ବାବା ମୋତେ ଅନ୍ଧାରୁଆ ଜାଗା କୁ ନେଇଗଲେ ୨୦ ମିନିଟ୍ ଯାଏଁ ମୋ ସହିତ ରୋ-ମା-ନ୍ସ କଲେ ତା’ପରେ…” ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଜଣେ ଏମିତି ଜଣେ ବାବା ଙ୍କ ବିଷୟ ରେ ଜାଣିବା ଯିଏ କି ଜଣେ ମହିଳା ଙ୍କୁ ସୁସ୍ଥ କରିବାକୁ କହି ତାଙ୍କୁ ଦୁ-ଷ୍କ-ର୍ମ କରିଛି । ହଁ ବନ୍ଧୁ ଏହି ଖବର ଟି ବେଶ୍ ଚର୍ଚ୍ଚା ଥିବା ସମୟ ରେ ଦୁ-ଷ୍କ-ର୍ମ ର ଶିକାର ହୋଇଥିବା ମହିଳା ଜଣକ ଥାନା ରେ ଅଭିଯୋଗ କରିଛନ୍ତି । ତାହେଲେ ଆସନ୍ତୁ ଏହି ବିଷୟ ରେ ସମ୍ପୂର୍ଣ ଖବର ଟି କଣ ରହିଛି ଜାଣିବା ।


ତାହେଲେ ବନ୍ଧୁଗଣ ଏହି ଭଳି ଏକ ଲଜ୍ୟା ଜନକ ଖବର ଆସିଛି ଭଟଲି ଥାନା କାର୍ଲାଜୁରୀ ରୁ । ଏହି ବାବା ଜଣକ କମଗାଁ ସରକାରୀ ହାଇ ସ୍କୁଲ ରେ ଶିକ୍ଷକ ହେବା ସହ ସେହି ଗ୍ରାମ ରେ ବାବା ଭାବ ରେ ବେଶ୍ ପରିଚିତ । ତାଙ୍କ୍ ନାମ ହେଉଛି ବିଜୟ ନାଏକ , ତାହେଲେ ବିଜୟ ଜଣେ ମହିଳା ଙ୍କୁ ସୁସ୍ଥ କରାଇବାକୁ ନେଇ ଦୁ-ଷ୍କ-ର୍ମ କରିଛି ।

ତାହେଲେ ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ବିଜୟ ଜଣେ ପ୍ରସିଦ୍ଧ ବରୁଆ ଭାବେ ବେଶ୍ ପରିଚିତ ଓ ତାଙ୍କ ଦେହ ରେ ମା କମଗେଇ ଦେବୀ ପ୍ରକଟ ହୁଅନ୍ତି ଏବଂ ଏହା ଟି ଫଳ ରେ ସେ ଅନେକ ଲୋକ ଙ୍କ ଦୁଃଖ ହାରି ପାରନ୍ତି । ସେଥିପାଇଁ ସେହି ସ୍ଥାନ କୁ ଶହ ଶହ ଭକ୍ତ ଯାଇ ଥାଆନ୍ତି । ଠିକ୍ ସେହିଭଳି ଭାବେ ଜଣେ ମହିଳା ବିଜୟ ଙ୍କ ପାଖ କୁ ଗତ ରବିବାର ଦିନ ଯାଇଥିଲେ ।

ମହିଳା ଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ଯାଇଥିଲେ , ତାହେଲେ ପ୍ରେମ ବିବାହ କରିବା ପରେ ତାଙ୍କ ଦେହ ସଦା ସର୍ବଦା ଅସୁସ୍ଥ ରହି ଥିବାରୁ ସେ ସୁସ୍ଥ ହେବ ପାଇଁ ଯାଇଥିଲେ । ବିଜୟ ତାଙ୍କ ଦେହ ରେ କାଳୀ ଅଛନ୍ତି ବୋଲି କହି ତାଙ୍କ ଦେହ ରୁ ବାହାର୍ କରିବା ପାଇଁ ଅନ୍ଧାର ସ୍ଥାନ କୁ ଯିବା ପାଇଁ କହି ନିଜ ଘର୍ ପଛ ପଟୁ ନେଇ ତାଙ୍କ ସହିତ ଅନ୍ଧାର ରେ ଧ-ର୍ଷ- ଣ କରିଥିବା ନେଇ ଲିଖିତ ଭାବେ ଥାନା ଅଭିଯୋଗ କରିଛନ୍ତି ମହିଳା ।

ତାହେଲେ ବର୍ତ୍ତମାନ୍ ସମୟ ରେ ପୋଲିସ ଅଭିଯୋଗ ଅନୁଯାୟୀ ବିଜୟ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ବିଜୟ ବିଜୟ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହି ତାଙ୍କ ଦେହ ରୁ ଛଡେଇ ଦେଇ ତାଙ୍କୁ ସୁସ୍ଥ କରି ଦେଇଛନ୍ତି ବୋଲି କହିଛନ୍ତି । ଏହି ଖବର ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.