ଦର୍ଶକ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କିଛି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।
ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀ ।
ତାହେଲେ ବନ୍ଧୁଗଣ ଆପଣ ମାନେ କୋଏଲ ବାନାର୍ଜୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ବହୁ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ ।ତେବେ ବର୍ତ୍ତମାନ୍ ସମୟ ରେ କୋଏଲ ବାନାର୍ଜୀ ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି , ତେବେ ଆସନ୍ତୁ ଏହି ଖବର ଟି କଣ ଜାଣିବା ।
ତେବେ ବନ୍ଧୁଗଣ ଆପଣ ମାନେ କୋଏଲ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ଏହି ଅଭିନୟ ପାଇଁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର ପରିଚୟ ପାଇବା ସହିତ ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରିଥିଲେ ।ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୋଏଲ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅଭିନୟ ପାଇଁ ଆସିଥିଲେ ।
ତେବେ ଓଡ଼ିଆ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନୟ କରୁ କରୁ ଅଭିନେତା ବବି ମିଶ୍ର ଙ୍କୁ ଭଲ ପାଇ ବିବାହ କରିଥିଲେ । ତେବେ ବିବାହ କିଛି ଦିନ ପରେ ଉଭୟ କିଛି ପାରିବାରିକ ବିବାଦ ପାଇଁ ଉଭୟ ଅତି ନିକଟ ରେ ପରସ୍ପର ଠାରୁ ଅଲଗା ହୋଈ ଯାଇଥିଲେ ଓ ଉଭୟ ଅଲଗା ହେବା ପରେ କୋଏଲ ସବୁଦିନ ପାଇଁ କୋଲକାତା ଚାଲି ଯାଇଥିଲେ ଓ ସେହିଠାରେ ନିଜ ଅଭିନୟ ଆରମ୍ଭ କରିଥିଲେ ।
ତେବେ କୋଲକାତା ରେ କୋଏଲ ବାନାର୍ଜୀ ଦ୍ୱିତୀୟ ବିବାହ କରିଥିଲେ ଓ ବର୍ତ୍ତମାନ୍ ସମୟ ରେ ତାଙ୍କର ଏକ ପୁତ୍ର ମଧ୍ୟ ଅଛି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି ଓ ଏହି ଖବର ଟି ହେଉଛି ଯେ କୋଏଲ ବାନାର୍ଜୀ ଦ୍ୱିତୀୟ ବିବାହ କରିବା ପରେ ପ୍ରଥମ ଥର ପାଇଁ ନିଜ ସ୍ବାମୀ ଓ ପୁଅ ଙ୍କ ସହିତ ଓଡ଼ିଶା ଆସିଛନ୍ତି ଓ ଏହି ଖବର ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।