ବହୁତ ଦିନ ପରେ ପୁଣି ଠାରେ ଏକାଠି ହେଲେ ସିଦ୍ଧାନ୍ତ (sidhant) ଓ ରଚନା(rachana) – ଦେଖନ୍ତୁ ଭିଡିଓ

ବିଶେଷ ମନୋରଞ୍ଜନ

ବହୁତ ଦିନ ପରେ ଏକାଠି ହେଲେ ସିର୍ଦ୍ଧାନ୍ତ ଆଉ ରଚନା । ଆପଣ ମାନେ ଏହି ଜୋଡି କୁ ବହୁତ ଭଲ ଭାବରେ ଜାଣି ଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ରଚନା ଓ ସିର୍ଦ୍ଧାନ୍ତ ଙ୍କ ଯୋଡି କୁ ସମସ୍ତେ ବହୁତ ଭଲ ଭାବରେ ଜାଣନ୍ତି ଆଉ ବହୁତ ଭଲ ମଧ୍ୟ ପାଆନ୍ତି । ତେବେ ଆସନ୍ତୁ ଜାଣିବା କ’ଣ କହିଲେ ଅଭିନେତ୍ରୀ ରଚନା ଓ ଅଭିନେତା ସିର୍ଦ୍ଧାନ୍ତ ମହାପାତ୍ର । ରଚନା ଙ୍କ ର ଭୁବନେଶ୍ଵର ରେ କାମ କରିବା ବହୁତ ବର୍ଷ ହୋଇ ଗଲାଣି । ଆଉ ସେ ଜୀ ସାର୍ଥକ ପାଇଁ ହିଁ ସେ ଆସିକି ଏଠାରେ ପ୍ରଫୋମାନ୍ସ ଦେଇ ପାରିଛନ୍ତି ।

ଏବେ ବି ସେ ଜୀ ସାଥିରେ ବହୁତ ଦିନ ଧରି କାମ କରି ଆସୁଛନ୍ତି । ଜୀ ତରଫ ରୁ ତାଙ୍କ ଅନୁରୋଧ କରିଥିଲେ ଜୀ ସାର୍ଥକ କୁ ଆସିବା ପାଇଁ ସେଇଠି ପାଇଁ ସେ ଭୁବନେଶ୍ଵର କୁ ଆସି ପାରିଛନ୍ତି । ବହୁତ ଦିନ ପରେ ଓଡିଶା କୁ ଆସି ତାଙ୍କୁ ବହୁତ ଭଲ ଲାଗୁଚି । ବହୁତ ପୁରୁଣା ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ବହୁତ ଭଲ ଲାଗୁଚି ତାଙ୍କୁ । ତାଙ୍କ ର ବହୁତ ପୁରୁଣା ପ୍ରଡୁସର୍ ଓ ବହୁତ ପୁରୁଣା ଡାଇରେକ୍ଟର ଙ୍କ ସହ ଦେଖା କଲେ । ସେ ଓଡିଶା ରେ ବହୁତ ଦିନ ଧରି ଯେହେତୁ କାମ କରିଛନ୍ତି ସେଥି ପାଇଁ ତାଙ୍କୁ ବହୁତ ଭଲ ଲାଗେ ଏଠାରେ ।

ହିରୋ ସିର୍ଦ୍ଧାନ୍ତ ମହାପାତ୍ର ମଧ୍ୟ କହିଲେ କି ଯଦି କେବେ ତାଙ୍କୁ ସୁଯୋଗ ମିଳେ ତାହେଲେ ସେ ନିଶ୍ଚିତ ଭାବରେ ଅଭିନୟ କରି ରଚନା ବାନାର୍ଜୀ ଙ୍କ ସହିତ । ଦର୍ଶକ ମାନଙ୍କ ପାଇଁ ଓ ତାଙ୍କ ମନୋରଞ୍ଜନ ପାଇଁ ସେ ନିଶ୍ଚିତ ତାଙ୍କ ସହ କାମ କରିବେ । ସେମାନେ ଦୁହେଁ ମିଶି ଅଭିନୟ କରିବେ ଯଦି କିଛି ଭବିଷ୍ୟତ ରେ ଭଲ କାହାଣୀ ହେବ ଆଉ ଯାହା ସମସ୍ତ ଙ୍କୁ ବହୁତ ଭଲ ଲାଗିବ ତାହେଲେ ସେ ଦୁହେଁ ମିଶି ନିଶ୍ଚିତ ଭାବରେ ଏକ ବଡ଼ ପରଦା ରେ ଦେଖାଦେବେ ।

ତେବେ ବହୁତ ଦିନ ପରେ ଦୁହେଁ ଏକାଠି ହେବା ସମସ୍ତ ଙ୍କ ପାଇଁ ଆଣିଥିଲା ଖୁସି ଖବର କାରଣ ସାରା ଓଡିଶା ବାସୀ ରଚନା ଓ ସିର୍ଦ୍ଧାନ୍ତ ଙ୍କ ଯୋଡି କୁ ବହୁତ ଭଲ ପାଆନ୍ତି । ଆଉ ଭବିଷ୍ୟତ ରେ ଯଦି କେବେ ଏକାଠି ସିନେମା କରିବେ ତାହେଲେ ଆଶା ଅଛି ସେମାନଙ୍କ ସିନେମା ନିଶ୍ଚିତ ଭାବରେ ଦର୍ଶକ ମାନଙ୍କ ମନ କୁ ଜିତି ପାରିବେ ।

 

Leave a Reply

Your email address will not be published.