ବଡ ଖବର – ହିରୋ ବୁଦ୍ଧାଦିତ୍ୟ ମହାନ୍ତି (Buddhaditya) ୪୪ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରିସାରିଛନ୍ତି । ଏବଂ ସେ ତାଙ୍କର ଅଭିନୟ ଆଲବମ୍ ରୁ ଆରମ୍ଭ କରି ଥିଲେ ।ଏହା ସହିତ ସେ ମଧ୍ୟ କିଛି ଧାରାବାହିକ ଏବଂ ରିଆଲିଟି ସୋ ମଧ୍ୟ କରିଛନ୍ତି । ତେବେ ସେ ଅନେକ ଫିଲ୍ମ କରି ସେ ତାଙ୍କର ନିଜର ଏକ ସୁନ୍ଦର ଅଭିନେତା ଭାବରେ ପରିଚୟ ବନେଇ ପାରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ।

ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କର ଏକ ସ୍ବତନ୍ତ୍ର ଦମଦାର୍ ଅଭିନୟ ପାଇଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରୁହନ୍ତି ସୋସିଆଲ୍ ମିଡ଼ିଆ ରେ । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ୍ ପ୍ଲାଟଫର୍ମ୍ ବହୁତ ବଡ଼ ଷ୍ଟେଜ ରହିଛି ଯାହା ଏବେ ସବୁ ଖବର ହେଉ କିମ୍ବା ନିଜ ପାଇଁ କିଛି ଏଣ୍ଟରଟେନ୍ମେଣ୍ଟ ହେଉ ସବୁ କିଛି ମିଳି ପାରୁଛି ଏହି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ୍ ରେ ।

ତେବେ ସୋସିଆଲ୍ ମିଡ଼ିଆ ରେ ବହୁତ କିଛି ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁ ମାନେ ନିଜର ଟ୍ୟାଲେଣ୍ଟ ରେ ଏହି ଅଭିନୟ ଦୁନିଆ ରେ ନିଜର ନାଁ ରଖି ପାରିଛନ୍ତି । ତେବେ ଆପଣ ମାନେ ବୁଦ୍ଧାଦିତ୍ୟ ଙ୍କ ବିଷୟ ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଏକ ଜଣାଶୁଣା ଅଭିନେତା ହେବା ସହ ବହୁତ ଲୋକପ୍ରିୟ ଅଭିନେତା ଭାବରେ ପରିଚିତ।

ତେବେ ଏହି ସମୟରେ ଏକ ଭିଡିଓ ଭାଇରାଲ ହେବା ରେ ଲାଗିଛି ଯାହା ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏବେ ଓଡିଆ ହିରୋ ବୁଦ୍ଧାଦିତ୍ୟ 44 ବର୍ଷ ବୟସ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସେ କାହାକୁ ବିବାହ କରିଛନ୍ତି ,କେବେ ବିବାହ କରିଛନ୍ତି ତାହାର ସମ୍ପୁର୍ଣ୍ଣ ବିବରଣୀ ଜାଣିବାକୁ ଚାହୁଁଛନ୍ତି ଏହି ଭିଡିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

ଓଲିଓଡ୍ ର ଜବରଦସ୍ତ ଅଭିନୟ କରୁଥିବା ହିରୋ ବୁଦ୍ଧାଦିତ୍ୟ ଙ୍କୁ ଆପଣ ମାନେ ଜାଣିଥିବେ । ବହୁତ ଗୁଡିଏ ସିନେମା ସହିତ ସେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି ।ତେବେ ବର୍ତ୍ତମାନ ସମୟରେ ବୁଦ୍ଧାଦିତ୍ୟ ଙ୍କୁ 44 ବର୍ଷ ବୟସ ହୋଇସାରିଲା । ତାଙ୍କୁ ବିବାହ ବୟସ ହୋଇଥିଲେ ମଧ୍ୟ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାନ୍ତି ।

ଗତ ଦିନ ମାନଙ୍କ ରେ ବୃଦ୍ଧାଦିତ୍ୟ ଗୋତିଏ ଓଡ଼ିଆ ସିରିଏଲ ରେ ଅଭିନୟ କରିଥିଲେ ଯାହାର ନାଁ ହେଉଛି ସିଂହଦ୍ବାର । ଏହି ସିରିଏଲ ରେ ଅଭିନୟ କରୁଥିବା ବୃଦ୍ଧାଦିତ୍ୟ ଜଣେ ହିରୋଇନ ଙ୍କ ସହ ଫୋଟ ଉଠେଇ ସୋସିଆଲ୍ ମିଡ଼ିଆ ରେ ସେୟାର କରିଥିଲେ । ଯାହାକି ବର୍ତ୍ତମାନ ସମୟରେ ଏହି ଫୋଟ ବହୁତ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି । ତେବେ ଏହି ଫୋଟ ଗୁଡିକ ତାଙ୍କର ରିଲ୍ସ୍ ର ସବୁ ଫୋଟ ତାଙ୍କର କିଛି ବି ଏ ରିୟଲ ଲାଇଫ ର ଫୋଟ ଜମା ବି ନୁହଁ । ଏବେ ବୃଦ୍ଧାଦିତ୍ୟ ଙ୍କୁ 44 ବର୍ଷ ହୋଇ ସାରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଆଗକୁ ସେ କେବେ ବିବାହ କରିବେ ତା ବିଷୟ ରେ ମଧ୍ୟ ସେ କିଛି କହି ନାହାନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.