ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ଅଧିକ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି ଓ ବେଳେ ନିଜ ଶୁଟିଙ୍ଗ ସେଟ ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଦୃଶ୍ୟ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ଥାନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଶା ର ଘର ଘରେ ପରିଚିତ ହେବା ସହିତ ଏକ ସତନ୍ତ୍ର ପରିଚୟ ପାଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ।
ତେବେ ବହୁ ସାରା ଚଳଚ୍ଚିତ୍ର ରେ ଏକାଠି ହୋଇ ଜବରଦସ୍ତ ଅଭିନୟ କରି ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ । ତେବେ ଉଭୟ ସୁଟିଂ ସେଟ ରେ ଭଲ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ବିବାହ ର କିଛି ଦିନ ପର୍ଯ୍ୟନ୍ତ ବେଶ୍ ଖୁସି ରେ ରହିଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ଉଭୟ ଅଲଗା ହୋଇ ଯାଇଛନ୍ତି ନିଜ ପାରିବାରିକ ବିବାଦ ପାଇଁ , ତେବେ ବନ୍ଧୁଗଣ ଉଭୟ ଙ୍କ ମାମଲା ଟି ବର୍ତ୍ତମାନ୍ ସମୟ ରେ କୋର୍ଟ ରେ ବିଚାରାଧୀନ ଚାଲିଛି । ତେବେ ଏହି ବିବାଦ ଟି ଅନେକ ଦିନ ହୋଇଥିଲେ ମଧ୍ୟ ସମାଧାନ ହୋଇ ନାହିଁ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ମାନ୍ୟବର କୋର୍ଟ ଅନୁଭବ ଦାଖଲ କରିଥିବା ପିଟିସନ କୁ ଗ୍ରହଣ କରି କୋର୍ଟ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଗତ ଦୁଇ ମାସ ଭିତରେ ଅନୁଭବ ଙ୍କ ପୈତୃକ ଘର୍ ଛାଡ଼ିବା ପାଇଁ।
ତେବେ ଏଥି ସହିତ ଅନୁଭବ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଙ୍କ ଭରଣ ପୋଷଣ କରିବା ପାଇଁ ମାସିକ ୩୦ ହଜାର ଟଙ୍କା ଦେବେ ଓ ବର୍ଷା ପ୍ରିୟଦର୍ଶିନୀ ନିଜ ପାଇଁ ଘର୍ ଖୋଜିବେ ଓ ଏହି ନିର୍ଦ୍ଧେଶ କୁ ନେଇ ସେ ଉପର କୋର୍ଟ କୁ ଯିବେ । ତେବେ ଏହି ବିବାଦ ଯେମିତି ମୋଡ଼ ନେଇଛି ବିବାଦ ଟି ର ସମାଧାନ ହୋଇ ପାରିବ ନାହିଁ କି ଉଭୟ ଆଉ ଏକଠି ହୋଇ ରହି ପାରିବେନି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।