ପ୍ରେମରେ ଅନ୍ଧ ହେଲେ ୧୮ ବର୍ଷୀୟ କନ୍ୟା, ୬୧ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ ! , ଦେଖିଲେ ଆପଣ ଆଶ୍ଚର୍ଯ ହେବେ ….

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ କିଛି ନା କିଛି ଖବର ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଥାଏ ।ତେବେ ପ୍ରାୟତ ପ୍ରାୟତ ଖବର ସୋସିଆଲ ମିଡ଼ିଆ ରେ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ତେବେ ଆସନ୍ତୁ ଏହି ଖବର ବିଷୟ ରେ ଜାଣିବା ।

ତେବେ ବନ୍ଧୁଗଣ କୁହା ଯାଏ ପ୍ରେମ ଚିରନ୍ତନ , ତେବେ ଯୋଡି ତ ଭଗବାନ ବନାଇ ଥାଆନ୍ତି । ତେବେ କାହାକୁ କେଉଁ ସମୟ ରେ ପ୍ରେମ ହୋଇଯିବ ତାହା କହି ହେବ ନାହିଁ । ତେବେ ପ୍ରେମ ରେ ଜାତି , ଧର୍ମ, ବୟସ କିଛି ନାହିଁ । ତେବେ କହିବାକୁ ଗଲେ ପ୍ରେମ ଅନ୍ଧ , ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ପ୍ରେମ୍ ଅନ୍ଧ ବୋଲି ଜଣା ପଡ଼ୁଛି

କାରଣ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଏମିତି କିଛି ଖବର ଆସିଥାଏ ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଆନ୍ତି ସମସ୍ତେ । ତେବେ ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ପାକିସ୍ଥାନ ରେ ଘଟିଛି ଯାହାକୁ ଆପଣ ମାନେ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ପ୍ରେମ ସତ୍ ରେ ଅନ୍ଧ ବୋଲି ବିଶ୍ୱାସ କରିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ପାକିସ୍ତାନ ରେ ବର୍ତ୍ତମାନ୍ ଏକ ପ୍ରେମ ବିବାହ କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସେଠାକାର ଜଣେ ୬୧ ବର୍ଷୀୟ ବୃଦ୍ଧ ଙ୍କୁ ୧୮ ବର୍ଷ ର କନ୍ୟା ବିବାହ କରିଛନ୍ତି । ତେବେ ଏହି ଖବର ଟି ପାକିସ୍ତାନ ର ଏକ you tube ଚ୍ୟାନେଲ ରେ ପୋଷ୍ଟ ହେବା ପରେ ବେଶ୍ ଭାଇରାଳ ହେଲା ।

ତେବେ ବର୍ତ୍ତମାନ୍ ସମୟ ରେ ଏହି ଖବର ଟି ବିଶ୍ଵ ରେ ଭାଇରାଳ ହେବା ରେ ଲାଗିଛି । ତେବେ ବର୍ ଠାରୁ କନିଆ ୪୧ ବର୍ଷ ସାନ , ତେବେ ଉଭୟ ଙ୍କ ପ୍ରେମ କାହାଣୀ ବିଷୟ ରେ ଆପଣ ଜାଣିବାକୁ ବେଶ୍ ଇଚ୍ଛୁକ ଥିବେ । ତେବେ ପ୍ରେମ୍ କାହାଣୀ କୁ ନେଇ କନ୍ୟା ଜଣକ କହିଛନ୍ତି ତାଙ୍କ ସ୍ବାମୀ ବହୁ ଗରିବ ଲୋକ ଝିଅ ମାନ ଙ୍କୁ ବିବାହ କରାଉ ଥିଲେ ତାଙ୍କ ସ୍ୱାମୀ ।

 

ତେବେ ଏହି କାର୍ଯ୍ୟ ପାଇଁ ସେ ତାଙ୍କୁ ଭଲ ପାଇଥିଲେ ଓ ତାଙ୍କ ସହ ଦୁଇ ଥର ଦେଖା ମଧ୍ୟ କରିଥିଲେ ଓ ଅନ୍ୟ ଲୋକ ମାନେ ମଧ୍ୟ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରୁଥଲେ , ତେବେ ଏହା ଜାଣିବା ପରେ ଯୁବତୀ ଜଣକ ବୃଦ୍ଧା ଙ୍କୁ ଭଲ ପାଈ ବିବାହ କରିଛନ୍ତି ଓ ଏହି ଖବର ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।।

Leave a Reply

Your email address will not be published.