ବର୍ଷା କହିଲେ ମୋ ସହିତ ଟୁଙ୍ଗୁରୁର ଅ-ନ୍ତ-ର-ଙ୍ଗ ଫୋଟୋ ସେ ନିଜେ ଉଠାଇଥିଲେ ..ଏବେ ସେଗୁଡା ଭାଇରଲ ହେଉଛି..ମୋତେ ନ୍ୟାୟ ଦରକାର – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର ଭୋଳ ଙ୍କ ପରେ ବର୍ଷା ଭୋଳ ଙ୍କୁ ନେଇ ଆସି ଯାଇଛି ଏକ ଗୀତ , ବର୍ଷା କାନ୍ଦୁଛି ରେ ବସି ଏକା । ତେବେ ଫୁଲେଶ୍ୱର୍ ବସ୍ତି ର ଟୁଙ୍ଗୁର ଭୋଳ ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ , ତେବେ ବର୍ଷା ଭୋଳ ଙ୍କ ପ୍ରେମ କାହାଣୀ କୁ ନେଇ ଆପଣ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ ।


ତେବେ ଏହା ଟି ଭିତରେ ବର୍ଷା ଭୋଳ ଗଣ ମାଧ୍ୟମ ନିକଟ ରେ ଅ-ନ୍ତ-ର-ଙ୍ଗ ଫଟୋ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତେବେ କହିଛନ୍ତି ସେ ଯେଉଁ କାମ କରିଛି ଏହି ବର୍ଷା ଭୋଳ ସହିତ ଯାହା କରିଛି ସେ ଆଉ କାହା ସହ ନ କରୁ । ତେବେ ମୋଦି ସରକାର୍ ବାପାଙ୍କୁ ନମସ୍କାର ଓ ନବୀନ ସରକାର ବାପା କୁ ମୋର୍ ନମସ୍କାର ଜଣାଇ ବର୍ଷା କହିଛନ୍ତି ଏ ନାରୀ କୁ ନ୍ୟାୟ ଦରକାର ।

ତେବେ ସେ ଅ-ନ୍ତ-ର-ଙ୍ଗ ଫଟୋ ସେ ତାଙ୍କ ସ୍ୱଇଚ୍ଛା ରେ ଉଠାଇ ଥିଲେ , ତେବେ ଫଟୋ ତାଙ୍କ ପାଖ ରେ ଅଛି ମୋ ପାଖରେ ମଧ୍ୟ ଅଛି । ତେବେ ସେ ଫଟୋ ଟି ଭାଇରାଲ ହେଲା ଏଥି ପାଇଁ ଅଭିଯୋଗ ପରେ ମିଡ଼ିଆ ଭାଇ ହୁଏତ ମୋ ଠାରୁ ନେଇ ପାରନ୍ତି ନ ହେଲେ ତାଙ୍କ ଠାରୁ ନେଇ ପାରନ୍ତି । ତେବେ ଭାଇରାଳ ହେବା କମନ୍ କଥା ।

ତେବେ ସେ ଯେଉଁ କଥା ମିଛ ବୋଲି କହୁଛନ୍ତି ତାହା ମିଛ ବୋଲି ଏହି ଫଟୋ ରୁ ସମସ୍ତେ ଦେଖିବା ପରେ ଜାଣିବାକୁ ପାଇବେ । ତେବେ ସେ ଯେଉଁ ବୟସ ଅଧିକ କହିଛନ୍ତି ସେ ମୋ ବାପା ମା ନୁହଁନ୍ତି ସେ ମୋ ବୟସ କହିବେ ।ତେବେ ତାଙ୍କ ପ୍ରକୃତ ବୟସ ହେଉଛି 24 ବର୍ଷ । ତେବେ ସେ ବର୍ଷା ଭୋଳ ସହିତ ଯାହା ବି କିଛି କରିଛନ୍ତି ଆଉ କାହା ସହ ନ କରୁ ।

ବର୍ଷା ଭୋଳ ଯେଉଁ ଧୋକା ଖାଇଛି ସେହି ଧୋକା ଆଉ କେହି ନ ଖାଆନ୍ତୁ । ତେବେ ଆଲୋକ ଭୋଳ ସେ ସବୁ କିଛି ହରେଇ ଦେଇଛି । ତେବେ ବାରମ୍ବାର କହିଲେ ମୋ ଇଯତ୍ ଯେତିକି ଯାଉଛି , ଗୋଟିଏ ଥର କହିଲେ ମଧ୍ୟ ସେତିକି ଇଜତ ଯାଉଛି । ତେବେ ସେତେବେଳ ମୋ ଇଯତ୍ ଫେରିବ ଯେବେ ଆଲୋକ ଭୋଳ ମୋତେ ଗ୍ରହଣ କରିବ ।

ତେବେ ବନ୍ଧୁଗଣ ଏହି ଭଳି ଭାବେ ଅନେକ କିଛି କହିଛନ୍ତି ବର୍ଷା ଭୋଳ । ତେବେ ତାଙ୍କୁ ନ୍ୟାୟ ଦରକାର , ସେ ମୋଦି ସରକାର୍ ବାପା ଓ ନବୀନ ସରକାର ବାପା ଙ୍କୁ କହିଛନ୍ତି ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *