ବର୍ଷା ଟୁଙ୍ଗୁରୁର ମିଛ କାହାଣୀକୁ ବୁଝିଗଲେଣି ସେଥିପାଇଁ ପାଇଁ କହିଲେ ପୁଅ କହୁଛି ଜାନ୍ ବାପା କହୁଛି ବୁଢୀ – ଦେଖନ୍ତୁ Video

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳ ଙ୍କ ପ୍ରେମ କାହାଣୀ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉଭୟ ଙ୍କ ପ୍ରେମ୍ କାହାଣୀ ଯେତିକି ଲଜ୍ୟା ଜନକ ସେତିକି ହାସ୍ୟ ମଧ୍ୟ । ତେବେ ଉଭୟ ଚର୍ଚ୍ଚା କୁ ଆସିବା ପରେ ଟୁଙ୍ଗୁର ଭୋଳ ବର୍ଷା ଙ୍କୁ ଜାଣି ନାହାଁନ୍ତି ଭଳି ଅନେକ କଥା କହିଥିଲେ ଗଣ ମାଧ୍ୟମ ସାମ୍ନା ରେ ।

କିନ୍ତୁ ଏପଟେ ଟୁଙ୍ଗୁର ଭୋଳ ବର୍ଷା କୁ କହୁଛି ତୁ ଖାଇ ପିଇ ଘରେ ଆରାମ ରେ ରହ ବିଲକୁଲ ଟେନସନ ହଁ ନା । ମୁଁ ପୂର୍ବ ରୁ ଅଟୋ ଚଳାଉ ଥିଲି ବର୍ତ୍ତମାନ୍ ଫିଲ୍ମ ସୁଟିଂ କରିବି । ହଁ ବନ୍ଧୁ ଏହି ଟୁଙ୍ଗୁର ଭୋଳ ବହୁତ୍ ଚାଳକ ଅଛି । ଏପଟେ କହୁଛି ମୁଁ ବର୍ଷା ଭୋଳ କୁ ଜାଣି ନାହିଁ କିନ୍ତୁ ଏପଟେ କହୁଛି ତୋ ଛଡା ମୋର କେହି ନାହାଁନ୍ତି ।

ତେବେ ବନ୍ଧୁଗଣ ଟୁଙ୍ଗୁର ଭୋଳ ବର୍ଷା ଙ୍କ ପୂର୍ବ ରୁ ଯେମିତି କଥା ହେଉଥିଲା ବର୍ତ୍ତମାନ୍ ମଧ୍ୟ ଠିକ ସେହିଭଳି କଥା ହେଉଛନ୍ତ । ଯାହାର ପ୍ରମାଣ ଆପଣ ମାନେ ନିଶ୍ଚୟ ଶୁଣିଥିବେ ଓ ଦେଖିଥିବେ ମଧ୍ୟ । ତେବେ ବନ୍ଧୁଗଣ ଯଦି ଆମେ ଦୁଇ ଦିନ ତଳ ର କଥା କହିବା ତେବେ ଟୁଙ୍ଗୁର ଭୋଳ କହିଥିଲେ ବର୍ଷା ମୋର୍ କେହି ନୁହେଁ ।

ତେବେ ହସ୍ପିଟାଲ୍ ରେ ତାର ମୋର ଦେଖା ହୋଇଥିଲା ଓ ସେ କହିଥିଲା ଘରେ ଛାଡ଼ି ଦେବା ପାଇଁ । ତେବେ ପରେ ମୋ ଫୋନ ନମ୍ୱର୍ ରଖି ନବା ଆଣିବା ପାଇଁ କହୁଥିଲା ଏବଂ ଘର୍ କୁ ଡ଼ାକି ମୋତେ ଖାଇବାକୁ ଦେଇ ଫଟୋ ଉଠାଇଲା ଓ ପରେ କହିଲା ମୁଁ ତମ ସହ କୋର୍ଟ ମ୍ୟାରେଜ କରିବି ।

ତେବେ ପରେ ଟୁଙ୍ଗୁର ଭୋଳ ବର୍ଷା ଙ୍କୁ କହିଥିଲେ ତୁମର ସ୍ୱାମୀ ପିଲା ଛୁଆ ଅଛନ୍ତି ଓ ମୋ ବାପା ମା ମଧ୍ୟ ମୋ ଠାରୁ କିଛି ଆଶା ରଖି ଛନ୍ତି । ତେବେ ଏହି ଭଳି ଭାବେ ନିଜ ପ୍ରତିକ୍ରିୟା ରଖିଥିଲା ଆଲୋକ ଭୋଳ । ତେବେ ବର୍ତ୍ତମାନ୍ ସମୟ ରେ ସତ୍ୟ କଣ ତାହା ଜଣା ପଡି ଯାଇଛି । ତେବେ ଉଭୟ ଫୋନ ରେ ବାର୍ତ୍ତାଳାପ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଉଭୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଉଭୟ ଙ୍କୁ ନେଇ ଅନେକ ଖବର ମଧ୍ୟ ଆସୁଛି । ତେବେ ଉଭୟ ଙ୍କ ପ୍ରେମ୍ ଅଜବ ପ୍ରେମ । ଟୁଙ୍ଗୁର ଏମିତି ଭଲ ପାଇଲା ଯେ ବର୍ଷା ଭୋଳ ବାଧ୍ୟ ହେଲେ ତାଙ୍କ ସ୍ବାମୀ ପିଲା ଛୁଆ ଙ୍କୁ ଛାଡିବା ପାଇଁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.