ଫୁଣି ଥରେ ବର୍ଷା (Varsha) ଅନୁଭବ (Anubhav) ଙ୍କ ବିରୋଧରେ ହାଇକୋର୍ଟ ଗଲେ, ଏଥର ଏମିତି ସାଂଘାତିକ ଅଭିଯୋଗ କରିଲେ – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନ ଜାଣିଥିବେ ଯେ ବର୍ଷା ତାଙ୍କ ଜୀବନ ରେ ଅନେକ ସଂଘର୍ଷ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ କରୁଛନ୍ତି ,ତାହା ପୁଣି ସେ ଏକଲା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ଷା ବହୁସରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ବର୍ଷା ଶୁଟିଙ୍ଗ ସେଟ ରୁ ଅନୁଭବ ଙ୍କୁ ଭଲ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତାହେଲେ ବନ୍ଧୁଗଣ ବିବାହ କିଛି ଦିନ ପରେ ଉଭୟ ଙ୍କ ମଝି ରେ କିଛି ବିବାଦ ହେବ ରୁ ପରସ୍ପର ଠାରୁ ଦୂରେଇ ଗଲେ ଓ ଏହି ବିବାଦ ସମାଧାନ ପାଇଁ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି ।

ତେବେ ଉଭୟ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଉଭୟ ସମାଧାନ ହେବା ପରିବର୍ତ୍ତେ କିଛି ନୂଆ ମୋଡ଼ ସାମ୍ନା କୁ ଆସୁଛି । ତେବେ କେତେବେଳେ ଅନୁଭବ ଚର୍ଚ୍ଚା ରେ ରହୁଛନ୍ତି ତ କେତେବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଚର୍ଚ୍ଚା ରେ ରହୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି ଙ୍କ ବିରୋଧ ରେ ।

ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଅନୁଭବ ଙ୍କ ନାମ ରେ ଆଉ ଏକ ନୂଆ ମାମଲା , ଅନୁଭବ ଙ୍କୁ ବିରୋଧ କରି ହାଇକୋର୍ଟ ଯାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଦାଲତ ଅବମାନନା ନେଇ ହାଇକୋର୍ଟ ରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । କୋର୍ଟ ର ନିର୍ଦ୍ଦେଶ କୁ ଅନୁଭବ ଉଲଂଘନ କରିଛନ୍ତି ।

ତେବେ ଏ ନେଇ ମାମଲା ରେ ଉଲ୍ଳେଖ ହୋଇଛି ,କୋର୍ଟ ର ନିର୍ଦ୍ଦେଶ ସତ୍ତ୍ବେ ସୋସିଆଲ ମିଡ଼ିଆ ରେ ମତ ରଖିଥିବା ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ ଉଭୟ ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା ସୋସିଆଲ ମିଡ଼ିଆ ମତ ନ ରଖିବା ପାଇଁ । ତେବେ ଦେଖା ଯାଉ ଏହି ମାମଲା ଟି ଆଗ କୁ କେଉଁ ମୋଡ଼ ନେଉଛି ।

ତେବେ ଉଭୟ ବିବାଦ ର ସମାଧାନ ହେବା ପରିବର୍ତ୍ତେ ଦିନ କୁ ଦିନ ନୂଆ ମୋଡ଼ ନେଉଛି , ତେବେ କେତେବେଳେ ବର୍ଷା ଙ୍କ ନାମ ରେ ଅନୁଭବ ଅଭିଯୋଗ କରୁଛନ୍ତି ତା ଆଉ କେତେବେଳେ ବର୍ଷା ଅନୁଭବ ଙ୍କ ନାମ ରେ ଅଭିଯୋଗ କରିଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.