ବର୍ଷା (Varsha) ଘରୁ ଯିବା ପରେ ଏବେ ଶାନ୍ତିରେ ଶୋଇବି , ୮ ବର୍ଷକାଳ ଅଶାନ୍ତିରେ କାଟିଛି ପୁରା ଥକି ଯାଇଥିଲିି – ଅନୁଭବ (Anubhav) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଫୁଣିଥରେ ଅନୁଭବ ଙ୍କ ଉପରେ ଏକ ନୂଆ ଭିଡିଓ ଆସିଛି । ଏବେ ମୁଁ ଶାନ୍ତି ରେ ଶୋଇ ପାରିବି । ଏବେ ମୁଁ ଶାନ୍ତି ରେ ଟିକେ ନିସ୍ବାସ ନେଇ ପାରିବି । ଆପଣ ମାନେ ଜାଣିଥିବେ କି ଯେତେବେଳେ ଅନୁଭବ ସୋସିଆଲ୍ ମିଡ଼ିଆ ରେ ବୈବାହିକ ଆଉ ବାଦ ବିବାଦ ଓ ଅସାନ୍ତି ର ବିଷୟ ରେ କହୁଥିଲେ ସେହି ସମୟ ରେ କାନ୍ଦି କାନ୍ଦି କିଛି ଏଭିଳି କହିଥିଲେ । ସେ କହିଥିଲେ କି ସେ ରାତି ରେ ଶାନ୍ତି ରେ ଶୋଇ ପାରୁ ନାହାନ୍ତି ।


ତାଙ୍କ ମନ ସଦାବେଳେ ଅସାନ୍ତି ରେ ରହୁଛି । ଜୀବନ ର ସବୁ ପରିଶ୍ରମ ପରେ ମଧ୍ୟ ଜୀବନ ରେ କିଛି ଖୁସି ଟିକେ ନାହିଁ । ତାଙ୍କ ଜୀବନ ର କିଛି ନିଷ୍ପତି ଅନୁଭବ ଙ୍କ ଜୀବନ ରେ କିଭଳି ଦୁଃଖ ଆଣି ଦେଇଛି ତାହା ମଧ୍ୟ ଦୁଃଖ ରେ ସେ କହିଥିଲେ । ପିଲାବେଳୁ ତାଙ୍କର ଯେଉଁ ବାପା ମାଆ ପିଲା ଦିନୁ ରୁ ତାଙ୍କ ଯତ୍ନ ନେବା ସହ ତାଙ୍କ ପାଠ ପଢା ଖର୍ଚ୍ଚ ଉଠେଇବା ଠୁ ତାଙ୍କ ର ସବୁ କିଛି ବହନ କରୁଥିଲେ ଆଉ ଅନ୍ୟ ପିଲାଙ୍କ ଠାରୁ ଆମେ ଯେମିତି କମ ବୋଲି ମାନେ କରିବୁନୁ ସେଥିପାଇଁ ବାପା ମାଆ ଆମ ପାଇଁ ସବୁ କିଛି କରୁଥିଲେ ।

ଆଜି ସେମାନଙ୍କୁ କିଛି ଖୁସି ଦେଇ ପାରୁ ନାହାନ୍ତି । ବର୍ଷା ଓ ଅନୁଭବ ଙ୍କ ବୈବାହିକ ହେବା ପରେ ପରିବାର ରେ ଯେଉଁ ଅଶାନ୍ତ ର ଯେଉଁ ବତାବରଣ ଆସି ଯାଇଥିଲା ତାହାକୁ ନେଇ ଅନୁଭବ ତାଙ୍କ ଜୀବନ ରେ ବହୁତ ଚିନ୍ତିତ ଥିଲେ ଆଉ ମନେ ମନେ ବହୁତ କାନ୍ଦୁଥିଲେ । ବାପା ମାଆ କୁ ସେ ସେତିକି ସୁଖ ଟିକେ ଦେଇ ପାରୁ ନଥିଲେ ସେ ଯାହା ଭାବିଥିଲେ । ଏହି ସବୁ ବିଷୟ ରେ ସେ ଏକ ଭିଡିଓ ରେ କାନ୍ଦି କାନ୍ଦି ଏ ସବୁ ବିଷୟ ରେ କହୁଥିଲେ ।

ସେପଟେ ଅନୁଭବ ଙ୍କ ପୈତୃକ ଘରେ ବର୍ଷା ରହୁଥିଲେ । ଆଉ ବହୁତ ଲମ୍ବା ସମୟ ରୁ ସେ କେସ ଲଢୁ ଥିଲେ । ଆଉ ଅନୁଭବ ଙ୍କ ଜୀବନ କେତେ ଦୁଃଖ ରେ ଆଉ କେତେ ଯନ୍ତ୍ରଣା ରେ କଟୁ ଥିଲା ତାହା ସୋସିଆଲ୍ ମିଡ଼ିଆ ରେ ନିଜେ ଅନୁଭବ ଭିଡିଓ କରି ସେୟାର୍ କରି କହୁଥିଲେ। ଏବେ ଦୀର୍ଘ 14 ବର୍ଷ ଯାଏଁ ଏଭଳି ଛଟପଟ ହୋଇ ଦିନ କାଟୁ ଥିଲେ ଅନୁଭବ । ସେ ଭିଡିଓ ରେ ଅନୁଭବ କହିଛନ୍ତି ।

ଆଉ ଯେତେବେଳେ ବର୍ଷା ଙ୍କୁ କୋର୍ଟ ରୁ ନିର୍ଦ୍ଦେଶ୍ ଆସିଲା ସେ ଅନୁଭବ ଙ୍କ ପୈତୃକ ଘର ଛାଡିବେ ସେତେବେଳେ ଏହା ଶୁଣି ଅନୁଭବ ମନ ଙ୍କୁ ବହୁତ ଶାନ୍ତି ମିଳିଥିଲା । ଯେଉଁଠି ଅନୁଭବ ଙ୍କ ବାପା ମାଆ ଓ ତାଙ୍କ ପୁରା ପରିବାର ସହ ଫୁଣିଥିରେ ତାଙ୍କ ନିଜ ଘରକୁ ଫେରି ଆସିବେ । ଅନୁଭବ ତାଙ୍କ ବାପା ମାଆ ଙ୍କ ବିଷୟ ରେ ଚିନ୍ତା କରି କାନ୍ଦୁଥିଲେ ଆଉ ରାତି ରେ ଶାନ୍ତି ରେ ଶୋଇ ପାରୁ ନଥିଲେ ଆଜି ଶାନ୍ତି ରେ ଶୋଇ ପାରିବେ ।

ଆଉ ତାଙ୍କ ପୁରା ପରିବାର କୁ ସେ ଏବେ ଖୁସି ଦେଇ ପାରିବେ । ଏ ଖୁସି କେତେ ଖୁସି ଅନୁଭବ ଙ୍କ ଆଖି ଲୁହ କୁ ଦେଖି ଆପଣ ମାନେ ଜାଣି ପାରିବେ । ବର୍ଷା ଙ୍କୁ ଘର ଛାଡିବା ପାଇଁ କୋର୍ଟ ନିର୍ଦ୍ଦଶେ ପରେ ଅନୁଭବ ନିଜ ଓକିଲ ଙ୍କୁ ଧରି କାନ୍ଦି ପକାଉ ଥିଲେ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.