ବଡ ଖବର – ୧୦ ମାସର ଶିଶୁ ମିଳିଲା ରେଳ ବିଭାଗରେ ଚାକିରି, ଦରମା ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ରାଜ୍ୟ

10 ମାସ ର ଶିଶୁ ପାଇଲା ଚାକିରୀ ।ହେଇ ପରେ କଥା ଟି କାହାକୁ ଆଶ୍ଚର୍ୟ୍ଯ ଲାଗୁଚି କିନ୍ତୁ ଏହା ସତ । ରେଲୱେରେ ଏମିତି ନିଯୁକ୍ତି ମିଳା ଯାଇଥିବା ଚାକିରୀ ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହୁଛି ଯେ 10 ମାସ ର ଶିଶୁ କୁ ଚାକିରୀ ମିଳିଲା । ଶିଶୁ ର ବାପା ମାଆ ଏକ ସଡ଼କ ଦୁ-ର୍ଘ-ଟ-ଣା ରେ ପ୍ରା-ଣ ହରେଇଲା ବେଳେ ଅନାଥ ଶିଶୁ କନ୍ୟା କୁ ନିଯୁକ୍ତି ଦିଆ ଯାଇଛି ।

ସୁଚନା ଅନୁସାରେ ରାଜେନ୍ଦ୍ର କୁମାର ଯାଦବ ଦୁବାଇ ରେଳ ବାହି ରେ ପିପି ଗାର୍ଡ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ । ଜରଡ଼ା ବାସଗ୍ରୁହ୍ ରେ ସେ ରହୁଥିଲେ । ତେବେ ଜୁନ 1 ତାରିଖ ଦିନ ପତ୍ନୀ ମଞ୍ଜୁଲତା ଙ୍କ ସହ ଯାଉ ଥିଲା ବେଳେ ସଡ଼କ ଦୁ-ର୍ଘ-ଟ-ଣା ର ଶିକାର ହୋଇ ଥିଲେ ।

ଏହି ଦୁ-ର୍ଘ-ଟ-ଣା ରେ ଉଭୟ ଙ୍କ ର ମୃତ୍ଯୁ ଘଟି ଥିଲା । ହେଲେ ସୌଭାଗ୍ଯ ବଶତଃ 10 ମାସର ଶିଶୁ କନ୍ୟା ଟି ଏହି ଦୁ-ର୍ଘ-ଟ-ଣା ରୁ ବଞ୍ଚି ଯାଇଥିଲା । ତାକୁ ସେଠାରୁ ଉଦ୍ଧାର କରା ଯାଇଥିଲା । ଏହି ଘଟଣା ପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଏହି ଘଟଣା କୁ ଗୁରୁତ୍ୱପୂର୍ଣ ରେ ନେଇ ରେଳ ମନ୍ତ୍ରୀ ଙ୍କ ସହ ଯୋଗାଯୋଗ କରି 10 ମାସ ର ଶିଶୁ କୁ ଥାଇଥାନ୍ ପାଇଁ ଚାକିରୀ ଦେବା ପାଇଁ ଜୁଲାଇ 4 ତାରିଖ ରେ ନିଷ୍ପତି ଦିଆ ଯାଇଥିଲା । ବୋର୍ଡ ର ଅନୁମୋଦନ ପରେ ଜୁଲାଇ 7 ତାରିଖ ରେ ତାଙ୍କୁ ନିଯୁକ୍ତି ପାତ୍ର ଦିଆ ଯାଇଥିଲା ।

ପୋଲିସ ଶିଶୁ କନ୍ୟା କୁ ନେଇ ତାର ସମ୍ପର୍କୀୟ ସ ରେଳବାହି କୁ ଆସିଥିଲେ । ପରେ ନିୟମ ମୁତାବିକ ତାଙ୍କ ର ନିଜୁକ୍ତି ପତ୍ର ରେ ଶିଶୁ ତୀର ଟିପ ଚିହ୍ନ୍ ନିଆ ଯାଇଥିଲା । 18 ବର୍ଷ ହେବା ପର୍ଯ୍ୟନ୍ତ ସେ ତାର ସମ୍ପୁର୍ଣ୍ଣରୂେପ ଦରମା ପାଇବ । 18 ବର୍ଷ ପରେ ତାକୁ ରେଳବାହୀ ବିଭାଗ ରେ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଆ ଯିବ । ସ୍ବତନ୍ତ୍ର ଶିଶୁ ବିକାଶ ସଂସ୍ଥା ତାଙ୍କ ର ସମ୍ପର୍କୀୟ ଶିଶୁ ଲାଳନ ପାଳନ କରିବେ ।

ତେବେ ଏତେ ଛୋଟ ପିଲା କୁ ଚାକିରୀ ମିଳିବା ଏହା ହେଉଛି ପ୍ରଥମ ଥର ପାଇଁ । ତେବେ ଏହା ଭାରତ ବର୍ଷ ର ପ୍ରଥମ ଥର ପାଇଁ ଏକ ବିରଳ ଘଟଣା ଘଟିଛି ପ୍ରଥମ ଥର ପାଇଁ ଏକ 10 ମାସ ର ନବଜାତିୟ ଶିଶୁ କୁ ମିଳିଲା ଚାକିରୀ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ରାଜେନ୍ଦ୍ର କୁମାର ଯାଦବ ସଡ଼କ ଦୁ-ର୍ଘ-ଟ-ଣା ରେ ମୃତ୍ଯୁ ହୋଇ ଥିଲା ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତା ଙ୍କ ର ମୃତ୍ଯୁ ହୋଇ ଥିଲା କିନ୍ତୁ ସୌଭାଗ୍ଯ ବଶତଃ ତାର କିଛି ବି ହୋଇ ନଥିଲା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.