୍ଚିତ୍ର ରେ ଅଭିନେତା ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁଖ୍ୟ ଚରିତ୍ର ରେ ନଜର ଆସୁଛନ୍ତି , ତେବେ ଉଭୟ ଙ୍କ ଜବରଦସ୍ତ ଅଭିନୟ ପାଇଁ ଏହି ଚଳଚ୍ଚିତ୍ର ଟି ସୁପର ହିଟ ହୋଇ ପାରିଛି ଓ ଦର୍ଶକ ମାନେ ମଧ୍ୟ ଏହି ଚଳଚ୍ଚିତ୍ର ଟି କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ତେବେ ଏହି ଚଳଚ୍ଚିତ୍ର ରେ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ଭଳି ଆହୁରି ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଦେଖିବାକୁ ପାଇବେ ।

 

 

 

 

 

 

ତେବେ ଏହି ଚଳଚ୍ଚିତ୍ର ଟି ସିନେମା ହଲ ରେ ପଡ଼ିବା ପରେ ବହୁ ଦର୍ଶକ ଏହି ଚଳଚ୍ଚିତ୍ର ପ୍ରେମମ ଙ୍କୁ ଦେଖିବାକୁ ଯାଉଛନ୍ତି । ତେବେ କେବଳ ଦର୍ଶକ ନୁହଁନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଦେଖିବାକୁ ଯାଉଛନ୍ତି । ତେବେ ଏହାରି ଭିତରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟ ଏବଂ ଅଭିନେତ୍ରୀ ଅର୍ଚ୍ଚିତା , ବାବୁସାନ୍ ଏବଂ ପ୍ରକୃତି ମିଶ୍ର ଙ୍କ ସହ ପ୍ରେମମ ଚଳଚ୍ଚିତ୍ର ଟି କୁ ଦେଖିବା ପାଇଁ ଯାଇଛନ୍ତି ଓ ସେଠାରେ ବହୁ ସାରା ମଜା ମସ୍ତି କରିଛନ୍ତି , ତେବେ ଏହି ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।

Leave a Reply

Your email address will not be published.