ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ବହୁତ କିଛି ଭିଡିଓ ଆମେ ମାନେ ସୋସିଆଲ୍ ମିଡ଼ିଆ ଦ୍ବାରା ଦେଖି ପାରୁ । ସୋସିଆଲ୍ ମିଡ଼ିଆ ପେଜ ଖୋଲିବା ମାତ୍ରେ କିଛି ନା କିଛି ନୂଆ ଭିଡିଓ ଦେଖି ବାକୁ ମିଳେ । ବର୍ତ୍ତମାନ ସମୟ ରେ ସୋସିଆଲ୍ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ବନି ସାରିଛି ଜାହା କି ସମସ୍ତ ଙ୍କ ପାଇଁ ଅତି ପ୍ରିୟ ପ୍ଲାଟଫର୍ମ ବନି ସାରିଛି ।
ତେବେ ସୋସିଆଲ୍ ମିଡ଼ିଆ ରେ ଆମେ କାହାର ବି ଡିଟେଲ୍ସ ଦରକାର ହେଲେ ଅତି ସହଜ ରେ ମିଳି ଯାଏ । ବର୍ତ୍ତମାନ ପାଇଁ ସୋସିଆଲ ମିଡ଼ିଆ ଏମିତି ଏକ ପାର୍ଟଫର୍ମ ସାଜି ସାରିଛି ଯାହା ଲୋକ ମାନଙ୍କ ମଧ୍ୟ ରେ ଥିବା ଟ୍ୟାଲେଣ୍ଟ ଗୁଡିକୁ ଖୋଜି ଖୋଜି ବାହାର କରିବାରେ ମଧ୍ୟ ସକ୍ଷମ ହୋଇ ପାରିଛି ।
ତେବେ ଆପଣ ମାନେ ମଧ୍ୟ ଜାଣିଥିବେ କି ସୋସିଆଲ୍ ମିଡ଼ିଆ ରେ ବହୁତ ସାରା ଭିଡିଓ ଭାଇରାଲ୍ ହେଉଛି ଯେପରି କି କମେଡି ହଉ କି ଇମୋସ୍ନାଲ୍ ଭରା ଭିଡିଓ ସବୁ ଭେରାଇଟିର ଭିଡିଓ ଦେଖିବାକୁ ମିଳେ । ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ କୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ ଟିକୁ ।
ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପ୍ରାଙ୍କ୍ ଭିଡିଓ କେତେ ମାତ୍ରା ରେ ଭାଇରାଲ ହୁଏ । ଏହି ପ୍ରାଙ୍କ୍ ଭିଡିଓ ରେ ମଧ୍ୟ ବହୁତ ଲୋକ ମଜ୍ଜା ଓଠେଇଛନ୍ତି । ତେବେ ଆପଣ ମାନେ ଏହି ଭିଡିଓ କୁ ଦେଖି ପାରୁଥିବେ କି ଏହି ଭିଡିଓ ରେ କେତେ ପ୍ରାଙ୍କ୍ ହେଉଛି ଆଉ ଆପଣ ମାନେ ଏହି ଭିଡିଓ ଦେଖି ନିଜର ହସ କୁ ରୋକି ପାରୁ ନଥିବେ ।
ଏହି ପରି ଭିଡିଓ ଦେଖିବାକୁ ବହୁତ ଦର୍ଶକ ମାନେ ମଧ୍ୟ ପସନ୍ଦ କରୁଛନ୍ତି । ଆପଣ ମାନେ ଦେଖି ପାରୁଥିବେ କି କିପରି ଭାବରେ ଚେୟାର୍ ପୁଲିଙ୍ଗ୍ ପ୍ରାଙ୍କ୍ କରା ଯାଉଛି କିଛି କିଛି ଲୋକ କ’ଣ ହେଲା ଭାବି କିଛି ଭାବି ପାରୁ ନାହାନ୍ତି । ଆଉ କିଛି କିଛି ଲୋକ ଏହି ପ୍ରାଙ୍କ୍ ର ଶିକାର ହେଇ ଯିଏ ଏହି ପ୍ରାଙ୍କ୍ କରୁଛି ତାଙ୍କୁ ବାଡେଇ ବାକୁ ତଡୁଛନ୍ତି । ତେବେ ଏହି ସବୁ ଭିଦିଓ ଦେଖି ଆପଣ ମାନେ ମଧ୍ୟ ଆପଣ ମାନଙ୍କ ର ହସ କୁ ରୋକି ପାରିବେନି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।