ବଡ ଖବର – RBI କରିବାକୁ ଯାଉଛି ବଡ ପରିବର୍ତ୍ତନ! ନୋଟରେ ଆସିବ ନୂଆ ମୁହଁ… – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମେ ବ୍ୟବହାର କରୁଥିବା ଟଙ୍କା ର ନୋଟ ରେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଥିବାର ଆପଣ ମାନେ ଦେଖିବାକୁ ପାଉ ଥିବେ ତେବେ ଗାନ୍ଧୀ ସହିତ ନୋଟ ରେ ଆସିବ ଆଉ ଦୁଇ ଜଣ ଙ୍କ ଫଟୋ । ତେବେ ବର୍ତ୍ତାମନ ସମୟ ରେ ଆରବିଆଇ କରିବାକୁ ଯାଉଛି ବଡ ପରିବର୍ତ୍ତନ ।

ହଁ ବନ୍ଧୁ ଟଙ୍କା ନୋଟ ରେ ଦେଖିବାକୁ ମିଳିବ ଆଉ କିଛି ଫଟୋ । ତେବେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ସହିତ ଯୋଡି ହେବ ହେବ ଆଉ ଦୁଇ ଟି ଫଟୋ । ହଁ ବନ୍ଧୁ ନୋଟ ରେ ରବୀନ୍ଦ୍ର ନାଥ ଟାଗୁର ଏବଂ ଅବଦୁଲ କାଲାମ ଙ୍କ ଫଟୋ ।ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ବ୍ୟାଙ୍କ ନୋଟ ର ଫଟୋ ବଦଳାଇବାକୁ ନେଇ ବିଚାର କରୁଛନ୍ତି ।

ତେବେ ଭାରତୀୟ ନୋଟ ରେ ମହାତ୍ମା ଗାନ୍ଧୀ ଙ୍କ ସହିତ ରବୀନ୍ଦ୍ର ନାଥ ଟଗୁର ଓ ଏପିଜେ ଅବଦୁଲ କାଲାମ ଙ୍କ ଫଟୋ ରହିବା ନେଇ ବିଚାର ଚାଲିଛି । ତେବେ ବର୍ତ୍ତମାନ୍ ସମୟ ରେ କେବଳ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଦେଖୁବକୁ ମିଳିଛି । ତେବେ ଏହି ନୋଟ ରେ ରବୀନ୍ଦ୍ର ନାଥ ଟଗୁର ଓ ଏପିଜେ ଅବଦୁଲ କାଲାମ ଙ୍କ ଫଟୋ ଦେଖିବାକୁ ମିଳିବ ।

ତେବେ କୁହା ଯାଉଛି ଯେ ଆରବିଆଇ କିଛି ନୋଟ ର ସିରିଜ ରେ ରବୀନ୍ଦ୍ର ନାଥ ଟଗୁର ଓ ଏପିଜେ ଅବଦୁଲ କାଲାମ ଙ୍କ ଫଟୋ ବ୍ୟବହାର କରିବାକୁ ନିଷ୍ପତ୍ତି ନେଉଛି। ତେବେ ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଆରବିଆଇ ଖୁବ୍ ଶୀଘ୍ର ଏହି ପଦକ୍ଷେପ ନେଇ ପାରନ୍ତି ।

ତେବେ ଅର୍ଥ ମନ୍ତ୍ରଣାଳୟ ଓ ଆରବିଆଇ ଅଧିନ ସିକୁରିଟି ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷ ରୁ ଗାନ୍ଧୀ ଟାଗୁର୍ ଓ କଲାମ ଙ୍କୁ ୱାଟର ମାର୍କ ଫଟୋ ର ଦୁଇ ଟି ଅଲଗା ଅଲଗା ସେଟ ଦିଲ୍ଲୀ ଆଇଆଇଟି ମୋନେଟର ପ୍ରଫେସର ଦିଲ୍ଲୀପ ଟି ସାହାନି ଙ୍କୁ ପଠା ଯାଇଛି । ତେବେ ସାହାନି ଙ୍କୁ ଦୁଇ ଟି ସେଟ ମଧ୍ୟ ରୁ ଗୋଟିଏ ସେଟ ବାଛି ସରକାର୍ ଙ୍କୁ ଦାଖଲ କରିବା ପାଇଁ କୁହା ଯାଇଛି ଓ ହେବା କୁ ଯାଉଥିବା ଉଚ୍ଚସ୍ତରୀୟ ରେ ଏହାର ଶେଷ ନିଷ୍ପତ୍ତି ନିଆ ଯିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.